Latest Odisha News

BREAKING NEWS

Yearly Archives

2020

ଧରାପଡିଲା ଖଲିସ୍ତାନ ଆତଙ୍କବାଦୀ ଗୁରଜିତ୍‌

ନୂଆଦିଲ୍ଲୀ:ଏନଆଇଏକୁ ବୁଧବାର ବଡ ସଫଳତା ହାତ ଲାଗିଛି । ଦୀର୍ଘ ଦିନ ପରେ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଖଲିସ୍ତାନ ଆତଙ୍କବାଦୀ ଗୁରଜିତ ସିଂ ନିଜ୍ଜର ଧରାପଡିଛି । ସେ ସାଇପ୍ରସରେ ଲୁଚି ରହିଥିଲା । ଏବେ କେନ୍ଦ୍ର ସରକାର ବିରୋଧରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ସେ ଏହାର ଫାଇଦା…

ଭାରତର ପ୍ରଥମ ସ୍ୱଦେଶୀ ଡିଜିଟାଲ ଆସେଟ୍ସ ମ୍ୟାନେଜମେଣ୍ଟ ପ୍ଲାଟଫର୍ମ ଲଞ୍ଚ

ନୂଆଦିଲ୍ଲୀ: ନୀତି ଆୟୋଗ ସିଇଓ ଅମିତାଭ କାଣ୍ଟ ବୁଧବାର ଦିନ ଭାରତର ପ୍ରଥମ ଡିଜିଟାଲ ଆସେଟ୍ସ ମ୍ୟାନେଜମେଣ୍ଟ ପ୍ଲାଟଫର୍ମ ଡିଜିବକ୍ସକ୍ସ ଲଞ୍ଚ କରିଛନ୍ତି। ଏହା ସହିତ, କାଣ୍ଟ ଏକ ଆକାଉଣ୍ଟ ପାଇଁ ସାଇନ୍ ଅପ୍ କରି ତାଙ୍କୁ ଏକ ଭାରତୀୟ ଡିଜିଟାଲ୍ ଫାଇଲ୍ ଷ୍ଟୋରେଜ୍, ଅଂଶୀଦାର ଏବଂ ପରିଚାଳନା…

ଆଇପିଏସ ସ୍ତରରେ ଅଦଳବଦଳ, ନୟାଗଡ ଏସପି ହେଲେ ସିଦ୍ଧାର୍ଥ କଟରିଆ

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ଏହି କ୍ରମରେ ବଦଳିଛନ୍ତି ନୟାଗଡ ଏସପି ପ୍ରତ୍ୟୁଷ ଦିବାକର । ତାଙ୍କୁ ଏଆଇଜି ମୁଖ୍ୟାଳୟକୁ ବଦଳି କରାଯାଇଛି । ଏଥି ସହ ନୟାଗଡର ନୂଆ ଏସପି ଭାବେ ତାଳଚେର ଏସଡିପିଓ ସିଦ୍ଧାର୍ଥ କଟାରିଆଙ୍କୁ ଅବସ୍ଥାପିତ କରାଯାଇଛି । ଗତକିଛି ଦିନ ହେଲା ପରୀ…

ଜାନୁଆରୀ ୧ ରୁ ନୂଆ ଜୀବନ ବୀମାଧରୀଙ୍କ ପାଇଁ ବିଶେଷ ଉପହାର

ନୂଆଦିଲ୍ଲୀ: ଯଦି ଆପଣ ଏକ ଟର୍ମ ପ୍ଲାନ୍ ଅର୍ଥାତ୍ ଜୀବନ ବୀମା କିଣିବାକୁ ଯୋଜନା କରୁଛନ୍ତି, ତେବେ ଜାନୁଆରୀ ୧ ରୁ ଏହାକୁ କିଣିବା ସହଜ ହେବ | ଇନସୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ (ଆଇଆରଡିଏ) ର ନିର୍ଦ୍ଦେଶ ଅନୁସରଣ କରି ବୀମା କମ୍ପାନୀମାନେ ନୂଆ ବର୍ଷରୁ 'ସାରଳ…

ପେଲେଙ୍କ ରେକର୍ଡ ଭାଙ୍ଗିଲେ ମେସି

ନୂଆଦିଲ୍ଲୀ:ମହାନ ବ୍ରାଜିଲିଆନ ଖେଳାଳି ପେଲେଙ୍କ ଗୋଟିଏ କ୍ଲବ ପକ୍ଷରୁ କରିଥିବା ସର୍ବାଧିକ ଗୋଲ ରେକର୍ଡକୁ ବୁଧବାର ବାର୍ସିଲୋନାର ଲିଓନେଲ ମେସି ଭାଙ୍ଗି ଦେଇଛନ୍ତି । ମେସି ବାର୍ସିଲୋନା ପକ୍ଷରୁ ୭୪୯ ମ୍ୟାଚରେ ୬୪୪ ଗୋଲ ସ୍କୋର କରିଥିଲେ । ପୂର୍ବରୁ ପେଲ ବ୍ରାଜିଲର ସାଟୋଂସ କ୍ଲବ ପକ୍ଷରୁ ୬୫୬…

ସଙ୍କଟରେ ନେତ୍ୟାନେହୁ ସରକାର, ଇସ୍ରାଏଲର ପୁନର୍ବାର ନିର୍ବାଚନ

ଜେରୁଜେଲମ: ଇସ୍ରାଏଲରେ ଏବେ ପୁନର୍ବାର ରାଜନୈତିକ ସଙ୍କଟ ଦେଖାଦେଇଛି । ବୁଧବାର ଦେଶର ସଂସଦକୁ ଭାଙ୍ଗି ଦିଆଯାଇଛି । ଫଳରେ ବେଞ୍ଜାମିନ୍ ନେତ୍ୟାନେହୁଙ୍କ ସରକାର ଭାଙ୍ଗିଯାଇଛି । ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଦେଶ ପୁନର୍ବାର ନିର୍ବାଚନ ମୁହାଁ ହୋଇଛି । ନିର୍ବାଚନ ୨୦୨୧ ମାର୍ଚ୍ଚ ୨୩ରେ…

ଖାଁ ଖାଁ ପରିବେଶରେ ଧିମେଇ ଗଲା ଅନ୍ତର୍ଜାତୀୟ କ୍ରୀଡା

ଭୁବନେଶ୍ୱର: କରୋନା ମହାମାରୀ ସମଗ୍ର ବିଶ୍ୱକୁ ତାର କରାଳ ଜାଲରେ ବାନ୍ଧି ଦେଇଥିଲା । ଏଥିରୁ କ୍ରୀଡା ବି କିପରି ବାଦ୍ ପଡିଥାନ୍ତା । ଖାଁ ଖାଁ ଷ୍ଟାଡିୟମରେ କିଛି କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଦର୍ଶକଙ୍କ ଅନୁପସ୍ଥିତିକୁ ଅନୁଭବ କରୁଥିଲେ କ୍ରୀଡାବିତ୍ । ଆସନ୍ତୁ ୨୦୨୦ରେ…

ସ୍ତ୍ରୀ ନାଚିଲାନି ବୋଲି ଛାଡପତ୍ର ଦେଇ ନିଆଁରେ ପୋଡିହେଲା ସ୍ୱାମୀ

ମିରଟ: ସ୍ତ୍ରୀକୁ ବାରମ୍ବାର କହୁଥିଲା ଜିନ୍ସ ପିନ୍ଧିବାକୁ । ପ୍ରଥମେ ନିବେଦନ ପରେ ଧମକଚମକ । ଏପରିକି ସ୍ତ୍ରୀକୁ ନାଚିବାକୁ ବି ସ୍ୱାମୀ ବାଧ୍ୟ କରୁଥିଲା । ହେଲେ ଏଥିରେ ସ୍ତ୍ରୀ ରାଜି ନହେବାରୁ । ସ୍ୱାମୀ ନେଇଥିଲା ଚରମ ନିଷ୍ପତ୍ତି । ପ୍ରଥମେ ସ୍ତ୍ରୀକୁ ଛାଡପତ୍ର, ପରେ ନିଜ ଦେହରେ ନିଆଁ ବି…

ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚାକିରୀରୁ ଅବସର ନେବେ । ଆସନ୍ତା ଡିସେମ୍ବର ୩୧ତାଙ୍କ ଚାକିରୀର ଶେଷ ଦିନ ହେବ । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି…

କୃଷକ ଦିବସରେ ଭାରତକୁ ଆସିଲା ପ୍ରଥମ ଇଲେକ୍ଟ୍ରିକ୍ ଟ୍ରାକ୍ଟର

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ନୂଆ ଉଦ୍ଭାବନ । କୃଷକ ଦିବସରେ ଭାରତରେ ଲଂଚ ହେଲା ପ୍ରଥମ ଇଲେକ୍ଟ୍ରିକ ଟ୍ରାକ୍ଟର । ୟୁରୋପ, ଆମେରିକା ଓ ଆଫ୍ରିକା ସହ୧୩୦ଟି ଦେଶରେ କାୟା ବିସ୍ତାର କରିଥିବା ସୋନାଲିକା ଭାରତୀୟ ବଜାରକୁ ଆଣିଲା ଇଲେକ୍ଟ୍ରିକ ଟ୍ରାକ୍ଟର ଟାଇଗର ଇଲେକ୍ଟ୍ରିକ୍ । ଟାଇଗର…