Latest Odisha News

BREAKING NEWS

Yearly Archives

2020

ଦୁର୍ନୀତି ନିବାରଣରେ ଲେଖକମାନଙ୍କର ଭୂମିକା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଦୁର୍ନୀତି ସାହିତ୍ୟକୁ ବି ଗ୍ରାସିଛି । ସରକାରୀ ସ୍ୱୀକୃତି, ମାନପତ୍ର, ପୁରସ୍କାର ପାଲାରେ ନିଜେ ଲେଖକ ଗୋଷ୍ଠୀର ବହୁଳାଂଶ ଲବି କରିବାରେ ବ୍ୟସ୍ତ । ଏପରିକି ରାଜ୍ୟ ସରକାର କିଣୁଥିବା ଲେଖକମାନଙ୍କର ବହି ସିଲେକ୍‌ସନ୍‌ରେ ଲାଂଚ କାରବାର…

ଭୁବନେଶ୍ୱରରୁ ୪୪ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୩୨ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୪୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ଅଂଚଳରୁ ୩୨ ଜଣ କରୋନା…

ପତ୍ନୀ ତୃଣମୂଳରେ ମିଶିଲେ, ରାଗରେ ବିଜେପି ଏମପିଙ୍କ ଛାଡପତ୍ର ଧମକ

କୋଲକାତା: କୋଲକାତାରେ ରାଜନୈତିକ ନାଟକ ଆରମ୍ଭ ହୋଇଯାଇଛି । ତୃଣମୂଳ କଂଗ୍ରେସରୁ ନେତାମାନେ ବିଜେପିରେ ମିଶିବା ପରେ ସୋମବାର ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । ବିଜେପି ସାଂସଦ ସୌମିତ୍ର ଖାଁଙ୍କ ପତ୍ନୀ ସୁଜତା ମଣ୍ଡଳ ତୃଣମୂଳ କଂଗ୍ରେସରେ ମିଶିଛନ୍ତି । ଏଥିରେ ରାଗିଯାଇ ସୌମେତ୍ର ତାଙ୍କୁ…

ଚର୍ଚ୍ଚାରେ ସୁହାନାଙ୍କ ଡିଜ୍‌ନି ପୋଷ୍ଟ୍‌

ନୂଆଦିଲ୍ଲୀ: ଅନେକ ପିଲା ପିଲାଦିନରୁ ରାଜକୁମାର ଏବଂ ରାଜକୁମାରୀଙ୍କ କାହାଣୀ ଶୁଣି ନିଶ୍ଚିତ ବଡ଼ ହୋଇଥିବେ। ତେବେ ଏଥିରେ ଡିସ୍ନି ଏକ ବଡ଼ ଭୂମିକା ଗ୍ରହଣ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଭାରତରୁ କାହିଁକି କୌଣସି ଡିସ୍ନି ରାଜକୁମାରୀ…

ଭେଟେରାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସର ଭେଟେରାନ ନେତା ମୋତିଲାଲ ଭୋରାଙ୍କର ସୋମବାର ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବେ ୟୁରିନାରୀ ଇନଫେକସନ୍ ଯୋଗୁଁ ଭୋରାଙ୍କୁ ଓଖଲା ଏସକର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କୁ ଭେଣ୍ଟିଲେଟର ରଖାଯାଇ ଥିଲା…

କଟକରେ ପୁଣି ନକଲି କାରଖାନା ଠାବ

କଟକ: ପୁଣି ଠାବ ହେଲା ନକଲି କାରଖାନା । ଏଥର ପିଠାପୁର ଅଞ୍ଚଳରୁ ନକଲି ଘିଅ କାରଖାନା ଉପରେ ଚଢାଉ ହୋଇଛି । ବାଦାମବାଡି ପୋଲିସ ଏହି ଚଢଉ କରି ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ ଘିଅ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।…

ଆସିଲା ଅନ୍ତିମ୍‌ – ଦି ଫାଇନାଲ ଟ୍ରୁଥ୍‌ର ଫାଷ୍ଟ୍‌ ଲୁକ୍‌

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ବର୍ତ୍ତମାନ ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅନ୍ତିମ୍‌ - ଦି ଫାଇନାଲ ଟ୍ରୁଥ୍‌ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ଏକ ଆକ୍ସନ୍ ଫିଲ୍ମ ଯେଉଁଥିରେ ଆୟୁଷଙ୍କ ଫାୟାର ବ୍ରାଣ୍ଡ ଲୁକ୍ ଦେଖିବାକୁ ମିଳିବ। ଏହି ଫିଲ୍ମରେ…

ନିର୍ମାଣ ହେଲା ସୋନୁ ସୁଦଙ୍କ ମନ୍ଦିର !

ତେଲେଙ୍ଗାନା: ଜିଅନ୍ତା ଦିଅଁ ପାଲଟିଲେ ଅଭିନେତା ସୋନୁ ସୁଦ । କରୋନା ମହମାରୀରେ ଲୋକଙ୍କୁ ଅକଥନୀୟ ଦୁର୍ଦ୍ଦଶାରୁ ଉଦ୍ଧାର କରି ଏହି ଅଭିନେତା ଅନେକଙ୍କ ପାଇଁ ଭଗବାନ ପାଲଟିଛନ୍ତି । ସୋନୁ ସୁଦଙ୍କ ଅବଦାନର ପ୍ରତିଦାନ ସ୍ୱରୂପ ତେଲେଙ୍ଗାନାର ଡୁବା ତାଣ୍ଡା ଗାଁର ଲୋକେ ଏକ ମନ୍ଦିର ନିର୍ମାଣ…

ବ୍ରିଟେନରେ ବେକାବୁ କରୋନାଭାଇରସର ନୂଆ ଷ୍ଟ୍ରେନ଼; ଭାରତ ବନ୍ଦ କଲା ବିମାନ ଉଡାଣ

ନୂଆଦିଲ୍ଲୀ: ବ୍ରିଟେନରେ କରୋନାଭାଇରସର ଏକ ନୂଆ ରୂପ ବେକାବୁ ହେବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ସୋମବାର ଦିନ ଭାରତ ପକ୍ଷରୁ ବ୍ରିଟେନକୁ ସମସ୍ତ ବିମାନ ଉଡାଣ ବନ୍ଦ କରିଛି। ବ୍ରିଟେନରେ ଜାରି ରହିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ସରକାରଙ୍କ…

ଭାଇରାଲ୍‌ ହେଉଛି ଅକ୍ଷୟ କୁମାରଙ୍କ ଶାହ୍‌ଜାହାନ୍‌ ଅବତାର

ନୂଆଦିଲ୍ଲୀ: ଅକ୍ଷୟ କୁମାର ଏବଂ ସାରା ଅଲି ଖାନଙ୍କ ଆଗାମୀ ଫିଲ୍ମ 'ଅତ୍‌ରଙ୍ଗୀ ର‌େ'ର ସୁଟିଂ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରରେ ଧନୁଷ ମଧ୍ୟ ତାଙ୍କ ସହ ନଜର ଆସିବେ। ସମ୍ପ୍ରତି ସମସ୍ତ ଷ୍ଟାର୍‌କାଷ୍ଟ୍‌ ଦିଲ୍ଲୀ ଏନସିଆର ଅଞ୍ଚଳରେ ଅତ୍‌ରଙ୍ଗୀ ରେ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଏହି ସମୟ…