Latest Odisha News

BREAKING NEWS

Yearly Archives

2020

ଆଇପିଏଲ ମହାସମର : ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା କୋଲକାତା

ଦୁବାଇ : ଆଇପିଲର ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛି କେକେଆର । ସନରାଇଜର୍ସ କ୍ୟାପଟେନ୍ ୱାର୍ଣ୍ଣନର ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କୋଲକାତାର ବୋଲିଂ ସାମ୍ନାରେ ଦଳ…

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ୱେବିନାର୍

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଗଣିତ ବିଷୟ ଉପରେ ଜାତୀୟ ୱେବିନାର ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ବିଶିଷ୍ଟ ଶିକ୍ଷାବିତମାନେ ଯୋଗ ଦେଇଥିଲେ । ଗଣିତ ପରି ବିଷୟକୁ ନେଇ ଆଗକୁ କିପରି ବଢିହେବ ଏବଂ କ୍ୟାରିଅର ଗଢିବାରେ ଏହା କେତେ ସାହାଯ୍ୟ…

ବିିଶ୍ୱ ପର୍ଯ୍ୟଟନ ଦିବସ ପାଇଁ ବାଲୁକା ଶିଳ୍ପୀ ମାନସ ପ୍ରସ୍ତୁତ କଲେ ବାଲୁକା କଳା

ପୁରୀ: କରୋନା ମହାମାରୀ ଯୋଗୁଁ ବେଶୀ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଆଶା ରହିଛି ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିବ । ଆସନ୍ତାକାଲି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ନିଜ ବାଲୁକା କଳା ମାଧ୍ୟମରେ…

୨୦,୦୦୦ ଫୁଟ ଉଚ୍ଚତାରେ ମିଳିପାରିବ ଇନ୍‌-ଫ୍ଲାଇଟ ମୋବାଇଲ ସେବା: ରିଲାଏନ୍ସ ଜିଓ

ମୁମ୍ବାଇ: ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି । ଜିଓର ଇନ-ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ…

ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରପଡା ରେଲୱେ ଓଭର ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଛେଣ୍ଡିପଦାରୁ ଜରପଡା ଯାଇଥିବା ରାସ୍ତାରେ ଜରପଡା ଆଡୁ ଛେଣ୍ଡିପଦା ଆଡକୁ ଯାଉଥିବା ଏକ ଟ୍ରକ ମୋଟର ସାଇକେଲକୁ ଧକ୍କା ଦେଇଥିଲା…

ବାଦଲଗିରି ଜଳପ୍ରପାତ ନିଷିଦ୍ଧାଞ୍ଚଳ ଘୋଷିତ; ଜାଣନ୍ତୁ କାହିଁକି

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ବଣାଇ ସବ-ଡିଭିଜନ ଗୁରୁଣ୍ଡିଆ ବ୍ଲକର ସପଲତା ଗ୍ରାମ ନିକଟସ୍ଥ ବାଦଲଗିରି ଜଳପ୍ରପାତକୁ ଶନିବାର ଦିନ ଏକ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ବଣାଇ ସବ୍-କଲେକ୍ଟର ପ୍ରଦିପ କୁମାର ଡାଙ୍ଗ କହିଛନ୍ତି ଯେ ଏହା ମଧ୍ୟକୁ…

ପ୍ରଶାସନିକ ସେବା ପ୍ରିଲିମର ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ପ୍ରଶାସନିକ ସେବା ପରୀକ୍ଷାର ପ୍ରିଲିମନାରୀ ଅନଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ତିନି ତାରିଖରେ ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବତଟ ରେଳ ପରିସୀମା ଭିତରେ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ବ୍ରହ୍ମପୁର,…

କୋଭିଡ୍ ମୁକାବିଲା ନେଇ ଜାତିସଂଘର ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ମୋଦି

ନୂଆଦିଲ୍ଲୀ: ଗତ ୮-୯ ମାସ ହେଲାଣି ସାରା ବିଶ୍ୱ କରୋନା ମହାମାରୀ ବିରୋଧରେ ଯୁଦ୍ଧ କରିଆସୁଛି । କିନ୍ତୁ ଏହି ସମୟରେ ମିଳିତ ଜାତିସଂଘ ମହାମାରୀ ମୁକାବିଲା ଦିଗରେ କେଉଁଠି ଅଛି । ଏ ନେଇ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ୟୁଆଲ ପ୍ଲାଟଫର୍ମରେ…

ଓଡିଶାରୁ ସୁସ୍ଥ ହେଲେ ସର୍ବାଧିକ ୪୭୬୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୭୬୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୧୧୭୩, କଟକରୁ ୪୧୧, ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡରୁ ୧୬୭, ଯାଜପୁରରୁ ୧୪୨, ବରଗଡରୁ ୧୪୧, ବାଲେଶ୍ୱରରୁ…

୭ ଦିନିଆ ବନ୍ଦ ପାଇଁ ପ୍ରଶାସନକୁ ନାଗରିକ ଫୋରମର ଅନୁରୋଧ

ବାରିପଦା: ବାରିପଦାସ୍ଥିତ ନାଗରିକ ଫୋରମ୍ କୋଭିଡ ସଂକ୍ରମଣ ରୋକିବା ପାଇଁ ସହରରେ ସାତ ଦିନିଆ ସଟଡାଉନ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ଯୁବ ସଙ୍ଗଠନ, ବ୍ୟବସାୟ ସଂସ୍ଥା, ଟ୍ରେଡ ୟୁନିୟନ ଏବଂ ଆଡଭୋକେଟ ୟୁନିଅନ ପକ୍ଷରୁ ଶନିବାର ଦିନ…