Latest Odisha News

BREAKING NEWS

Yearly Archives

2020

ଫିଟ୍ ଇଣ୍ଡିଆ ମୁଭମେଣ୍ଟ ବାର୍ଷିକୀରେ ବୟସ ନିର୍ଦ୍ଦିଷ୍ଟ ଫିଟନେସ୍ ପ୍ରୋଟୋକଲ୍ ଆରମ୍ଭ କରିଛନ୍ତି ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବାର୍ଷିକୀ ପାଳନ କରିବା ପାଇଁ ଏକ ଅନଲାଇନ୍ ସଂଳାପ ସମୟରେ ଫିଟ୍ ଇଣ୍ଡିଆ ବୟସ ଭିତ୍ତିକ ଫିଟନେସ୍ ପ୍ରୋଟୋକଲ୍ ଆରମ୍ଭ କରିଛନ୍ତି । ଫିଟନେସ୍ ଉତ୍ସାହୀଙ୍କ ସାହାଯ୍ୟରେ ପ୍ରସ୍ତୁତ ପ୍ରୋଟୋକଲଗୁଡିକୁ…

କ୍ରିକେଟରଙ୍କ ପତ୍ନୀ ବି ନିଅନ୍ତି ଡ୍ରଗ୍ସ!

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଯୋଡି ହୋଇଛି । ଏହି ଘଟଣାରେ ଏନସିବି ବହୁ ନାମୀଦାମୀ କଳାକାରଙ୍କୁ ସମନ୍ ମଧ୍ୟ କରୁଛି । ଯାହାକୁ ନେଇ ପୂରା ବଲିଉଡ କଳାକାରଙ୍କ ମଧ୍ୟରେ ଛନକା ପଶିଛି । ଏଭଳି ସମୟରେ ବଲିଉଡ ଅଭିନେତ୍ରୀ ତଥା ମଡେଲ…

ଆଣ୍ଟି-ସିଏଏ ହିଂସା: କ୍ୟାମ୍ପସରେ ଘଟଣାର ପୁନଃ ତଦନ୍ତ ଦାବି କଲେ AMU ଛାତ୍ର

ଅଲିଗଡ: ଅଲିଗଡ ମୁସଲିମ ୟୁନିଭରସିଟି (ଏମୟୁ) ଛାତ୍ରମାନେ ଡିସେମ୍ବର ୧୫ରେ ଘଟିଥିବା CAA ବିରୋଧୀ ହିଂସା ଘଟଣାର ପୁନଃ ଯାଞ୍ଚ ଦାବୀ କରିଛନ୍ତି । ତତ୍ ସହିତ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ବିରୋଧରେ  ରୁଜୁ ହୋଇଥିବା ମାମଲା ଉଠାଇନେବାକୁ ପୋଲିସକୁ ଅନୁରୋଧ କରିଛନ୍ତି । ବୁଧବାର ଦିନ…

କାନାଡାରେ ଭୟଙ୍କର ହେଉଛି କରୋନା ସ୍ଥିତି

ଭୁବନେଶ୍ୱର: ଦେଶବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସମୟରେ କାନାଡାରେ କରୋନା ସ୍ଥିତି ଭୟଙ୍କର ହେଉଛି ବୋଲି ବୁଧବାର ଦିନ କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ ଦେଶବାସୀଙ୍କୁ…

ଶେର୍ଲିନ ଚୋପ୍ରାଙ୍କ ବଡ଼ ବୟାନ; ଡ୍ରଗ୍ସ କବଳରେ ଷ୍ଟାର କ୍ରିକେଟରଙ୍କ ପତ୍ନୀ !

ମୁମ୍ବାଇ: ବଲିଉଡର ଏକ ଅଣଦେଖା ଫର୍ଦ୍ଦକୁ ସାମ୍ନାକୁ ଆଣିବାରେ ସଫଳ ହୋଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗତ ଏକ ମାସ ହେବ ଚର୍ଚ୍ଚାରେ ରହି ଆସିଛି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବଲିଉଡରେ ଡ୍ରଗ୍ସ ନେଉଥିବା ଅନେକ ଆଗଧାଡ଼ିର ତାରକାଙ୍କ ନାମ ନେଇଛନ୍ତି। ଅନ୍ୟପଟେ ମଡେଲ ତଥା…

ଦିଲ୍ଲୀ ଦଙ୍ଗା ମାମଲା: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ମଧ୍ୟ ଥିଲେ ସାମିଲ!!

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା କାରଣ ଦର୍ଶାଇ ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦଙ୍କ ନାମ ମଧ୍ୟ ରହିଛି । ସେପ୍ଟେମ୍ବର ୧୭ ରେ ଦାଖଲ ହୋଇଥିବା ୧୭୦୦୦ ପୃଷ୍ଠାର ଚାର୍ଜସିଟରେ ଜଣେ…

ସୁସ୍ଥତା ତାଲିକାରେ ଓଡିଶା ଅଷ୍ଟମ ସ୍ଥାନରେ

ଭୁବନେଶ୍ୱର: ପ୍ରତିଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ତାଳ ଦେଇ ବଢୁଛି ସୁସ୍ଥତା ହାର । ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ସୁସ୍ଥତା ହାର ରେକର୍ଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ପୁନରୁଦ୍ଧାର ହୋଇଥିବା ମାମଲା ମଧ୍ୟରୁ…

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ପରିସରରେ ସମ୍ପୃକ୍ତ ପୋଲିସ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ପୋଲିସଙ୍କୁ ତଦନ୍ତ ଅଧୀନରେ ଅଣାଯାଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ତଦନ୍ତକରାଯାଉଛି, ଠିକ ସମୟରେ ଏନେଇ ପୋଲିସ ବକ୍ତବ୍ଯ ରଖିବ । ବର୍ତ୍ତମାନ କୌଣସି…

କେନ୍ଦ୍ରୀୟ ଖାଦ୍ୟଶସ୍ୟ ଆବଣ୍ଟନରେ ରାଜ୍ୟ ସରକାର ଦୁର୍ନୀତି କରୁଥିବା ଅଭିଯୋଗ ଆଣିଲେ ସାଂସଦ

ଭୁବନେଶ୍ୱର: କେନ୍ଦ୍ରୀୟ ଆବଣ୍ଟିତ ଖାଦ୍ୟଶସ୍ୟ ଏବଂ ଡାଲି ବଣ୍ଟନକୁ ଓଡିଶା ରାଜ୍ୟ ସରକାର ଠିକ ଭାବରେ ପରିଚାଳନା କରୁନଥିବା ଅଭିଯୋଗ ଆଣିଲେ ବିଜେପି ସାଂସଦ । ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ରାମ ଭିଲାସ ପାସୱାନଙ୍କୁ ଲେଖିଥିବା ଏକ ପତ୍ରରେ ଅଭିଯୋଗ କରିଛନ୍ତି ଯେ ପ୍ରକୃତ ହିତାଧିକାରୀ ଓ…

ରକୁଲଙ୍କୁ ମିଳିଛି ଏନସିବି ସମନ୍‌; କାଲି ହେବେ ହାଜର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଯୋଡି ହୋଇଛି । ଏହି ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଗୁରୁବାର ଦିନ ସିମୋନ ଖମ୍ବାଟା ଓ ଅଭିନେତ୍ରୀ ରକୁଲ ପ୍ରିତ ସିଂହଙ୍କୁ ହାଜିର ହେବା ପାଇଁ ସମନ୍ କରିଥିଲା । ସମନ୍ ପରେ ସିମୋନ…