Latest Odisha News

BREAKING NEWS

Yearly Archives

2020

କରୋନାକୁ ମାତ୍ ଦେଲେ ମଲାଇକା

ମୁମ୍ବାଇ: କରୋନାକୁ ହରାଇଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା । ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ଏହା ସହ ସେ ପରିବାର ଲୋକ, ସାଙ୍ଗସାଥୀ, ଡାକ୍ତର, ପ୍ରଶଂସକ ତଥା ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି। ସେ ଗଲା କିଛି ଦିନ ପୂର୍ବେ କରୋନରେ…

ଜାମ୍ମୁ କାଶ୍ମୀରରେ ଗତିବିଧି ନେଇ ନାହିଁ ପ୍ରତିବନ୍ଧକ: ସରକାର

ନୂଆଦିଲ୍ଲୀ: ରବିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ସଦସ୍ୟଙ୍କ ସମେତ କୌଣସି ବ୍ୟକ୍ତିବିଶେଷଙ୍କ ଗତିବିଧି ଉପରେ  କୌଣସି ପ୍ରତିବନ୍ଧକ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଜି କିଶାନ ରେଡ୍ଡୀ ଲୋକସଭାରେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ…

ଭୁବନେଶ୍ୱରରେ ୪ ହଜାର ଟପିଲା କରୋନା ଆକ୍ଟିଭ କେସ୍‌; ଆଜି ୩୨୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୦୭ ଜଣ…

କୃଷି ବିଲକୁ ନେଇ ତେଜିଲା ବିକ୍ଷୋଭ: ଚିରିଲେ ବିଲ, ଜାଳିଲେ ଟ୍ରାକ୍ଟର

ହରିୟାଣା: ରବିବାର ଦିନ ରାଜ୍ୟସଭାରେ ପାରିତ ହୋଇଥିବା ନୂତନ ଚାଷ ଆଇନ ବିରୋଧରେ ହରିୟାଣାର କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀ କୃଷକମାନେ ସିର୍ସାର ଏକ ପ୍ରମୁଖ ରାସ୍ତା ଅବରୋଧ କରିଛନ୍ତି। ବିକ୍ଷୋଭକାରୀମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, "ବେସରକାରୀ କ୍ରୟକାରୀଙ୍କ ପାଇଁ…

୧୮ ଶହ ବୋତଲ କଫ୍ ସିରପ ଜବତ, ଜଣେ ଗିରଫ

ବଲାଙ୍ଗିର: ରାଜ୍ୟରେ ବଢ଼ି ଚାଲିଛି ବେଆଇନ୍ କଫ ସିରପ କାରବାର । ବଲାଙ୍ଗିର ସହର ମାଲପଡାରୁ ୧୮ ଶହ ବୋଲତ କଫ ସିରଫ ଜବତ ହୋଇଛି । ଯାହାର ଅନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜଗବନ୍ଧୁ ମହେର । ଗତକାଲି…

ଭାରତରେ ଅଗଷ୍ଟ ମାସରେ ହୋଇଛି ୨.୩୯ କୋଟି କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: ଭାରତରେ ଗତ ଅଗଷ୍ଟ ମାସରେ ହୋଇଛି ପ୍ରାୟ ୨.୩୯ କୋଟି କୋଭିଡ ଟେଷ୍ଟ । ଯେଉଁଥିରୁ ୧.୨୪ କୋଟି ରାପିଡ୍ ଆଣ୍ଟିଜେନ୍ କିଟ୍ ଦ୍ୱାରା ଟେଷ୍ଟ କରାଯାଇଛି ବୋଲି ରବିବାର ଦିନ କେ‌ନ୍ଦ୍ର ସରକାର ପ୍ରକାଶ କରିଛନ୍ତି । ରାଜ୍ୟ ସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ (ରାଷ୍ଟ୍ର) ଅଶ୍ୱିନୀ ଚୌବେ…

ଆସିଲା ଫୋର୍ଡ ଏଣ୍ଡେଭରର ସ୍ପୋର୍ଟ ସଂସ୍କରଣ, ଜାଣନ୍ତୁ ଫିଚର

ଯେଉଁମାନେ ଭାରତରେ ଏକ ଶକ୍ତିଶାଳୀ ଏସୟୁଭି କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କିଛି ଭଲ ଖବର ଅଛି । ଆମେରିକୀୟ ଅଟୋମେକର୍ ଫୋର୍ଡ ଏହାର ସୋସିଆଲ ମିଡିଆରେ ଏକ ଘୋଷଣା କରିଛି ।  ଭାରତୀୟ ଗ୍ରାହକଙ୍କୁ ଏହା ସୂଚନା ଦେଇଛି ଯେ ସେମାନେ ସର୍ବ ନୂତନ ଫୋର୍ଡ ଏଣ୍ଡେଭର୍ ସ୍ପୋର୍ଟ ସଂସ୍କରଣ…

‘ବିଳମ୍ବିତ ଟେଷ୍ଟ ରିପୋର୍ଟ ଯୋଗୁଁ ବଢ଼ୁଛି ସଂକ୍ରମଣ’

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉଦବେଗ ଜନକ ଭାବେ ବଢୁଛି । ବିଳମ୍ବିତ ଟେଷ୍ଟ ରିପୋର୍ଟ ଯୋଗୁଁ ଏହି ସଂକମ୍ରଣୁ ବଢ଼ୁଥିବା ନେଇ ବରିଷ୍ଠ ଚିକିତ୍ସକ ନିରଜ ମିଶ୍ର କହିଛନ୍ତି । ଏଥିସହ ଅମାନିଆ ବ୍ୟକ୍ତିଙ୍କୁ ସେ ଦାୟୀ କରିଛନ୍ତି । ସେ କହିଛନ୍ତି କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ…

ମୁମ୍ବାଇରେ ଦିଶା ସାଲିଆନଙ୍କ ଭାବି ସ୍ବାମୀ!

ମୁମ୍ବାଇ: ଦିଶା ସାଲିଆନଙ୍କ ବୟଫ୍ରେଣ୍ଡ୍ ତଥା ଭାବି ସ୍ବାମୀ ରୋହନ ରାୟ ମୁମ୍ବାଇ ଫେରି ପୋଲିସ ସହ ଯୋଗାଯୋଗ କରିଥିବା ସୁତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ, ମାଲାଡ ସ୍ଥିତ ଘରର ୧୪ ତମ ମହଲାରୁ ଖସି ପଡ଼ିବା ଫଳରେ ଦିଶାଙ୍କର ମୃତ୍ୟୁ ହୋଇଥିଲା। ଯାହା ପରଠାରୁ ରୋହନ ରାୟ ଫେରାର ଥିବା…

ଅକ୍ଟୋବର ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ସିକ୍କିମ୍

ଗାଙ୍ଗଟୋକ: ସିକ୍କିମ୍ ସରକାର ଅକ୍ଟୋବର ୧୦ରୁ ରାଜ୍ୟରେ ପର୍ଯ୍ୟଟନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଅଧିକାରୀମାନେ ଶନିବାର ଘୋଷଣା କରିଛନ୍ତି ଯେ ଅକ୍ଟୋବର ୧୦ରୁ ହୋଟେଲ, ହୋମଷ୍ଟେ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଅକ୍ଟୋବର ୧ରୁ ଯାନବାହାନ…