Latest Odisha News

BREAKING NEWS

Yearly Archives

2020

ପୋଲିସ ନାଁରେ ନବବଧୂକୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ପୁଲିସ୍ ନାଁରେ ହତ୍ୟା ଅଭିଯୋଗ। ମିଳିଥିବା ସୂଚନା ଅନୁସାରେ ତୋମାଣ୍ଡୋ ଥାନା ପୋଲିସ କର୍ମଚାରୀ ବିଜୟ କୁମାର ଗୋଚ୍ଛାୟତ ଏବଂ  ତାଙ୍କ ପୁଅ ଯାମିନୀ ଗୋଚ୍ଛାୟତଙ୍କ ନାଁରେ ହତ୍ୟା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ। ଏ ନେଇ ତୋମାଣ୍ଡୋ ଥାନାରେ…

ରାଜ୍ୟସଭାରେ ପାସ୍ ହେଲା କୃଷି ବିଲ୍‌

ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା କୃଷି ବିଲ୍ । ଜୋରଦାର ହଙ୍ଗାମା ଭିତରେ କୃଷି ବିଲ ରାଜ୍ୟସଭାରେ ପାରିତ ହୋଇଛି । ଧ୍ୱନିମତରେ ପାସ ହୋଇଛି କୃଷି ବିଲ । ଏହାସହ ବିରୋଧୀ ଦଳ ଉପସଭାପତିଙ୍କ ଆସନ ସମ୍ମୁଖରେ ଜୋରଦାର ହଟ୍ଟଗୋଳ କରିଛନ୍ତି । ତେବେ ବିରୋଧୀଙ୍କ ହଙ୍ଗମା ମଧ୍ୟରେ ରାଜ୍ୟସଭାରେ…

“ଏହା ଚାଷୀଙ୍କ ପାଇଁ ମୃତ୍ୟୁ ୱାରେଣ୍ଟ”: କଂଗ୍ରେସ

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ଆସିଥିବା ନୂତନ ବିଲକୁ କୃଷକଙ୍କ ଆତ୍ମା ​​ଉପରେ ଏକ ଆକ୍ରମଣ ବୋଲି କହିଛନ୍ତି କଂଗ୍ରେସ ସାଂସଦ ପ୍ରତାପ ସିଂ ବାଜୱା । ସେ କହିଛନ୍ତି ତାଙ୍କ ଦଳ “କୃଷକମାନଙ୍କ ପାଇଁ ମୃତ୍ୟୁ ୱାରେଣ୍ଟ” ରେ ସ୍ୱାକ୍ଷର କରିବ ନାହିଁ। କଂଗ୍ରେସ ଦଳ ଏହି ବିଲ୍କୁ ପ୍ରତ୍ୟାଖ୍ୟାନ…

ଆଇଏମଏଫରେ ଓଡିଆ ଆଇଆରଏସ୍ ଅଧିକାରୀ ସିମାଞ୍ଚଳ ଦାଶ

ଭୁବନେଶ୍ୱର: ୱାଶିଂଟନ୍ ଡିସିରେ ଥିବା ଆର୍ନ୍ତଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବେ ଓଡିଶା ଜନ୍ମିତ ଆଇଆରଏସ୍ ଅଧିକାରୀ ସିମାଞ୍ଚଳ ଦାଶଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ରବିବାର ଦିନ କ୍ୟାବିନେଟ୍ କମିଟି ପକ୍ଷରୁ ମୋହର ମରାଯାଇଛି ।…

ରାସ୍ତା କଡରେ ପଡି ରହିଛି ବୃଦ୍ଧଙ୍କ ମୃତଦେହ: ଡାକ୍ତରଖାନାରୁ ପଳାଇ ଆସିଥିବା ସନ୍ଦେହ

ଅନୁଗୁଳ:  ରାସ୍ତା କଡରେ ପଡି ରହିଛି ଜଣେ ବୃଦ୍ଧଙ୍କ ମୃତଦେହ । ତାଙ୍କ ଡାହାଣ ହାତରେ ସାଲାଇନ ଭେନଫ୍ଲୋର ଲାଗିଛି । ଏଣୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରୁ ପଳାଇ ଆସିଥିବା ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ହେମସୁରପଡା ଛକର ଏକ ବନ୍ଦ ଦୋକାନ ସାମ୍ନାରେ ଜଣେ…

ପାଲଲହଡା ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ବିଜେଡି ନେତା ତଥା ପାଲଲହଡା ବିଧାୟକ ମୁକେଶ କୁମାର ପାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ “ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୋର କୌଣସି ଲକ୍ଷଣ ନାହିଁ । ଏବେ ମୁଁ ହୋମ୍ ଆଇସୋଲେସନରେ ରହିଛି…

ପାଲା ଜଗତର ଅନନ୍ୟ ପ୍ରତିଭାବାନ ଗାୟକ; ପଣ୍ଡିତ ମାୟାଧର ଶତପଥୀ

ଭୁବନେଶ୍ୱର: ରାଜ୍ୟରେ ଯେଉଁ କେତେଜଣ କେବଳ ସଂସ୍କୃତରେ ପାଲା ଗାୟନ କରିବାକୁ ସକ୍ଷମ ସେମାନଙ୍କ ମଧ୍ୟରେ ଅନ୍ୟତମ ବିଦ୍ଵାନ ଗାୟକ ହେଉଛନ୍ତି ପଣ୍ଡିତ ମାୟାଧର ଶତପଥୀ । କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ଗୋପିନାଥପୁର ଗ୍ରାମରେ ୧୯୬୮ ମସିହାରେ ମାୟାଧର ଶତପଥୀ ଜନ୍ମଗ୍ରହଣ କରିଥିଲେ ।…

ରାଜ୍ୟ ସଭାରେ କୃଷି ବିଲକୁ ବିଜେଡିର ବିରୋଧ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେବା ପରେ କୃଷି ବିଲକୁ ରବିବାର ଦିନ ରାଜ୍ୟ ସଭାରେ ଆଗତ କରିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଯାହାକୁ ବିଭିନ୍ନ ଦଳ ସହ ବିଜେଡି ମଧ୍ୟ ବିରୋଧ କରିଛି । ପ୍ରାପ୍ତ ସୂଚନାନୁଯାୟୀ, ଏହି କୃଷି ବିଲ ଉପରେ ରାଜ୍ୟସଭାରେ ଆଲୋଚନା ବେଳେ ବିଜେଡି ସାଂସଦ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଆଜି ସିବିଆଇକୁ ଭେଟିପାରନ୍ତି ଏମ୍ସ ଫରେନସିକ୍ ଟିମ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରବିବାର ଦିନ ସିବିଆଇର ସ୍ପେଶାଲ୍ ଯାଞ୍ଚ ଟିମକୁ ଭେଟିପାରନ୍ତି ଏମ୍ସ ଫରେନସିକ୍ ଟିମ୍ । ଯେଉଁମାନେକି ମୁମ୍ବାଇରେ ସୁଶାନ୍ତଙ୍କ ଅଟୋପସି ଫାଇଲର ଯାଞ୍ଚ କରୁଥିଲେ । ଡ. ସୁଧିର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ଫରେନସିକ୍…

ହିନ୍ଦୁ ଦେବୀଙ୍କ ପ୍ରତି ଫେସବୁକରେ ଅଶାଳୀନ ପୋଷ୍ଟ; ଥାନାରେ ମାମଲା ରୁଜୁ

କଟକ: ଫେସବୁକରେ ହିନ୍ଦୁ ଦେବୀ ଦୁର୍ଗାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ତଥା ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ କଟକର ଜଣେ ଯୁବକଙ୍କ ବିରୋଧରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି । ପ୍ରାପ୍ତ ସୂଚନାନୁଯାୟୀ, ବିଜେପି…