Latest Odisha News

BREAKING NEWS

Yearly Archives

2020

ରାଉରକେଲା ମହାନଗର ନିଗମ ପକ୍ଷରୁ ଜନସଂପର୍କ ଅଭିଯାନ

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ପରିକଳ୍ପନା କରାଯାଥିବା ସ୍ମାର୍ଟ ରୋଡ୍ ଫେଜ୍ – ୨ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏହି ପ୍ରକଳ୍ପ ଅଧିନରେ ସମୂଦାୟ ୨୮ଟି ରୋଡର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯିବ। ସହରର ମୁଖ୍ୟ ମୁଖ୍ୟ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଏହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ   ତା ୧୭-୯-୨୦୨୦ ଗୁରୁବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୭ରିଖ ଗୁରୁବାର କନ୍ୟା ୨ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର   ଘାତ ବାର:- ତୁଳା ଓ କୁମ୍ଭ…

ସିଦ୍ଧାର୍ଥ ସିବିଆଇଙ୍କୁ କହିଥିଲେ, ଦିଶାଙ୍କ ମୃତ୍ୟୁ ଖବର ଶୁଣି ଅଚେତ ହୋଇ ପଡିଥିଲେ ସୁଶାନ୍ତ !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି । ବୁଧବାର ରିପବ୍ଲିକ ଟିଭି ଖବର ଅନୁସାରେ ସିଦ୍ଧାର୍ଥ ପିଠାନୀ ସିବିଆଇକୁ କହିଥିଲେ ଦିଶା ସାଲିୟନଙ୍କ ମୃତ୍ୟୁ ଖବର ଶୁଣିଲା ପରେ ସୁଶାନ୍ତ ଅଚେତ ହୋଇ ପଡିଥିଲେ । ଏହାର କିଛି ଦିନ ପରେ…

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ, ଡିସଚାର୍ଜ ହେଲେ ୪୧୨୧ କରୋନା ରୋଗୀ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ଦୁଇଟି ବଡ ରେକର୍ଡ । ଗତ ୨୪ ଘଂଟାରେ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ଅନୁପାତରେ ସୁସ୍ଥ ହୋଇଛନ୍ତି ରୋଗୀ । ଆଜି ରାଜ୍ୟରୁ ୪୧୨୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା…

ଭାରତର ସମୁଦ୍ର ସୀମାରେ ପ୍ରବେଶ କରି ୪୫ ମାଛଧରାଳିଙ୍କୁ ନେଇଗଲା ପାକିସ୍ତାନୀ ସେନା

ନୂଆଦିଲ୍ଲୀ: ପାକିସ୍ତାନ ବୁଧବାର ଭାରତକୁ ଚ୍ୟାଲେଞ୍ଜ ଦେବା ଭଳି କାର୍ଯ୍ୟ କରିଛି । ରିପୋର୍ଟ ମୁତାବକ ପାକିସ୍ତାନ ନେଭି ଭାରତୀୟ ସମୁଦ୍ର ସୀମାରେ ପ୍ରବେଶ କରି ୪୫ ମାଛଧରାଳିଙ୍କୁ ନେଇଯାଇଛି । ୮ ବୋଟରେ ଏହି ମାଛଧରାଳିମାନେ ମାଛ ଧରି ଫେରୁଥିବା ବେଳେ ପାକିସ୍ତାନ ଏଭଳି କାପୁରୁଷ କାର୍ଯ୍ୟ…

ଏକାଥରେ ଆସୁଛି ୫ଟି ସାମୁଦ୍ରିକ ଝଡ !

ନୂଆଦିଲ୍ଲୀ: ଏକାଥରକେ ମାଡି ଆସୁଛି ୫ଟି ସାମୁଦ୍ରିକ ଝଡ । ଏହି ବାତ୍ୟାଗୁଡିକ ସୃଷ୍ଟି ହୋଇଛି ଆଂଟଲାଟିକ ମହାସାଗରରେ । ସାଟେଲାଇଟ ଜରିଆରେ ଏହି ୫ଟ ବାତ୍ୟାର ସ୍ପଷ୍ଟ ଚିତ୍ର ଦେଖାଦେଉଛି । ଏହି ବାତ୍ୟାଗୁଡିକୁ ପାଉଲେଟ୍‌, ରେନେ, ସାଲେ, ଟେଡି ଓ ଭିକି ନାମକରଣ କରାଯାଇଛି । ‘ପାଉଲେଟ’ ବରମୁଡା…

ଭାରତ-ଚୀନ ସୀମା ବିବାଦ: ଫୁଟିଲାଣି ୨୦୦ ରାଉଣ୍ଡ ଗୁଳି

ନୂଆଦିଲ୍ଲୀ: ଅଶାନ୍ତ ରହିଛି ଭାରତ ଚୀନ ସୀମା । ଏଣୁ କିଛି ଦିନ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟି ମସ୍କୋରେ ଏକ ଚୁକ୍ତିନାମାରେ କରିଛନ୍ତି । ଲଦାଖରେ ଥିବା LAC ରେ ଉତ୍ତେଜନା ବୃଦ୍ଧି ପାଇବା ହେତୁ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ପକ୍ଷରୁ…

ଏହି ଦିନ ଧମାକା କରିବ ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’

ମୁମ୍ବାଇ: ଦୀପାବଳିରେ ଧମାକା କରିବ ଖିଲାଡି ଷ୍ଟାର ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’ । ନିଜ ପୁଅର ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏହି ସ୍ପେଶାଲ ସରପ୍ରାଇଜ ଦେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅକ୍ଷୟ ତାଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀବମ୍‌’ର ରିଲିଜ…

ବିଶ୍ୱବିଦ୍ୟାଳୟ କଣ କଲେଜ?

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି । ଏବେକାର ସମୟକୁ ଦେଖି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି । ଏଥର ଏକାଥରେ ଅନେକ ନୂଆ ବିଷୟ ଏହି ଆଇନରେ ସ୍ଥାନ ପାଇଛି । ଯାହା ଭିତରେ ବିଶ୍ୱବିଦ୍ୟାଳୟର…

ନୂଆ ସଂସଦ ଭବନ ତିଆରି କରିବ ଟାଟା, ଖର୍ଚ୍ଚ ହେବ ୮୬୧.୯ କୋଟି ଟଙ୍କା

ନୂଆଦିଲ୍ଲୀ: ଟାଟା ପ୍ରୋଜେକ୍ଟ ଦ୍ୱାରା ୮୬୧.୯୦ କୋଟି ଟଙ୍କା ବ୍ୟୟରେ ନୂତନ ସଂସଦ ଭବନ ନିର୍ମାଣ ହେବ। ଟାଟା ୮୬୫ କୋଟି ଟେଣ୍ଡର ଦାଖଲ କରିଥିବା ଲାରସେନ୍ ଏବଂ ଟୁବ୍ରୋଙ୍କୁ ପରାସ୍ତ କରିଛି । ସରକାରୀ ସିଭିକ ସଂସ୍ଥାର ମୂଲ୍ୟ ୯୪୦ କୋଟି ଥିଲା। କେନ୍ଦ୍ରୀୟ ଲୋକସମ୍ପର୍କ ବିଭାଗ ଆଜି ଏକ ନୂତନ…