Latest Odisha News

BREAKING NEWS

Yearly Archives

2020

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

(ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ନେଇ ସ୍ବତନ୍ତ୍ର ଉପସ୍ଥାପନା) ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷର ବିଭିନ୍ନ ସମୟରେ ପାଳିତ ହେବା ସଙ୍ଗେ ସଙ୍ଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ…

ସୈଫଙ୍କ ସହ ଅଭିନୟକୁ କାହିଁକି ମନା କଲେ ଆମିର ଖାନ ?

ମୁମ୍ବାଇ: ବହୁଦିନ ଧରି ଶୁଣିବାକୁ ମିଳିଥିଲା ଏକାଠି ଅଭିନୟ କରିବେ ସୈଫ ଅଲ୍ଲି ଖାନ ଓ ଆମିର ଖାନ । ଗୋଟିଏ ହିନ୍ଦୀ ରିମେକ ପ୍ରୋଜେକ୍ଟରେ ନଜର ଆସିବେ ଦୁଇ ସୁପରଷ୍ଟାର । ହେଲେ ଏବେ ଏହି ଖବରରେ ଯବନକା ପକାଇଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଆମିର । କାହିଁକି ନା ଫିଲ୍ମରେ ଅଭିନୟ କରିବାକୁ ଆମିର…

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଏନଏସଏ ବା ଜାତୀୟ ନିରାପତ୍ତା ଆଇନ ଲାଗୁ ହୋଇଛି । ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଏନଏସଏ ଲାଗିଛି । ପୋଲିସ କମିଶନର ଏନଏସଏ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସିଡିଜେଏମ୍ କୋର୍ଟରେ ଜାମିନ ପାଇବାର କିଛି…

ଆଇସିଏମ୍ଆର ମୁଖ୍ୟଙ୍କୁ କରୋନା, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ମୁଖ୍ୟ ଡକ୍ଟର ବଳରାମ ଭାର୍ଗଭ ଶୁକ୍ରବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜି ନ୍ୟୁଜ୍ ରିପୋର୍ଟ ମୁତାବକ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି କରାଯାଇଛି।…

ଫିଲ୍ମ ‘ମେରା ନାମ୍‌ ଜୋକର୍‌’କୁ ପୂରିଲା ୫୦ ବର୍ଷ; ଭାବପ୍ରବଣ ବାର୍ତ୍ତା ଲେଖି ରିଷିଙ୍କୁ ମନେ ପକାଇଲେ…

ନୂଆଦିଲ୍ଲୀ: ବଲିଉଡ ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ଅଭିନେତା ରାଜ କପୁରଙ୍କ ସୁପର୍‌ହିଟ୍‌‌ ଫିଲ୍ମ ମେରା ନାମ୍‌ ଜୋକରକୁ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ୫୦ ବର୍ଷ ପୂରିଛି। ସବୁଠୁ ଖାସ୍‌ କଥା ହେଉଛି ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ରିଷି କପୁର ପାଦ ଥାପିଥିଲେ। ଏହି ଚଳଚ୍ଚିତ୍ରଟି ହିନ୍ଦୀ…

ପ୍ରଥମ ଥର ସୌରଜଗତ ବାହାରେ ଥିବା ଗ୍ରହରୁ ମିଳିଲା ରେଡିଓ ସଙ୍କେତ

ୱାଶିଂଟନ:ବୈଜ୍ଞାନିକମାନଙ୍କୁ ଶୁକ୍ରବାର ବଡ ସଫଳତା ମିଳିଛି । ପ୍ରଥମ ଥର ପାଇଁ ସୌରଜଗତ ବାହାରେ ସ୍ଥିତ ଏକ ଗ୍ରହରୁ ରେଡିଓ ସଙ୍କେତ ମିଳିଛି । ନେଦରଲାଣ୍ଡ ସ୍ଥିତ ଲୋ ଫ୍ରିକ୍ୟୁଏନ୍ସି ଆରେର ବ୍ୟବହାର କରି ଟାଉ ବୁଟ୍ସ ପ୍ରଣାଳୀରେ ଏହି ସଙ୍କେତକୁ ଧରାଯାଇ ପାରିଛି । ସୌରଜଗତଠାରୁ ୫୧…

ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରିବାକୁ ବିଜେପିର ଦାବି

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ପରୀ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହି ଘଟଣାରେ ତଦନ୍ତ ଦିଗହରା ହୋଇଛି । ଏହାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ନାଁରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଜି ବିଜେପି ପକ୍ଷରୁ ଆଯୋଜିତ ସାମ୍ବାଦିକ…

ବଲିଉଡରେ ଡେବ୍ୟୁ କରିବେ ୟୁଟ୍ୟୁବର୍ କେରି ମିନାଟି

ମୁମ୍ବାଇ: ୟୁଟ୍ୟୁବର୍ କେରି ମିନାଟିଙ୍କ କଥା କିଏ ବା ନ ଜାଣେ । ଜଣେ ପ୍ରଖ୍ୟାତ ୟୁଟ୍ୟୁବର୍ ଭାବେ ସେ କେବଳ ଭାରତ ନୁହେଁ ବରଂ ବିଦେଶରେ ବି ବେଶ ଜଣାଶୁଣା । ସୋସିଆଲ ମିଡିଆରେ ସବୁବେଳେ ରୋକଠୋକ କଥା କହୁଥିବା କିମ୍ବା ଲୋକଙ୍କୁ ସମାଲୋଚନା କରୁଥିବା କେରି ମିନାଟି ଓରଫ ଅଜୟ ନାଗର ଖୁବଶୀଘ୍ର…

ଦିବାରାତ୍ର ଟେଷ୍ଟ: ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ

ଆଡିଲେଡ: ଆଡିଲେଡ ଓଭାଲରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ବିପକ୍ଷ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସରେ ଭାରତ ଓଭରାଲ ୬୨ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ଶୁକ୍ରବାର ପ୍ରଥମ ଦିବସର ଅସମାପ୍ତ ଇନିଂସ ୨୩୩/୬ରୁ ବ୍ୟାଟିଂ ଆରମ୍ଭ…

ମା’ ହେବାକୁ ବ୍ୟାକୁଳ ହେଲେଣି ସାନା

ନୂଆଦିଲ୍ଲୀ: ଅଭିନେତ୍ରୀ ସାନା ଖାନ ହଠାତ୍ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ସାନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଘୋଷଣା କରିଥିଲେ ଯେ ଯେ ସେ ସବୁଦିନ ପାଇଁ ଚାକଚକ୍ୟ ଭରା ଦୁନିଆରୁ ବିଦାୟ ନେଉଛନ୍ତି। ଏହାପରେ ସାନାଙ୍କ ବିବାହ ଫଟୋ ଏବଂ…