Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୧୬-୧୨-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୧୬ ରିଖ ବୁଧବାର ଧନୁ ୨ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: କର୍କଟ ରାଶିର     ଘାତ ଚନ୍ଦ୍ର-: ତୁଳା କୁମ୍ଭ ରାଶି ପୁରୁଷ ଓ…

କ୍ୟାନସର ରୋଗୀଙ୍କ ପାଇଁ ନିଜର ଘନ କେଶ ଦାନ କରି ସଭିଙ୍କ ପାଇଁ ଆଦର୍ଶ ସାଜିଲେ ଶୃତି ସ୍ୱପ୍ନା

ବାରିପଦା: କେଶ ହେଉଛି ନାରୀର ଗହଣା ଏବଂ ସୌନ୍ଦର୍ଯ୍ୟର ପ୍ରତିକ । ବିଶେଷକରି ନାରୀ ମାନଙ୍କର ସୌନ୍ଦର୍ଯ୍ୟ ବଢ଼ାଇବାପାଇଁ କେଶର ଭୁମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଝିଅ ବହୁ ମାନେ ନିଜର କେଶକୁ ସୁସ୍ଥ ଏବଂ ସୁନ୍ଦର ରଖିବାପାଇଁ ଖୁବ୍ ଜତ୍ନ ନେଇଥାନ୍ତି । ମାତ୍ର ବାରିପଦା ସହରର ଜଣେ…

ଅନ୍ନଦାତାଙ୍କ ଆନ୍ଦୋଳନ, ଆମେ ଓ ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଖରା, ବର୍ଷା, ଶୀତକୁ ଖାତିର୍ ନକରି ହାଡ଼ଭଙ୍ଗା ପରିଶ୍ରମ କରି ସାରା ଦେଶକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତା ତଥା ଚାଷୀ ମାନେ ଆଜି ଡିସେମ୍ବରର ଥୁରୁଥୁରୁ ଥଣ୍ଡାରେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ବିଶେଷ କରି ପଞ୍ଜାବ, ହରିୟାଣା,…

ଜଷ୍ଟିସ ଏସ୍. ମୂରଲୀଧର ହେବେ ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଜଷ୍ଟିସ ଏସ୍. ମୂରଲୀଧର ହେବେ ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି।  ସୁପ୍ରିମକୋର୍ଟ କଲେଜିୟମରେ ପ୍ରସ୍ତାବ ପାସ ହୋଇଛି। ଏବେ ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା ରହିଛି। ଜଷ୍ଟିସ ଏସ୍. ମୂରଲୀଧର ଏବେ ପଞ୍ଜାବ-ହରିୟାଣା ହାଇକୋର୍ଟରେ ବିଚାରପତି ଅଛନ୍ତି। ୧୯୬୧…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଜୀବିକା ଯୋଜନାରେ ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଜୀବିକା ଯୋଜନାରେ ମଜୁରୀ ଦେବାରେ ବିଳମ୍ବ କଲେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀ କିଭଳି ଠିକ ସମୟରେ ମଜୁରୀ ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଛନ୍ତି। ହିତାଧିକାରୀଙ୍କୁ…

ବିହାରରେ ସମସ୍ତଙ୍କୁ ମାଗଣାରେ କରୋନା ଟିକା: ନିର୍ବାଚନ ପ୍ରତିଶ୍ରୁତିକୁ କ୍ୟାବିନେଟ୍ ମଞ୍ଜୁରୀ

ବିହାର: ବିହାରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା । ନିର୍ବାଚନ ବେଳେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଜି କ୍ୟାବିନେଟ୍ ମୋହର ମାରିଛି । ସମସ୍ତଙ୍କୁ ମାଗଣାରେ ଟିକା ଦେବା ନିଷ୍ପତ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । କ୍ୟାବିନେଟ୍ ମଞ୍ଜୁରୀ ପରେ ଏହା ସ୍ପଷ୍ଟ ହୋଇଛି…

ପାକିସ୍ତାନରେ ଅଦା କିଲୋ ୧୦୦୦ରେ ପଂହଚିଲା !

କରାଚୀ:ପାକିସ୍ତାନରେ ଅଦା କିଲୋ ଏବେ ୧୦୦୦ରେ ପଂହଚିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପୂର୍ବତନ ପତ୍ନୀ ରେହମ ଖାଁ ଟୁଇଟ କରି ଏହା ମଙ୍ଗଳବାର ଜଣାଇଛନ୍ତି । ପୂର୍ବରୁ ଚିନି କିଲୋ ୧୦୦ ତଳକୁ ଖସିଥିବା ନେଇ ଇମ୍ରାନ ନିଜ ପିଠି ଥାପୁଡାଇଥିଲେ । ସରକାରଙ୍କ ନୀତି ଯୋଗୁ ଚିନି ରେଟ କମିଛି ବୋଲି…

ଟିକାକରଣ ପରେ ଦେଖାଦେଇପାରେ ସାଇଡ୍ ଇଫେକ୍ଟ: ପ୍ରସ୍ତୁତ ରହିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭାରତରେ ମଧ୍ୟ ଖୁବ୍ ଶୀଘ୍ର ଟିକାକରଣ କରାଯିବ । ତେବେ ଟିକା ନେବା ପରେ ଏହାର ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇପାରେ । ଟିକାକରଣ ପରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥାଏ । ଯେଉଁ ଦେଶରେ…

ଆଦିପୁରୁଷ ଫିଲ୍ମ ଆରମ୍ଭରୁ ବିବାଦରେ, ସୈଫଙ୍କ ବିରୋଧରେ କେସ୍ ରୁଜୁ

ମୁମ୍ବାଇ: ଓମ ରାଉତଙ୍କ ଆଦିପୁରୁଷ ଫିଲ୍ମ ଆରମ୍ଭରୁ ବିବାଦରେ ପଡିଛି । ଫିଲ୍ମ ଅଭିନେତା ସୈଫ ଅଲୀ ଖାଁ ଏକ ସାକ୍ଷାତକାରରେ ଧାର୍ମିକ ଭାବନାକୁ ଆଘାତ କରିଥିବା ନେଇ ଅଭିଯୋଗ ହୋଇଛି । ସିଭିଲ କୋର୍ଟର ଓକିଲ ହିମାଂଶୁ ଶ୍ରୀବାସ୍ତବ ଓକିଲ ଉପେନ୍ଦ୍ର ବିକ୍ରମ ସିଂଙ୍କ ଜରିଆରେ ଧାରା ୧୫୬(୩) ଅନୁସାରେ…

ଆତଙ୍କବାଦୀଙ୍କ ବିସ୍ଫୋରଣରେ କାବୁଲ ଉପ ରାଜ୍ୟପାଳ ନିହତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଆତଙ୍କବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଉପ ରାଜ୍ୟପାଳ ମେହବୁବାଲ୍ଲା ମୋହେବି ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଅଫିସକୁ ଫେରୁଥିବା ବେଳେ ତାଙ୍କ କାର ଉପରକୁ ଜଣେ ଆତଙ୍କବାଦୀ ଡୋଟେନେଟର ଫିଙ୍ଗିଥିଲେ । ଏଥିରେ ଉପ ରାଜ୍ୟପାଳ ଏବଂ ତାଙ୍କ…