Latest Odisha News

BREAKING NEWS

Yearly Archives

2020

ଆଶ୍ରମକୁ ନେଇ ବବିଙ୍କ ଅଡୁଆ ବଢ଼ିଲା

ମୁମ୍ବାଇ: ଆଶ୍ରମ ୱେବସିରିଜ ନେଇ ଅଭିନେତା ବବି ଦେଓଲଙ୍କ ଅହୁଆ ବଢ଼ିଛି । ଯୋଧପୁରର ଏକ କୋର୍ଟ ନିର୍ଦ୍ଦେଶକ ପ୍ରକାଶ ଝା ଓ ବବିଙ୍କୁ ନୋଟିସ ପଠାଇଛି । ମାକ୍ସ ପ୍ଲେୟାରରେ ରିଲିଜ ହୋଇଥିବା ଆଶ୍ରମ ୱେବସିରିଜ ଏହାର ବିଷୟବସ୍ତୁକୁ ନେଇ ଆରମ୍ଭରୁ ବିବାଦରେ ରହିଛି । ଆଶ୍ରମ ମଧ୍ୟରେ ମହିଳାମାନଙ୍କ…

ଓଡ଼ିଶାରେ ଖୋଲିବ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ

ଭୁବନେଶ୍ୱର: କରୋନା ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେଉଥିବାବେଳେ ଓଡିଶା ସରକାର ରାଜ୍ୟର ସମସ୍ତ ଆୟୁର୍ବେଦିକ ଏବଂ ହୋମିଓପାଥିକ ମେଡିକାଲ କଲେଜ ଆଜିଠୁ ଖୋଲିବାକୁ ଅନୁମତି ଦେଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି…

କରୋନା ଉପରେ ୨୮୦୦ କ୍ଷୁଦ୍ର ଚଳଚ୍ଚିତ୍ର !

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏନଡିଏମସି କନଭେନସନ ସେଣ୍ଟରରେ ଚାଲିଥିବା ଅନ୍ତର୍ଜାତୀୟ କରୋନା ଭାଇରସ୍ କ୍ଷୁଦ୍ର ଫିଲ୍ମ ଫେଷ୍ଟିଭାଲରେ ଦେଶ ବିଦେଶରୁ ଅଂଶଗ୍ରହଣ କରିଛନ୍ତି ୨୮୦୦ ଟି କ୍ଷୁଦ୍ର ଫିଲ୍ମ । ବିଶ୍ୱର ୧୦୮ଟି ଦେଶର ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ଏହି ଭିନ୍ନ ଧରଣର ଫିଲ୍ମ ଫେଷ୍ଟିଭାଲରେ…

ପୋଷା କୁକୁରକୁ ଝିଅ କରିବା ସହ ସାଙ୍ଗିଆ ମଧ୍ୟ ଦେଲେ ମହାରାଷ୍ଟ୍ର ଦମ୍ପତି

ମୁମ୍ବାଇ: ମହାରାଷ୍ଟ୍ରର ଏକ ଦମ୍ପତି ତାଙ୍କ ପୋଷା କୁକୁରକୁ ଝିଅର ମାନ୍ୟତା ଦେବା ସହ ନିଜର ସାଙ୍ଗିଆ ମଧ୍ୟ ଦେଇଛନ୍ତି । କୁକୁରର ନାମ ଲକି ରାହୁଲ କୁଲକର୍ଣ୍ଣି ରଖାଯାଇଛି । ସୋମବାର ଲକି ମାଆ ହେବା ଖବର ଜଣାପଡିବା ପରେ ଏଥିନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ ବନ୍ଧୁବାନ୍ଧବଙ୍କୁ…

‘କପିଲ ଶର୍ମା ସୋ’କୁ ଫେରିଲେ ଭାରତୀ ସିଂହ, ଫଟୋ ସେୟାର କରି ଦେଲେ ସୂଚନା

ମୁମ୍ବାଇ: କପିଲ ଶର୍ମା ସୋକୁ ଫେରିଲେ କମେଡିଆନ୍ ଭାରତୀ ସିଂହ । ଭାରତୀ ଇନଷ୍ଟାଗ୍ରାମରେ ସେଟର କିଛି ଫଟୋ ସେୟାର କରିଛନ୍ତି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ଫଳରେ ଭାରତୀ କପିଲ ଶର୍ମା ସୋ ଛାଡିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଫଟୋରେ ଭାରତୀ…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟ ମୋହର

ଭୁବନେଶ୍ୱର :ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାର ବସିଥିବା ରାଜ୍ୟ କ୍ୟାବିନେଟ୍ ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛି । ପୁରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ପରିଚାଳନା…

ଭୁବନେଶ୍ୱରରେ ୨୩୦ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୩୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ଅଂଚଳରୁ ୨୪ ଜଣ କରୋନା…

ଆଇଆଇଟି ମାଡ୍ରାସରେ କରୋନାର କାୟା ବିସ୍ତାର, ବନ୍ଦ ହେଲା ଇନଷ୍ଟିଚ୍ୟୁଟ

ଚେନ୍ନାଇ: ତାମିଲାନାଡୁ ରାଜଧାନୀ ଚେନ୍ନାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ମାଡ୍ରାସରେ କରୋନା ତାର କାୟା ବିସ୍ତାର କରିଛି । ରିପୋର୍ଟ ମୁତାବକ ଏଠାରେ ୧୦୦ରୁ ଊର୍ଦ୍ଧ୍ୱ ଘଟଣା ସମ୍ମୁଖକୁ ଆସିବା ପରେ ପ୍ରଶାସନ ଚିନ୍ତାରେ ପଡିଯାଇଛି । ଅଧିକାଂଶ ଛାତ୍ର ଏଥିରେ ଆକ୍ରାନ୍ତ…

ଭାରତରେ ୟୁଟ୍ୟୁବ ଓ ଜିମେଲ୍ ସେବା ଠପ୍; ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବ ଓ ଜିମେଲ୍ ସେବ ଠପ୍ ହୋଇଯାଇଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ୟୁଜର୍ସ। ଆଉଟେଜ ମନିଟରିଂ ଓ୍ବେବସାଇଟ ଡାଉନଡିଟେକଟର ଅନୁଯାୟୀ, ପ୍ରାୟ ୫୪ ପ୍ରତିଶତ ଲୋକ ୟୁଟ୍ୟୁବ୍ ଖୋଲିବାକୁ ଅସମର୍ଥ ବୋଲି ଅଭିଯୋଗ କରିଛନ୍ତି।…

ଫେବ୍ରୁଆରି ୧୧ ଯାଏଁ ଚଣ୍ଡୀଗଡରେ ହୁକ୍କା ବାର୍ ବ୍ୟାନ୍

ଚଣ୍ଡୀଗଡ: କରୋନା ପରିସ୍ଥିତିରେ ଆଶାନୁରୂପ ସୁଧାର ଆସିନଥିବାରୁ ଚଣ୍ଡୀଗଡରେ ହୁକ୍କା ଉପରେ ନିଷେଧାଦେଶକୁ ବୃଦ୍ଧି କରିିଛି ପ୍ରଶାସନ । ଆସନ୍ତା ଫେବ୍ରୁଆରି ୧୧ ଯାଏଁ ସହରର ସବୁ ହୁକ୍କା ବାର୍ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ଆଗରୁ ଚଣ୍ଡୀଗଡରେ ହୁକ୍କା ବାର୍‌କୁ…