[ଭିଡିଓ] ଏନଡିଏ ପ୍ରବେଶିକା ପରୀକ୍ଷାରେ ପୁରୀର ଓମକାର ଆଶୁତୋଷ ଟପ୍ପର
ପୁରୀ : ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଦେଇଥାଏ । ବୟସରେ କମ୍ ହେଲେ ମଧ୍ୟ ଇଚ୍ଛା ଦେଶ ସେବା କରିବା । ପୁରୀ ସିଟି ରୋଡର ରହୁଥିବା ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସେ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ଟପର ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ଦୃଢ ମନୋବଳ ଓ କଠିନ ପରିଶ୍ରମ କରି…