ସଂକ୍ରମଣ ବିରୁଦ୍ଧରେ ଟିକାର ପ୍ରଭାବକୁ ହ୍ରାସ କରେ ଓମିକ୍ରନ୍!
ନୂଆଦିଲ୍ଲୀ: କରୋନାର ମାରାତ୍ମକ ପ୍ରଜାତି ଓମିକ୍ରନ୍, ଯାହା ବର୍ତ୍ତମାନ ସମୟରେ ୬୩ ଟି ଦେଶରେ କାୟା ବିସ୍ତାର କରିସାରିଛି। ଡେଲଟା ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ସଂକ୍ରମଣକାରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦାବି କରିଛି।
ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଓମିକ୍ରନ୍ ସଂକ୍ରମଣ…