Latest Odisha News

BREAKING NEWS

Yearly Archives

2021

ନାରଦ ସ୍କାମ; ହସ୍ପିଟାଲରେ ଭର୍ତ୍ତି ହେଲେ ଗିରଫ ଟିଏମସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ନେତା ସୋଭନ୍ ଚାଟାର୍ଜୀ

ପଶ୍ଚିମବଙ୍ଗ: ନାରଦ ଷ୍ଟିଙ୍ଗ୍ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଟିଏମ୍‌ସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ନେତା ସୋଭନ୍ ଚାଟାର୍ଜୀଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମଙ୍ଗଳବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ଉଭୟ ରାଜନେତା…

ଆଉ କିଛି ସମୟ ପରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଲକଡାଉନ୍ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର: ଆଉ କିଛି ସମୟ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରିବେ । କରୋନା ମୁକାବିଲା ଓ ଲକଡାଉନ୍ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଣା ହୋଇପାରେ । ରାଜ୍ୟରେ ବଢ଼ିପାରେ ଲକଡାଉନ୍ ଅବଧି । ଏନେଇ ଘୋଷଣା କରିପାରନ୍ତି ମୁଖ୍ୟ ସଚିବ । କାରଣ ରାଜ୍ୟରେ ଆସନ୍ତାକାଲି ଲକଡାଉନ୍ ସରୁଛି…

କରୋନାରୁ ସୁସ୍ଥ ହେବା ଲାଗି କିରୋସିନ ପିଇ ବ୍ୟକ୍ତିଙ୍କ ମୃତ୍ୟୁ

ଭୋପାଳ: କରୋନାରୁ ସୁସ୍ଥ ହେବା ଆଳରେ କିରୋସିନ ପିଇ ବ୍ୟକ୍ତିଙ୍କ ମୃତ୍ୟୁ। ମୃତ୍ୟୁ ପରେ ବ୍ୟକ୍ତି ଜଣକ ରିପୋର୍ଟ କୋଭିଡ୍‌ ନେଗେଟିଭ୍‌ ଆସିଥିବା ମଧ୍ୟ ଜଣାପଡ଼ିଛି। ଏହି ଘଟଣା ଭୋପାଳର ଅଶୋକା ଗାର୍ଡେନ୍ ଅଞ୍ଚଳରେ ଘଟିଛି। କିଛି ଦିନ ଜ୍ୱରରେ ପୀଡିତ ହେବା ପରେ କୋଭିଡରେ ସଂକ୍ରମିତ…

ବିଶ୍ୱର ଦ୍ୱିତୀୟ ଧନୀ ତାଲିକାରୁ ତଳକୁ ଖସିଲେ ଟେସ୍ଲା‌ ମୁଖ୍ୟ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ସୋମବାର ଦିନ ଟେସଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ୍‌ ମସ୍କ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ତାଲିକାରୁ ତଳକୁ ଖସିଛନ୍ତି। କାରଣ ବୈଦ୍ୟୁତିକ ଯାନ ନିର୍ମାତାଙ୍କ ଅଂଶଧନ ୨.୨ ପ୍ରତିଶତ ହ୍ରାସ ପାଇଛି। LVMH ଚେୟାରମ୍ୟାନ୍ ବର୍ନାର୍ଡ ଆର୍ନାଲ୍ଟଙ୍କ ନିକଟରେ ନିଜର…

ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓ ହିଂସା

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହେଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ବର ଅବସ୍ଥାରେ ଥିବା ଜଣାପଡିଛି । ଶହୀଦ ଯବାନଙ୍କ ନା ଥରେନ୍ଦ୍ର କୁମାର ନାୟକ ଓ ଗୁରତ୍ୱର ଯବାନ ଅମର ଠାକୁର ।…

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ ଆରମ୍ଭ

ବ୍ରହ୍ମପୁର: କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଓ ମହାମାରୀ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ କାମ । ଅକ୍ସିମିଟର ଜରିଆରେ ଘରକୁ ଘର ଯାଉଛନ୍ତି ଆଶା କର୍ମୀ । ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି…

ଏହି ରାଜ୍ୟରେ ମେ ୨୫ ଯାଏ ବଢିଲା ଲକ୍‌ଡାଉନ୍‌

ଉତ୍ତରାଖଣ୍ଡ: ରାଜ୍ୟରେ ଚାଲିଥିବା କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ଉତ୍ତରାଖଣ୍ଡ ସରକାର ଲକ୍‌ଡାଉନ୍‌କୁ ମେ ୨୫ ଯାଏ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଉଚ୍ଚ ସ୍ତରୀୟ ବୈଠକରେ କରୋନା ଲକ୍‌ଡାଉନ୍‌ ସମ୍ବନ୍ଧରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ…

ନାରଦ ସ୍କାମ: ରାତି ଅଧିଆ ଡ୍ରାମା, ଟିଏମସି ନେତାଙ୍କ ଜାମିନ ଉପରେ ରହିତାଦେଶ

କୋଲକାତା: ପଶ୍ଚିମବଙ୍ଗରେ ରାଜନୀତିର ସମସ୍ତ ରୂପ ଦେଖିବାକୁ ମିଳୁଛି । ବହୁ ଚର୍ଚ୍ଚିତ ନାରଦ ଷ୍ଟିଙ୍ଗ ମାମଲାରେ ତୃଣମୂଳ କଂଗ୍ରେସର ୪ଜଣଙ୍କୁ ସିବିଆଇ ଗିରଫ କରିଥିଲା । ପରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲା । ତେବେ ବିଳମ୍ବିତ ରାତିରେ କୋଲକାତା ହାଇକୋର୍ଟ…

ବାହା ହେଲେ କି କୋରିଓଗ୍ରାଫର ଗୀତା କପୁର!

ନୂଆଦିଲ୍ଲୀ: କୋରିଓଗ୍ରାଫର ତଥା ସୁପର ଡାନ୍ସର୍ ଚାପ୍ଟର ୪ର ଜଜ୍ ଗୀତା କାପୁରଙ୍କୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରକୃତରେ ଗୀତା ମାଙ୍କ ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଲାଲ୍‌ ରଙ୍ଗର ଆଉଟ୍‌ଫିଟ୍‌ ସହିତ ମଥାରେ ସିନ୍ଦୁର ଲଗାଇଥିବା…

ଦୁଇ ନାଗ ସାପ ଲଢେଇରେ ବିଷ କ୍ରିୟା ହେବ କି ନାହିଁ? କ’ଣ କୁହନ୍ତି ବିଶେଷଜ୍ଞ…

ଭୁବନେଶ୍ୱର: ସୁନାବେଡା ଅଞ୍ଚଳରେ ଦୁଇ ନାଗ ସାପ ପରସ୍ପରକୁ କାମୁଡାକାମୁଡ଼ି କରୁଥିବା ନଜର ଆସିଥିଲା। ଯାହା ପରେ ଏକ୍ଷେତ୍ରରେ ବିଷ କ୍ରିୟା ହେବ କି ନାହିଁ ଭଳି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା। ଆଉ ସମାନ ପ୍ରଜାତିର ସାପ ହୋଇଥିବା ହେତୁ ନିଜ ଉପରେ ନାଗ ସାପ ବିଷ କାମ କରିବ ବା…