Latest Odisha News

BREAKING NEWS

Yearly Archives

2021

ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ନେଇପାରିବେ କି କରୋନା ଟିକା?

ନୂଆଦିଲ୍ଲୀ: ଭାରତର ମୋଟ ଜନସଂଖ୍ୟାର ପାଞ୍ଚ ପ୍ରତିଶତ ଗର୍ଭବତୀ ମହିଳା ଅଛନ୍ତି। ଯୁକ୍ତରାଷ୍ଟ୍ର, ବ୍ରିଟେନ ଏବଂ ଚୀନ୍ ଭଳି ଦେଶ ଆଶାକର୍ମୀ ଏବଂ ଗର୍ଭବତୀ ମହିଳାମାନଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଭାରତ ଏପର୍ଯ୍ୟନ୍ତ ଏହି ଦିଗରେ ଅଭିଯାନ ଆରମ୍ଭ କରି ନାହିଁ। ମୁଖ୍ୟତଃ…

ଦିିଲ୍ଲୀ ଏମ୍‌ସ; ଆଇସିୟୁ ବେଡ୍‌ ପାଇଁ କୋଭିଡ ରୋଗୀଙ୍କଠାରୁ ୫ ଲକ୍ଷ ଟଙ୍କା ମାଗି କର୍ମଚାରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସର ଜଣେ ଲ୍ୟାବ ଆସିଷ୍ଟାଣ୍ଟ ସମେତ ଦୁଇ ଜଣଙ୍କୁ ଆଇସିୟୁ ବେଡ ପାଇଁ କୋଭିଡ ରୋଗୀଙ୍କଠାରୁ ୫ ଲକ୍ଷ ଟଙ୍କା ମାଜିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଦୁ ଜଣ ହେଉଛନ୍ତି ପଙ୍କଜ ଏବଂ ତାଙ୍କ ଭଉଣୀ କୱାଲପ୍ରୀତ୍‌। ପୋଲିସ ସୂତ୍ରରୁ ପ୍ରକାଶ ଯେ…

ସ୍ୱାମୀ ଚେତନାନନ୍ଦ ସରସ୍ୱତୀ (ପ୍ରଫେସର ଡ଼. ଚକ୍ରପାଣି ମିଶ୍ର)ଙ୍କ ପରଲୋକ

ଭୁବନେଶ୍ବର: ସ୍ୱାମୀ ଚେତନାନନ୍ଦ ସରସ୍ୱତୀ (ପ୍ରଫେସର ଡ଼. ଚକ୍ରପାଣି ମିଶ୍ର) ଙ୍କ ପରଲୋକ ହୋଇଛି। ସେ ୧୯୩୩ ମସିହା ମାର୍ଚ୍ଚ ୨୭ରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଫେସର (ଡ଼) ଚକ୍ରପାଣି ମିଶ୍ର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ। ଶ୍ରୀମଦ୍…

ବିଦେଶୀ ଡାକ୍ତରୀ ପାଠକୁ ହେୟଜ୍ଞାନ, କାହିଁକି ଚୁପ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ?

ନୂଆଦିଲ୍ଲୀ: ବିଦେଶରୁ ଡାକ୍ତରୀ ପାଠ ପଢିଥିବା ଛାତ୍ରଛତ୍ରୀଙ୍କୁ ଭାରତରେ କରୋନା ବିରୋଧୀ ଲଢେଇରେ ସାମିଲ କରାଯାଉନି । ଚୁପ୍ ବସିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଅମଙ୍ଗ ହେଉଛି ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍ (NBA) । ଋଷିଆ, ଚାଇନା ଓ ୟୁକ୍ରେନର ଡାକ୍ତରୀ ପାଠ ପଢିଥିବା ପ୍ରାୟ ୯୦…

ଯାଜପୁରରେ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: କୋଭିଡ଼ ରୋଗୀଙ୍କ ଚିକିତ୍ସା ଲାଗି ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। ଘରୋଇ ସହାୟତା ରେ ଏକ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି । ଯାଜପୁରର ଭୂମିକା…

ସିଙ୍ଗାପୁର ଭାଇରସ୍‌ ଭାରତରେ ତୃତୀୟ ତରଙ୍ଗ ହୋଇପାରେ; କେନ୍ଦ୍ରକୁ କେଜ୍ରିୱାଲଙ୍କ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ସିଙ୍ଗାପୁରରେ ଚିହ୍ନଟ ହୋଇଥିବା ନୂଆ କରୋନା ଷ୍ଟ୍ରେନ୍‌କୁ ନେଇ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି। ଏହା ଭାରତରେ ତୃତୀୟ ତରଙ୍ଗ ହୋଇପାରେ ବୋଲି  ସେ କହିଛନ୍ତି। ଏହି ଭୂତାଣୁ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ।…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କର ପରଲୋକ। କରୋନାରୁ ସୁସ୍ଥ ହେବାର କିଛି ଦିନ ପରେ ମଙ୍ଗଳବାର ତାଙ୍କ ନିଜ ବାସଭବନରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।…

ରାଜ୍ୟରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ଲକ୍‌ଡାଉନ୍‌। କରୋନା ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାର ମଙ୍ଗଳବାର ଦିନ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ଜୁନ୍‌ ୧ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ…

କୁଆଡେ ଯିବେ ନିମ୍ନ ଓ ମଧ୍ୟବିତ୍ତ ପରିବାର ?

ଭବାନୀପାଟଣା: କରୋନା ମହାମାରୀ ପାଇଁ ସବୁଠୁ ବେଶି ଉପେକ୍ଷିତ ହୋଇଛନ୍ତି ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକେ । ରୋଜଗାର ଠପ୍‌, ଖାଦ୍ୟ ଜୁଟାଇବାକୁ ହଜିଯାଇଛି ରାତିର ନିଦ । ଦାଦନ ହେଉ କି ଦିନ ମଜୁରିଆ । ଛୋଟମୋଟ ଚାକିରିଆ ହୁଅନ୍ତୁ ଅବା କ୍ଷୁଦ୍ର ବ୍ୟବସାୟ । ଦୁଇ ପଇସା ଆଣିଲେ ନିମ୍ନ ଓ…

ଦେଖନ୍ତୁ ବାତ୍ୟା ବେଳର ଛାତିଥରା ଦୃଶ୍ୟ, ଗଛ ଉପୁଡ଼ିବା ପରେ କଣ ହେଲା ….

ମୁମ୍ବାଇ: ବାତ୍ୟା ବେଳର ଛାତିଥରା ଦୃଶ୍ୟ । ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଗଲା ଜୀବନ । ପବନରେ ରାସ୍ତାକଡ଼ରେ ଥିବା ଗଛ ହଠାତ୍ ଉପୁଡ଼ି ପଡ଼ିଲା । ସେହି ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ଉପରେ ପଡ଼ିବା ବେଳର ଦୃଶ୍ୟ ଦେଖନ୍ତୁ । #WATCH |…