Latest Odisha News

BREAKING NEWS

Yearly Archives

2021

ଖୁବ୍‌ ଶୀଘ୍ର ରାଜଧାନୀର ଘରୋଇ ହସ୍ପିଟାଲ୍‌ରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ରାଜଧାନୀର ଘରୋଇ ହସ୍ପିଟାଲ୍‌ରେ ବି ଦିଆଯିବ କରୋନା ଟିକା। ମେ ୧୯ ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ କୋଭାକ୍ସିନକୁ ଘରୋଇ ଡାକ୍ତରଖାନାକୁ ପ୍ରଦାନ କରିବ। ଏ ନେଇ ବିଏମ୍‌ସ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଏହି ଟିକା ୧୮ରୁ ୪୪ ଏବଂ…

ରିତେଶ, ଜେନେଲିଆ, ସୋନାକ୍ଷୀ ନେଲେ ପ୍ରଥମ ଡୋଜ୍‌ କରୋନା ଟିକା

ମୁମ୍ବାଇ: କରୋନାର ଦ୍ବିତୀୟ ତରଙ୍ଗ ଯୋଗୁ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଟିକାକରଣ ପ୍ରକ୍ରିୟା ମଧ୍ୟ ଜୋର୍‌ସୋରରେ ଚାଲିଛି। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଟିକା ନେଉଛନ୍ତି ଏବଂ ଅନ୍ୟମାନଙ୍କୁ ଟିକା ନେବାକୁ ଉତ୍ସାହିତ ମଧ୍ୟ…

କଙ୍ଗନାଙ୍କ କୋଭିଡ୍‌ ପୋଷ୍ଟ ହଟାଇଲା ଇନଷ୍ଟାଗ୍ରାମ

ମୁମ୍ବାଇ: ଇନଷ୍ଟାଗ୍ରାମ କଙ୍ଗନା ରାନାୱତଙ୍କ କରୋନା ପଜିଟିଭ ପୋଷ୍ଟକୁ ଡିଲିଟ କରିଦେଇଛି। କଙ୍ଗନା ନିକଟରେ କରୋନା ପଜିଟିଭ ହୋଇଥିବା ଜଣାପଡିଥିଲା। ଏ ନେଇ ସେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର୍‌ କରିଥିଲେ। ସେ ପୋଷ୍ଟ କରିଥିଲେ ଯେ, ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ…

ପୁରୀ ଆନନ୍ଦବଜାରରେ ଦୁଇ ସେବାୟତ ପିଟାପିଟି, ଜଣେ ଆହତ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଦୁଇ ସେବାୟତା ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ହରେକୃଷ୍ଣ ସୁଆର । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସେବାୟତ ହେଉଛନ୍ତି ବୁଲୁ ପଣ୍ଡା । କୌଣସି…

କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ

ଚେନ୍ନାଇ: କରୋନାରେ ଚାଲିଗଲେ ତାମିଲର ଖ୍ୟାତନାମା କଳାକାର ଜୋକର ଥୁଲାସି। କରୋନାରେ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭେଟେରାନ ଅଭିନେତା ଜୋକର ଥୁଲାସିଙ୍କ ମୃତ୍ୟୁରେ ତାମିଲ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ୧୯୭୬ରେ ତାମିଲ ଚଳଚ୍ଚିତ୍ର ଜଗତରେ ପାଦ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିତ୍ରିତ ଅନ୍ୟମନସ୍କତା  ବିଭକ୍ତ ଦିନର ଆକାରରେ ତୁମେ ଯେତିକି ରୂପାନ୍ତରିତ ହୁଅ ସେତିକି ଶକ୍ତ ଓ ଶୀତଳ ଲାଗ ରାତିର ଆୟୁଷରେ। ବିଷାଦ ଦେଉଥିବା ଅନ୍ଧାର ଚିରି ଆଜିକାଲି ଆକାଶରେ ମୋତେ ଦିଶୁଛି କରୁଣାମୁଦିତା ଏକ ବିଶାଳକାୟ ପକ୍ଷୀ । ସକାଳ ସୂର୍ଯ୍ୟର ସୁବର୍ଣ୍ଣରେ ମୁଁ କିନ୍ତୁ ଦେଖି…

କୋଭିଡ୍ ଟିକା ନେଲେ ବିରାଟ କୋହଲି, ସେୟାର କଲେ ଫଟୋ

ନୂଆଦିଲ୍ଲୀ: କୋଭିଡ୍ ଟିକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ସେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏନେଇ ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବିରାଟ । ଟିକା ନେଉଥିବା ସମୟର ଫଟୋ ବି ସେୟାର କରିଛନ୍ତି । ଟିକା ନେବାକୁ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି ବିରାଟ କୋହଲି ।…

ପରିବର୍ତ୍ତନ କଲେ ବନାନ୍ କରୋନା ହେବ ଉଭାନ୍ !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ବିଜ୍ଞାପନ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ବିଜ୍ଞାପନରେ ରହିଛି କରୋନାକୁ ମୂଳପୋଛ କରିବାର ଅଜବ ସମାଧାନ । ଏହି ବିଜ୍ଞାପନକୁ ଦେଖିଲେ ଯେ କେହି ବି ହସିବେ । ହେଲେ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ୍‌ର ଜଣେ ବ୍ୟକ୍ତି ଏହି ବିଜ୍ଞାପନକୁ ପ୍ରଘଟ କରିବାରେ…

ଆଜିଠୁ ଆରମ୍ଭ କେବିସି ସିଜିନ ୧୩ ପାଇଁ ପଞ୍ଜୀକରଣ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଆସୁଛି ବିଗ୍‌ ବିଙ୍କ କୌନ ବନେଗା କରୋଡ୍‌ପତି ସିଜିନ ୧୩। ଏଥିପାଇଁ ପଞ୍ଜୀକରଣ ଆଜିଠୁ ଆରମ୍ଭ ହେଉଛି। ଆଜି ରାତି ୯ଟାରୁ ଏଥିପାଇଁ ପଞ୍ଜୀକରଣ କରିପାରିବେ। ଦ୍ୱାଦଶ ଥର ପାଇଁ ଏହି ଶୋ’କୁ ହୋଷ୍ଟ କରିବେ ଅମିତାଭ ବଚ୍ଚନ। ସୋନିଲିଭ୍ ଆପ୍ ମାଧ୍ୟମରେ…

ନିଷ୍ଠୁର କରୋନା: ଓଡ଼ିଶାରେ ଆଉ ଜଣେ ସାମ୍ବାଦିକଙ୍କ ଅକାଳ ବିୟୋଗ

ବ୍ରହ୍ମପୁର: କରୋନା ଓଡ଼ିଶାରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାରେ କାର୍ୟ୍ୟରତ ଜଣେ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ତାଙ୍କ ନାଁ କିଶୋର ଚନ୍ଦ୍ର ଦାଶ । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସମାଜ…