Latest Odisha News

BREAKING NEWS

Yearly Archives

2021

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭୦୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ବଢ଼ିବାରେ ଲାଗିଛି ମହାମାରୀ କରୋନାର କୋପ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୯୭୦୬ କରୋନା ଆକ୍ରାନ୍ତ । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ…

ପଶ୍ଚିମବଙ୍ଗ ହିଂସା: ପୁନର୍ବାର କ୍ଷୋଭ ପ୍ରକଟ କଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ହିଂସା କମିବା ନାଁ ନ ଧରୁଥିବାରୁ ରାଜ୍ୟପାଳ ଜଗଦୀପ ଧନଖର ଡିଜିପି, ପୋଲିସ କମିଶନର ଓ ରାଜ୍ୟ ଗୃହ ସଚିବଙ୍କୁ ରିପୋର୍ଟ ମାଗିଥିଲେ । ମାତ୍ର ସୋମବାର ପର୍ଯ୍ୟନ୍ତ ରିପୋର୍ଟ ନ ମିଳିବାରୁ ସେ କ୍ଷୋଭ ପ୍ରକଟ କରିଛନ୍ତ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ…

ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ !

କାମାକ୍ଷାନଗର: କାହାର କରୋନା ଚିନ୍ତା ତ କାହାର ଅକ୍ସିଜେନ୍‌, ତ ପୁଣି କେହି ଲକଡାଉନ୍‌ରେ ଖାଇବାକୁ ଗଣ୍ଡେ ଯୋଗାଡ କରିବାକୁ ହନ୍ତସନ୍ତ ହେଉଛି । ହେଲେ ଢେଙ୍କାନାଳର ରେଙ୍ଗାଳୀ କେନାଲରେ ମାଛଧରାକୁ ନେଇ ଲୋକେ ହାତାହାତି ହେବାକୁ ପଛାଇନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ରେଙ୍ଗାଲୀର…

କରୋନା ପାଇଁ ୬ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ୍ ବାତିଲ

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ପାଇଁ ରେଳବାଇର ନୂଆ ପଦକ୍ଷେପ । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଦୈନିକ ଚଳାଚଳ କରୁଥିବା ୬ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ବାତିଲ ହୋଇଥିବା ଏହି ଟ୍ରେନ୍ ଗୁଡିକ ହେଲା -…

ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଅସୁସ୍ଥ, ନିଜକୁ ଆଇସୋଲେଟ କରିଛନ୍ତି

ପାଟନା: ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନଙ୍କ କିଛି ଦିନ ଧରି ଅସୁସ୍ଥ ରହିବା ପରେ ସୋମବାର ନିଜକୁ ଆଇସୋଲେଟ କରିଛନ୍ତି । ତାଙ୍କର କୋଭିଡ-୧୯ ରିପୋର୍ଟ ଆସି ନାହିଁ । ଏହା ସତ୍ୱେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ…

ଆସନ୍ତାକାଲିଠୁ ରାଜଧାନୀର ଆଉ ୩ଟି ସ୍ଥାନରେ ମିଳିବ ଡ୍ରାଇଭ୍‌ ଇନ୍‌ ଟିକାକରଣର ସୁବିଧା; ଆଜିଠୁ ବୁକିଂ ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜଧାନୀର ଆଉ ତିନୋଟି ନୂଆ ସ୍ଥାନରେ ମିଳିବ ଡ୍ରାଇଭ୍ ଇନ ଟିକାକରଣର ସୁବିଧା। ଏ ନେଇ ବିଏମ୍‌ସି ଆଜି ଘୋଷଣା କରିଛି। ଏହି ତିନୋଟି ନୂତନ ସ୍ଥାନ ହେଉଛି କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲର ପାର୍କିଂ ସ୍ଥାନ, ରୁଦ୍ରପୁରର ସିମ୍ଫୋନୀ ମଲରେ ଥିବା…

ନେପାଳରେ ରାଜନୈତିକ ସଙ୍କଟ ଘନେଇଲା, ବିଶ୍ୱାସମତରେ ହାରିଲେ ଓଲୀ

କାଠମାଣ୍ଡୁ: ନେପାଳରେ ଏବେ ରାଜନୈତିକ ସଙ୍କଟ ପୁନର୍ବାର ଘନେଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ ସୋମବାର ବିଶ୍ୱାସମତରେ ହାରି ଯାଇଛନ୍ତି । ପୁଷ୍ପକମଳ ଦହଲଙ୍କ ନେପାଳ କମ୍ୟୁନିଷ୍ଟ ପାଟି’ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଅଳ୍ପମତରେ ଥିଲା । ଆଜି ଓଲୀଙ୍କ ବହୁମତ ସାବ୍ୟସ୍ତ କରିବା ଥିଲା…

କରୋନା ରୋଗୀଙ୍କ ଲାଗି ସହାୟତାର ହାତ ବଢାଇଲେ ଫିଲ୍ମ ‘ରାଧେ ଶ୍ୟାମ’ର ନିର୍ମାତା

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ବୃଦ୍ଧି ପାଇବା ମଧ୍ୟରେ ଡାକ୍ତରଖାନା ଶଯ୍ୟା, ଅମ୍ଳଜାନ ସିଲିଣ୍ଡର ଏବଂ ଅନ୍ୟାନ୍ୟ ଡାକ୍ତରୀ ସୁବିଧାର ସଙ୍କଟ ମଧ୍ୟ ଦେଖାଦେଇଛି। ଏହି ସଙ୍କଟ ଦୂର କରିବା ଲାଗି ଅନେକ ଲୋକ ସହାୟତାର ହାତ ବଢାଇଲେଣି। ତେବେ ଏହା ମଧ୍ୟରେ ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର…

ମର୍ଣ୍ଣିଙ୍ଗ୍‌ ଏବଂ ଇଭିନିଂ ୱାକ୍‌ ଉପରେ ଲାଗିଲା କଟକଣା; ନିୟମ ନମାନିଲେ ମିଳିବ କଠୋର ଦଣ୍ଡ

ପୁରୀ: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏହି ସମୟରେ କିଛି ଜରୁରୀ କାର୍ଯ୍ୟ ପାଇଁ ନିୟମ କୋହଳ କରାଯାଇଛି। ତେବେ ଅଯଥା ସଂକ୍ରମଣକୁ ବୃଦ୍ଧି କରୁଥିବା କାର୍ଯ୍ୟ ଉପରେ ସବୁ ଜିଲ୍ଲା ପ୍ରଶାସନ କଡା ନଜର ରଖିଛନ୍ତି।…

ଦିଲ୍ଲୀ ଲ୍ୟାବରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସୋମବାର ଦିନ ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶର ଏକ ଘରୋଇ ପାଥୋଲୋଜି ଲ୍ୟାବରେ ଭୟଙ୍କର ବିସ୍ଫୋରଣ ହୋଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଏହି ଲ୍ୟାବରେ ଦୈନିକ ୧୦୦୦ ରୁ ଅଧିକ RT-PCR ଟେଷ୍ଟ କରାଯାଇଥାଏ। ପୋଲିସର କହିବା ଅନୁଯାୟୀ ସୋମବାର ଗ୍ରେଟର କୈଳାଶର ଏକ ଲ୍ୟାବରେ…