Latest Odisha News

BREAKING NEWS

Yearly Archives

2021

ଶପଥ ନେଲେ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ମନ୍ତ୍ରୀ

କୋଲକାତା: ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଟିଏମସି ସରକାରରେ ୪୩ ଜଣ ମନ୍ତ୍ରୀଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ ସମସ୍ତ ମନ୍ତ୍ରୀ ପଦ ଓ ପୋଗନୀୟତାର ଶପଥପାଠ କରିଛନ୍ତି । ସେମାନଙ୍କୁ ଶପଥପାଠ କରାଇଥିଲେ ରାଜ୍ୟପାଳ । ପୂର୍ବରୁ…

ଆସାମରେ ହିମନ୍ତ ସରକାର: ଶପଥ ନେଲେ ମୁଖ୍ୟମନ୍ତୀ ହିମନ୍ତ ବିଶ୍ୱଶର୍ମା

ଗୌହାଟୀ: ଆସାମରେ ହିମନ୍ତ ସରକାର । ମୁଖ୍ୟମନ୍ତ୍ରୀ ଭବାରେ ଆଜି ଶପଥ ନେଇଛନ୍ତି ହିମନ୍ତ ବିଶ୍ୱଶର୍ମା । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ଜଗଦୀଶ ମୁଖି । କୋଭିଡ୍ ଗାଇଡଲାଇନ ଭିତରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶପଥ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ହାତୀ ଖେଳୁଛି କ୍ରିକେଟ୍‌; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ହାତୀ ଖେଳୁଛି କ୍ରିକେଟ୍‌! ତେବେ ହାତୀ କ୍ରିକେଟ୍‌ ଖେଳୁଥିବାର ଦୃଶ୍ୟ ଆପଣ କେବେ ଦେଖିଛନ୍ତି କି? ଏକ ପୁରୁଷ ଗୋଷ୍ଠୀଙ୍କ ସହ ହାତୀ କ୍ରିକେଟ୍‌ ଖେଳୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୩୦ ସେକେଣ୍ଡର ଏହି ଭିଡିଓ ଗାନୁପ୍ରେମ ନାମକ ଏକ…

ଦିଲ୍ଲୀରେ ଟିକାର ଘୋର ଅଭାବ: ଦିନେ ଯିବେ କୋଭାକ୍ସିନ, ୨-୩ ଦିନରେ ସରିଯିବ କୋଭିସିଲ୍ଡ ଟିକା

ନୂଆଦିଲ୍ଲୀ: ଅକ୍ସିଜେନ୍ ଅଭାବକୁ ନେଇ ଦିଲ୍ଲୀରେ ହାହାକାର ପରିସ୍ଥିତି ସୃଷ୍ଟି ହେଲା । ଅକ୍ସିଜେନ୍ ଅଭାବରୁ ବହୁ କରୋନା ଆକ୍ରାନ୍ତଙ୍କ ଜୀବନ ବି ଗଲା । ଦୈନିକ ସଂକ୍ରମଣ ବଢୁଥିବା ବେଳେ ଏବେ ଟିକାର ଅଭାବ କଥା ସାମନାକୁ ଆସିଛି । ଦେଶରେ ରାଜଧାନୀରେ ଟିକା ସରି ସରି ଆସୁଛି । ଏନେଅ ସୂଚନା…

ଯମୁନା ନଦୀରେ ଭାସୁଛି କୁଢ କୁଢ ଶବ; ଆତଙ୍କିତ ସହରବାସୀ

ନୂଆଦିଲ୍ଲୀ: ଯମୁନା ନଦୀରେ ଭାସୁଛି କୁଢ କୁଢ ଶବ। ଆତଙ୍କିତ ଅବସ୍ଥାରେ ଅଛନ୍ତି ସହରବାସୀ। ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାର ସ୍ଥାନୀୟ ଲୋକମାନେ ରବିବାର ଦିନ ଯମୁନା ନଦୀରେ ଭାସୁଥିବା ଦଶହଜାର ମୃତଦେହକୁ ଦେଖି ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କେହି କେହି ଏପରିକି କହୁଛନ୍ତି…

ଓଡ଼ିଶାର ଏହି ଜେଲରେ ୨୧ କଏଦୀ କରୋନା ପଜିଟିଭ୍

ଉଦଳା(ମୟୂରଭଞ୍ଜ): ଜେଲରେ କରୋନା । ଅନ୍ତେବାସୀ ସଂକ୍ରମିତ ହେଉଛନ୍ତି । ଉଦଳା ସବ୍‌ଜେଲ୍‌ରେ ୨୧ ଜଣ ବିଚାରାଧିନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଉଦଳା ଏନଏସି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଗତକାଲି ୭୬ ଜଣଙ୍କ ଅନ୍ତେବାସୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ।…

ସୁଶୀଲଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରୀ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଯୁବ ରେସଲର ସାଗର ଧାନକଡ ହତ୍ୟା ଘଟଣାରେ ସୋମବାର ଦିଲ୍ଲୀ ପୋଲିସ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରୀ କରିଛି । କିଛି ଦିନ ତଳେ ଦୁଇ ରେସଲର ଗୋଷ୍ଠୀ ମଧ୍ୟରେ ଛତ୍ରଶାଲ ଷ୍ଟାଡିୟମରେ ସଂଘର୍ଷ ଘଟିଥିଲା । ଏଥିରେ ସାଗର ମୃତ୍ୟୁବରଣ କରିଥିଲେ ।…

କରୋନା ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଲେ ବିଗ୍‌ ବି

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ସୁରକ୍ଷା ପାଇଁ ସହାୟତାର ହାତ ବଢାଇଲେ ବିଗ୍‌ ବି। ଦିଲ୍ଲୀର କୋଭିଡ୍‌ କେୟାର୍‌ ସେଣ୍ଟରକୁ ୨ କୋଟି ଟଙ୍କା ଦାନ କରିଛନ୍ତି ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ। ଦିଲ୍ଲୀର ରାକାବ ଗଞ୍ଜ ଗୁରୁଦ୍ୱାରସ୍ଥିତ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ…

କଟକ ଜବହାରଲାଲ ନେହରୁ ଇଣ୍ଡୋର୍‌ ଷ୍ଟାଡିୟମ୍‌ରେ ଦ୍ୱିତୀୟ ଡୋଜ୍ ଟିକାକରଣ ଶିବିର

କଟକ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଟିକାକରଣ ଅଭିଯାନ ବି ଜୋରଦାର ହୋଇଛି । ଆଜିଠାରୁ କଟକରେ ଆରମ୍ଭରେ ହୋଇଛି ମେଗା ଟିକାକରଣ । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ପାଇଁ ଟିକାକରଣ ଆରମ୍ଭ ହୋଇଛି । ସକାଳ ୯ଟାରୁ ଚାଲିଛି…

ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତ କରିବ । ଦଳ ସେଠାରେ ୫ ଟି୨୦ ଏବଂ ୩ ଦିନିକିଆ ମ୍ୟାଚ ଖେଳିବ । ଏଥିରେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଏବଂ ଇଂଲଣ୍ଡ ଗସ୍ତରେ ଯାଇଥିବା ଖେଳାଳିମାନେ ସାମିଲ ହେବେ ନାହିଁ ବୋଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି । ଏହାର…