Latest Odisha News

BREAKING NEWS

Yearly Archives

2021

ଏହି ରାଜ୍ୟରେ ବି କରୋନା ସମ୍ମୁଖ ଯୋଦ୍ଧାର ମାନ୍ୟତା ପାଇଲେ ସାମ୍ବାଦିକ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ସରକାର ସୋମବାର ଦିନ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ୍‌ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଏହି "କୋଭିଡ୍‌ ମହାମାରୀ" ସମୟରେ ସାମ୍ବାଦିକମାନେ ନିଜ କର୍ତ୍ତବ୍ୟ ପାଳନ କରୁଥିବାବେଳେ ସେମାନଙ୍କ…

ଆଇପିଏଲରେ କରୋନା ସଙ୍କଟ, ଚେନ୍ନାଇ ଟିମର ୩ ସଦସ୍ୟଙ୍କ ରିପୋର୍ଟ ପଜିଟିଭ

ଅହମ୍ମଦାବାଦ: କରୋନା ମହାମାରୀ ଧିରେ ଧିରେ ଏବେ ଆଇପିଏଲକୁ ଗ୍ରାସ କରିବାକୁ ଲାଗିଛି । ସୋମବାର କୋଲକାତା ନାଇଟ ରାଇଡର୍ସର ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର କରୋନା ସଂକ୍ରମିତ ହେବା ପରେ ଆଜିର ମୁକାବିଲାକୁ ବାତିଲ କରି ଦିଆଯାଇଛି । ଏହା ପରେ ଚେନ୍ନାଇ ସୁପର କିଙ୍ଗ୍‌ସର ୩ ଜଣ ସଦସ୍ୟଙ୍କ…

ଡିଏମକେ ଜିତିବ ବୋଲି ମାନସିକ ରଖିଥିଲେ ମହିଳା, ଜିଭ କାଟି ପୂରଣ କଲେ ପ୍ରତିଜ୍ଞା

ଚେନ୍ନାଇ:ଡିଏମକେ ଜିତିବ ବୋଲି ତାମିଲନାଡୁର ଜଣେ ମହିଳା ମାନସିକ କରିଥିଲେ । ଏହା ପୂରଣ ହେବାରୁ ୩୨ ବର୍ଷୀୟା ବନୀତା ଜିଭ କାଟି ତାଙ୍କ ପ୍ରତିଜ୍ଞା ରଖିଛନ୍ତି । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ । କୋଭିଡ-୧୯ କଟକଣା ଯୋଗୁ ତାଙ୍କୁ ମୁଥାଲମନ ମନ୍ଦିର ଭିତରକୁ ଯିବା ପାଇଁ…

ମେ ୫ରୁ ଆନ୍ଧ୍ରପ୍ରଦେଶରେ ଆଂଶିକ ଲକ୍‌ଡାଉନ୍‌

ଆନ୍ଧ୍ରପ୍ରଦେଶ: କୋଭିଡ-୧୯ ମାମଲାରେ କ୍ରମାଗତ ବୃଦ୍ଧି ପରେ ଆନ୍ଧ୍ରପ୍ରଦେଶ ସରକାର ମେ ୫ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ଆଜି ଅମରାବତୀର କ୍ୟାମ୍ପ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ଏହି…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପେରିରା

କଲମ୍ବୋ:୩୨ ବର୍ଷ ବୟସରେ ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଥିସରା ପେରିରା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୦୯ରେ ସେ ଭାରତ ବିପକ୍ଷରେ ଏକଦିବସୀୟ ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ଶ୍ରୀଲଙ୍କା ପକ୍ଷରୁ ୬ଟି ଟେଷ୍ଟ, ୧୬୬ଟି ଦିନିକିଆ ଓ ୮୪ଟି୨୦…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅନୁରାଗ ଅନ୍ତରାଳେ ଅସରନ୍ତି ଚେଷ୍ଟାରେ ଅଛି ତୁମ ସତ୍ତାକୁ ବାସ୍ତବ ରୂପ ଦେଇ ପରିପୂର୍ଣ୍ଣତାର ବିଭୋରତାକୁ ଆତ୍ମସ୍ଥ କରିବାକୁ ।ଈଶ୍ୱରଙ୍କୁ ଖୋଜିବାର ବ୍ୟାକୁଳତା ନେଇ ବାଳକ ଧ୍ରୁବ ଯେଉଁଭଳି ଛୁଇଁ ଛୁଇଁ ଯାଉଥିଲା ହିଂସ୍ର ବନ୍ୟପ୍ରାଣୀଠାରୁ କାଳଖଣ୍ଡକୁ ଜାବୁଡି ଧରିଥିବା ମହାଦ୍ରୁମ ଯାଏଁ…

ଭାରତକୁ ପ୍ରାୟ ୭୦ ମିଲିୟନ ଡଲାର ମୂଲ୍ୟର ଚିକିତ୍ସା‌ ସାମଗ୍ରୀ ପଠାଇବ ଫାଇଜର

ନୂଆଦିଲ୍ଲୀ: ଗ୍ଲୋବାଲ ଫାର୍ମା ପ୍ରମୁଖ ଫାଇଜର ପ୍ରାୟ ୭୦ ମିଲିୟନ ଡଲାର ମୂଲ୍ୟର ଚିକିତ୍ସା‌ରେ ବ୍ୟବହୃତ ଔଷଧ ଭାରତ ପଠାଇବ। ଏ ନେଇ କମ୍ପାନୀର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି। ସେ ଭାରତରେ ଥିବା କୋଭିଡ-୧୯ ପରିସ୍ଥିତିକୁ ନେଇ ଗଭୀର ଭାବରେ ଚିନ୍ତିତ ବୋଲି…

ଆଇପିଏଲ ବାୟୋବବଲରେ ପଂହଚିଲା କରୋନା, ୨ଖେଳାଳି ସଂକ୍ରମିତ ହେବା ପରେ ଆଜିର ମ୍ୟାଚ ଘୁଂଚିଲା!

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ବାୟୋ ବବଲ ଭେଦ କରି ପଂହଚିଛି କରୋନା । ରିପୋର୍ଟ ମୁତାବକ କୋଲକତା ନାଇଟ ରାଇଡର୍ସର ୨ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଲେ ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର । ଟିମ୍ ମ୍ୟାନେଜମେଂଟ ଏବଂ ଆୟୋଜକ କମିଟି ଏ ନେଇ ତୁରନ୍ତ ପଦକ୍ଷେପ…

ପ୍ରବାସୀ ଶ୍ରମିକମାନଙ୍କୁ ଓଡ଼ିଶା ନ ଛାଡିବାକୁ କହିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ

ଭୁବନେଶ୍ୱର: ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିକୁ ଦେଖି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରବାସୀ ଶ୍ରମିକମାନଙ୍କୁ ଓଡ଼ିଶା ନ ଛାଡିବାକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଅନେକ କାମ ରହିଛି ଶ୍ରମିକମାନେ ଏଠାରେ ରହି କାମ ଖୋଜିବା ଉଚିତ୍। ସିଂ ଆହୁରି କହିଛନ୍ତି ଯେ…

IFS ଅଭୟ ପାଠକ ଚାକିରିରୁ ବିଦା: ବାଧ୍ୟତାମୂଳକ ଅବସର ସୁପାରିଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ଗିରଫ ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟ ପାଠକଙ୍କ ପାଇଁ ବଢ଼ିଲା ଅଡୁଆ । ଦୁର୍ନୀତି ଅଭିଯୋଗରେ ଚାକିରିରୁ ବିଦା ହେବେ । ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି…