Latest Odisha News

BREAKING NEWS

Yearly Archives

2021

କୋଭିଡରେ ମୃତ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ

ବଲାଙ୍ଗିର: କରୋନା ମହାମାରୀର କାୟା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କରୋନା ଅନେକ ଲୋକଙ୍କ ଜୀବନ ନେଉଛି । କେଉଁଠି ସଂକ୍ରମଣ ଭୟରେ ଲୋକ କରୋନା ସଂକ୍ରମିତଙ୍କ ଶବକୁ ଛୁଉଁନାହାଁନ୍ତି ତ ଆଉ କେଉଁଠି ସାଇକେଲରେ ନେବାକୁ ପଡ଼ୁଛି ମୃତଦେହ…

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିପୁଳ ବିଜୟ ପରେ ସରକାର ଗଢ଼ିବ ଟିଏମସି । ତୃଣମୂଳ କଂଗ୍ରେସର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପଶ୍ଚିମବଙ୍ଗ…

ପୂରା ଦେଶରେ ମାଗଣା ଟିକା ନମିଳିଲେ ଆନ୍ଦୋଳନ କରିବାକୁ ଦିଦିଙ୍କ ଧମକ

କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ଭଲ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । କହିଛନ୍ତି, ସେ ଡବଲ ସେଞ୍ଚୁରୀର ଆଶା ରଖିଥିଲେ । ୨୨୧ଟି ଆସନ୍ ଜିତିବାକୁ ଆଶା ରଖିଥିଲେ । ଏହି ବିଜୟ ପଶ୍ଚିମବଙ୍ଗବାସୀଙ୍କ ବିଜୟ ବୋଲି…

ବିଜୟ ପରେ ପ୍ରତିକ୍ରିୟା ରଖିଲେ ମମତା, କହିଲେ ବାଂଲାର ହୋଇଛି ବିଜୟ

କୋଲକାତା : ପଶ୍ଚିମବଙ୍ଗରେ ଟିଏମସିର ବିପୁଳ ବିଜୟ । ଫେଲ୍ ମାରିଛି ବିଜେପିର ସବୁ ଅଙ୍କ । ଶେଷରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ବାଜିମାତ କରିଛି ତୃଣମୂଳ କଂଗ୍ରେସ । ହେଲେ ନନ୍ଦିଗ୍ରାମ ଆସନରୁ ହାରିଛନ୍ତି ମମତା ବାନାର୍ଜୀ । ପୂର୍ବରୁ ମମତା ବାନାର୍ଜୀ ଜିତିଛନ୍ତି ବୋଲି କୁହାଯାଉଥିବା…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୮୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନାର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ସଂକ୍ରମଣ ସଂଖ୍ୟା ବଢ଼ି ଚାଲୁଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ଆଉ ୮୦୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୧୯ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୬୯୦ । ସେହିପରି ଭୁବନେଶ୍ବର…

କେଏଲ ରାହୁଲ ଡାକ୍ତରଖାନରେ ଭର୍ତି

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସର ଅଧିନାୟକ ଲୋକେଶ ରାହୁଲଙ୍କ ମ୍ୟାଚ ପୂର୍ବରୁ ଡାକ୍ତର ଖାନାରେ ଭର୍ତି କରାଯାଇଛି । ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ତାଙ୍କର ଆପେଣ୍ଡିସାଇଟିସ ହୋଇଛି । ପଞ୍ଜାବ କିଙ୍ଗସ ଟ୍ୱିଟର…

ବଟଲରଙ୍କ ବିସ୍ଫୋରକ ଶତକ: ରାଜସ୍ଥାନ ନିକଟରୁ ହାଇଦ୍ରାବାଦର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବିଜୟ ସନ୍ଧାନରେ ଥିବା ସନରାଇଜର୍ସ ହାଇଦ୍ରାବାଦକୁ ପୁନର୍ବାର ନିରାଶ ହେବାକୁ ପଡିଛି । ଏଠାରେ ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ୫୫ ରନରେ ହାଇଦ୍ରାବାଦକୁ ପରାସ୍ତ କରିଛି । ଜୋସ ବଟଲର(୧୨୪ ରନ, ୬୪ ବଲ, ୧୧ଚୌକା, ୮ଛକା) ଏବଂ ଅଧିନାୟକ ସଞ୍ଜୁ ସାମସନ(୪୮ରନ,…

ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ସାମାନ୍ୟ ତଳକୁ ଖସିଛି । କିନ୍ତୁ ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୪ ସହରର ତାପମାତ୍ର । ବଲାଙ୍ଗିରରେ ସର୍ବାଧିକ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭବାନୀପାଟଣାରେ ୪୦.୧, ଟିଟିଲାଗଡ଼ରେ ୪୦…

ରାଜ୍ୟରୁ ସୁସ୍ଥ ହେଲେ ୬୫୨୭ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ବଢୁଛି ଚିନ୍ତା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୬୫୨୭ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀ । ଆଜି ସାରା ରାଜ୍ୟରୁ ସୁସ୍ଥ…

ପଶ୍ଚିମବଙ୍ଗ ହୁଗଲିର ବିଜେପି ଅଫିସରେ ଅଗ୍ନିକାଣ୍ଡ, ଟିଏମସକୁ ଦାୟୀ କଲା ଦଳ

କୋଲକତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ସ୍ପଷ୍ଟ ବହୁମତ ପାଇ ସରକାର ଗଢ଼ିବାକୁ ଯାଉଛି । ଏହାରି ଭିତରେ ସନ୍ଧ୍ୟା ପ୍ରାୟ ୫ଟା ୩୦ ପାଖାପାଖି ହୁଗଲିର ଆରାମବାଗ ସ୍ଥିତ ବିଜେପି ଅଫିସରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ବିଜେପି ଅଭିଯୋଗ କରିଛି, ନିଆଁ ଟିଏମସି ସମର୍ଥକ ଲଗାଇ…