Latest Odisha News

BREAKING NEWS

Yearly Archives

2021

ନନ୍ଦିଗ୍ରାମ ଆସନରୁ ହାରିଲେ ମମତା ବାନାର୍ଜୀ

ନନ୍ଦିଗ୍ରାମ : ପଶ୍ଚିମବଙ୍ଗ ରାଜନୀତିରେ ଓଲଟପାଲଟ । ନନ୍ଦିଗ୍ରାମ ଆସନରୁ ହାରିଲେ ମମତା ବାନାର୍ଜୀ । ୧୬୧୧ ଖଣ୍ଡ ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ତେବେ ଏନେଇ କୋର୍ଟ ଯିବେ ବୋଲି କହିଛନ୍ତି ମମତା ବାନାର୍ଜୀ । ପୂର୍ବରୁ ମମତା…

ନିର୍ବାଚନ ରଣନୀତିକାର ଭାବେ ଆଉ କାର୍ଯ୍ୟ କରିବେନି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସିର ବିପୁଳ ବିଜୟ ସତ୍ୱେ ପ୍ରଶାନ୍ତ କିଶୋର ଆଉ ନିର୍ବାଚନ ରଣନୀତିକାର ଭାବେ କାର୍ଯ୍ୟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଜେପି ଯଦି ୧୦୦ରୁ ଅଧିକ ଆସନ ଜିତିବ ତାହାହେଲେ ସନ୍ୟାସ ନେଇଯିବି ବୋଲି ସେ ଘୋଷଣା କରିଥିଲେ ।…

ଓଡ଼ିଆ ହାସ୍ୟକବି ସମ୍ମିଳନୀ ତରଫରୁ ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକଙ୍କ ସ୍ମୃତିରେ ଓଡ଼ିଆ ହାସ୍ୟକବି ସମ୍ମିଳନୀ ତରଫରୁ ଅନଲାଇନ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମାତ୍ର ୫୨ ବର୍ଷ ବୟସରେ ଗତ ଅପ୍ରେଲ ୨୨ରେ…

ବଟଲରଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ଆଗରେ ୨୨୧ ରନର ବିଶାଳ ଲକ୍ଷ୍ୟ

ନୂଆଦିଲ୍ଲୀ: ଜୋସ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୨୧ ରନର ବିଶାଳ ଲକ୍ଷ୍ୟ ରଖିଛି । ଯଶସ୍ୱୀ ଜୈଶ୍ୱାଲ (୧୨) ଓ ସଞ୍ଜୁ ସାମସନ ୪୮ ରନ ସଂଗ୍ରହ କରିଥିଲେ । ବଟଲରଙ୍କ ୧୨୪ ରନର ଇନିଂସରେ ୧୧ ଚୌକା ଓ ୮ ଛକା ସାମିଲ ଥିଲା ।…

କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ କରୋନା ପଜିଟିଭ

ନୂଆଦିଲ୍ଲୀ: କଂଗ୍ରେସର ଗୁଜୁରାଟ ୟୁନିଟର କାର୍ଯ୍ୟରତ ସଭାପତି ହାର୍ଦ୍ଦିକ ପଟେଲ ରବିବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏକ ଟୁଇଟ୍‌ରେ ପଟେଲ କହିଛନ୍ତି ଯେ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ସେ ଘରେ ନିଜକୁ ପୃଥକ୍‌ ରହିଛି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ…

କୋଭିଡ୍‌ ଡ୍ୟୁଟିରେ ସାମିଲ ହେବେ ଅନ୍ତିମ ବର୍ଷର ଏମବିବିଏସ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଭାରତ କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ସହିତ ମୁକାବିଲା କରୁଥିବା ବେଳେ ସରକାରୀ ସୂତ୍ର ଅନୁଯାୟୀ କରୋନାଭାଇରସ ସଙ୍କଟକୁ ମୁକାବିଲା କରିବାରେ ଭାରତକୁ ସାହାଯ୍ୟ କରିବାକୁ କେନ୍ଦ୍ର ଏମବିବିଏସର ଅନ୍ତିମ ବର୍ଷର ଶକ୍ଷାର୍ଥୀ ଏବଂ ନର୍ସିଂ ଛାତ୍ରଛାତ୍ରୀଙ୍କୁ ସାମିଲ କରିପାରନ୍ତି।…

ମେ ୩ ଏବଂ ୪ ଅପରାହ୍ନ ୨ଟା ପରେ ବି ଖୋଲା ରହିବ ଦୋକାନବଜାର

ଭୁବନେଶ୍ୱର: ଆସନ୍ତା ୫ ତାରିଖରୁ ରାଜ୍ୟ ସରକାରଙ୍କ ଦ୍ବାରା ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଓଡିଶା ବ୍ୟବସାୟ ମହାସଙ୍ଘ ଅପରାହ୍ନ ୨ଟା ପରେ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି। ମଇ ୩ ରୁ ସାରା ରାଜ୍ୟରେ ଅପରାହ୍ନ ୨ ଟା ପରେ ଦୋକାନ ବନ୍ଦ କରିବାର ପୂର୍ବ ନିଷ୍ପତ୍ତିକୁ…

ହରିୟାଣାରେ ମେ ୩ରୁ ସପ୍ତାହେ ଯାଏ ଲକ୍‌ଡାଉନ୍‌

ହରିୟାଣା: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ହରିୟାଣା ମନ୍ତ୍ରୀ ଅନିଲ ଭିଜ୍‌ ରବିବାର କହିଛନ୍ତି ଯେ ମେ ୩ରୁ ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ହେବ। ଏହାପୂର୍ବରୁ ଶୁକ୍ରବାର ଦିନ ସରକାର ନଅଟି ଜିଲ୍ଲା - ଗୁରୁଗାଓଁ, ଫରିଦାବାଦ, ପଞ୍ଚକୁଲା, ସୋନିପତ, ରୋହତକ,…

ଶ୍ରୀମନ୍ଦିର ପରିସର ସାନିଟାଇଜ

ପୁରୀ:ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରବିବାର ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ନୁତନ ଏସଓପି ଜାରି ହେବା ପରେ ଭକ୍ତଙ୍କ ଲାଗି ଆସନ୍ତା ମେ'ମାସ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଅଗ୍ନିଶମ ବିଭାଗର ଦୁଇଟି…

ବନ୍ଦ ହେଲା ଅଲାରନାଥ ମନ୍ଦିର; ଚିନ୍ତାରେ ପୂଜକ

ପୁରୀ: ବନ୍ଦ ହେଲା ଅଲାରନାଥଙ୍କ ମନ୍ଦିର। ଓଡ଼ିଶା ସରକାରଙ୍କ ଦ୍ବାରା ଲକ୍‌ଡାଉନ୍‌ ଘୋଷଣା ପୁରୀ ଜିଲ୍ଲାର ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିରର ପୂଜକଙ୍କ ସମେତ ଅନ୍ୟ ମନ୍ଦିରର ପୂଜାରୀ ସେମାନଙ୍କ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଅଲାରନାଥ ମନ୍ଦିର ଏବଂ ମା ବାଲିହରଚଣ୍ଡୀ ପୀଠ…