Latest Odisha News

BREAKING NEWS

Yearly Archives

2021

ବସ୍ ଡ୍ରାଇଭରକୁ ହେଲା ହୃଦଘାତ, ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୩୦ ଯାତ୍ରୀଙ୍କ ଜୀବନ

ମଦୁରାଇ: ବସ ଚାଳକ ଗାଡ଼ି ଚଳାଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ହୃଦଘାତ ହେବା ପୂର୍ବରୁ ସେ ଠିକ୍ ସମୟରେ ବସ ଅଟକାଇ ୩୦ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ବସ ଚାଳକ ସଫଳ ହୋଇଥିଲେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁ ମଦୁରାଇରେ । ୪୪ବର୍ଷୀୟ ଏମ୍.…

ଆଇପିଏଲରେ ରୋହିତଙ୍କୁ ବଡ ଦାୟିତ୍ୱ ଦେବାକୁ ଚାହୁଁଥିଲେ ଗିଲକ୍ରିଷ୍ଟ: ପ୍ରଜ୍ଞାନ ଓଝା

ଭୁବନେଶ୍ୱର: ବିରାଟ କୋହଲିଙ୍କ ଆଗରୁ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଦୀର୍ଘ ଦିନ ପରେ ରୋହିତ ଏବେ ଟିମ ଇଣ୍ଡିଆ ଟି୨୦ ଏବଂ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ରୋହିତଙ୍କ ଦକ୍ଷତା ନେଇ ଭାରତର ପୂର୍ବତନ କ୍ରିକେଟର ତଥା ଓଡିଆ ଖେଳାଳି ପ୍ରଜ୍ଞାନ…

ବିଧାନସଭାରେ ବିରୋଧୀଙ୍କର ଘଣ୍ଟମାଡ,ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ପୁଣି ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ ବିରୋଧୀ । ଅପରାହ୍ନରେ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରୁଥିବାବେଳେ ବିରୋଧୀମାନେ ମନ୍ତ୍ରୀଙ୍କ ଆଗରେ ହୋହଲ୍ଲା କରିଛନ୍ତି । ଖାଲି…

ପୁଣି ନମ୍ବର-୧ ସ୍ଥାନରେ ସାଇ ଇଣ୍ଟରନାସନାଲ ସ୍କୁଲ

ଭୁବନେଶ୍ୱର : ସାଇ ଇଣ୍ଟରନାସନାଲ ସ୍କୁଲ କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ନମ୍ବର ୧ ବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି l ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ସାଇ ଇଣ୍ଟରନାସନାଲ ସ୍କୁଲକୁ ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ ୨୦୨୧-୨୨ଦ୍ୱାରା ନମ୍ବର ୧ ସ୍କୁଲ ଭାବେ ସ୍ଥାନୀତ କରାଯାଇଛି ।…

ହୃଦରୋଗ ଆଶଙ୍କା କମ୍ କରିବ ଅଖରୋଟ

ଭୁବନେଶ୍ୱର : ନିଜକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ। ଏବେ ଆପଣ ଅଖରୋଟ ଖାଇଲେ ନଜକୁ ହୃଦ ରୋଗ କବଳରୁ ରକ୍ଷା କରିପାରିବେ।ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ । କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ। ହସ୍ପିଟାଲ୍ କ୍ଲିନିକ୍ ଡି…

ଚା’ର ସ୍ୱାଦ ବଢାଇବ ସ୍ପେଶାଲ ମଶଲା

ଭୁବନେଶ୍ୱର : ଚା’ର ସ୍ୱାଦ ବଢାଇବା ପାଇଁ କିଛି ମଶଲା ବ୍ୟବହାର କରନ୍ତୁ। ଯାହା ଚା’କୁ ଆହୁରି ସ୍ୱାଦିଷ୍ଟ କରିଥାଏ। ଆଜି କାଲି ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ଚା’ଟିକେ ନିହାତି ଦରକାର। ଆଉ କିଛି ଲୋକଙ୍କ ପାଇଁ ଏହି ଚା’ ଯେମତି ନିତିଦିନିଆ ପିଇବା ଦରକାର। ତେବେ ଚା’କୁ ଅଧିକ ସ୍ୱାଦିଷ୍ଟ କରିବା…

ପୁଣି ଝିପ୍ ଝିପ୍ ବର୍ଷାରେ ଓଦା ହେଲା ଫସଲ , ଚିନ୍ତାରେ ଚାଷୀ

ଭୁବନେଶ୍ୱର: ପୁଣି ଝିପ୍ ଝିପ୍ ବର୍ଷାରେ ଓଦା ହେଲା ଫସଲ , ଚିନ୍ତାରେ ଚାଷୀ । ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ପାଚିଲା ଧାନ ପାଣିରେ ଭାସୁଥିବା ବେଳେ, ପୁଣି ଆଜି ସକାଳୁ ଝିପି ଝିପି ବର୍ଷା ଜାରି ରହିଥିବାରୁ ଚିନ୍ତାରେ ଚାଷୀ କୂଳ । ବାତ୍ୟା ପରଠାରୁ ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ଜଳରେ…

ରାଜ୍ୟରେ ପାଗ କୋହଲା ରହିବା ସହ କିଛି ଜିଲ୍ଲାରେ ଝିପ ଝିପ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପାଗ କୋହଲା ରହିଛି । କିଛି ଜିଲ୍ଲାରେ ଝିପି ଝିପ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହ ହାଲୁକା ଥଣ୍ଡା ପବନ ବୋହିବ। ଆଜି ସକାଳୁ ମଧ୍ୟ କିଛି ସ୍ଥାନରେ ଝିପି ଝିପି ବର୍ଷା ଜାରି ରହିଛି। ଏହା ସହ କିଛି ଜିଲ୍ଲାରେ ଆଗାମୀ ୩ ଘଣ୍ଟା…

[ଭିଡିଓ] ମିଳିଲା ଦୁର୍ଘଟଣାଗ୍ରସ୍ତ AFMi17V5 ହେଲିକପ୍ଟରର ବ୍ଲାକ ବକ୍ସ

ଭବନେଶ୍ୱର: ଗତକାଲି ତାମିଲନାଡୁ କୁନ୍ନରୁ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ । ସେବେଠୁ ଦୁର୍ଘଟଣାର କାରଣ ଜାଣିବାକୁ ଜାରି ରହିଛି ଅହରହ ତଦନ୍ତ । ଶେଷରେ ତଦନ୍ତ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ମିଳିଛି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ ବକ୍ସ ଡାଟା ରେକର୍ଡର୍ ।…

କୁଏତରୁ ଫେରିଥିବା ଯାଜପୁରର ଦୁଇଜଣ କରୋନା ସଂକ୍ରମିତ

ଯାଜପୁର: କୁଏତରୁ ଫେରିଥିବା ଯାଜପୁର ଜିଲ୍ଲାର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗତ ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । ସେମାନଙ୍କର ଆରଟିପିସିଆର ଟେଷ୍ଟ…