Latest Odisha News

BREAKING NEWS

Yearly Archives

2021

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କଟ୍ରିନା-ଭିକି କୌଶଲ

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ସେଲିବ୍ରିଟି ଲଭ ବର୍ଡ । କଟ୍ରିନା କୈଫ ଓ ଭିକି କୌଶଲଙ୍କ ବାହାଘର । ଏଥିପାଇଁ ରାଜସ୍ଥାନର ମାଧୋପୁର ସ୍ଥିତ ବରଓ୍ୱାରା ଦୁର୍ଗରେ ସମସ୍ତ ପ୍ରସ୍ତୁତି ସରିଛି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ । ୭ ତାରିଖରେ…

ଆଜି ଶ୍ରୀମନ୍ଦିରରେ ଓଢ଼ଣଷଷ୍ଠୀ ପାଳିତ, ମହାପ୍ରଭୁଙ୍କୁ ଲାଗି ହେଲା ଶୀତବସ୍ତ୍ର

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ଓଡ଼ଣଷଷ୍ଠୀ ପାଳିତ ହୋଇଛି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ଼ଲାଗି କରାଯାଇଛି । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼…

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିଲେ ଅନୁଗୋଳ ଜିଲ୍ଲାର ଜଣେ ଓଡ଼ିଆ ଯବାନ । ସହିଦ ଓଡ଼ିଆ ଯବାନଙ୍କ ନାଁ ରାଣାପ୍ରତାପ ଦାସ । ସେ ଜୁନିଅର ୱାରେଣ୍ଟ ଅଫିସର ଥିଲେ । ତାଙ୍କ ଘର…

ଆଜି ଦିଲ୍ଲୀରେ ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଅନ୍ତିମ ସଂସ୍କାର

ଦିଲ୍ଲୀ: ଆଜି ଦିଲ୍ଲୀ ଆସି ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର । ସନ୍ଧ୍ୟାରେ ପ୍ରତିରକ୍ଷା ବିଭାଗର ଏକ ବିମାନରେ ଅଣାଯିବ । ବିମାନବନ୍ଦରରୁ ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଆସନ୍ତାକାଲି ହେବ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ…

ଲାଲବାହିନୀର ଲଙ୍କାକାଣ୍ଡ: ଜାଳିଦେଲେ ୫ଟି ଗାଡ଼ି, ଜଣଙ୍କୁ ଅପହରଣ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଲଙ୍କାକାଣ୍ଡ ଘଟାଇଛନ୍ତି । ପିପଲଖୁଟା ଗାଁ ନିକଟରେ ୫ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ଏହାପରେ ଠିକାକାମରେ ନିୟୋଜିତ ଜଣେ ସୁପରଭାଇଜରଙ୍କୁ ଅପହରଣ କରି ନେଇଥିବା ସୂଚନା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ, । ପ୍ରାଣସ୍ୟ ପ୍ରାଣ ହେଉଛନ୍ତି ଶ୍ରୀଜଗନ୍ନାଥ । ସାଧାରଣ ଭାବରେ ଶରୀର ମଧ୍ଯସ୍ତ ଆତ୍ମାକୁ ପ୍ରାଣ କୁହାଯାଏ । ତେଣୁ ପ୍ରାଣର ପ୍ରାଣ ଶ୍ରୀଜଗନ୍ନାଥଙ୍କ ଉପାସନା, ଆତ୍ମା ଉପାସନା ସହ ସମାନ।…

ଅନୁବାଦ କବିତା : ସେଇ ବନ୍ୟ ଇନ୍ଦ୍ରଧନୁ

ଲୁଇସ ଗ୍ଲୁକ ମୋର ଯାତନାର ଶେଷ ପ୍ରାନ୍ତରେ ଏକ ଦ୍ୱାର ଥିଲା । ମୋ କଥାଟି ମନଦେଇ ଶୁଣ : ମନେ ଅଛି ତ ଯାହାକୁ ତୁମେ ମୃତ୍ୟୁ ବୋଲି କୁହ । ମଥା ଉପରେ କୋଳାହଳ।ଆନ୍ଦୋଳିତ ହେଉଛି ପାଇନ ଗଛର ଡାଳ। ତା'ପରେ କିଛି ନାହିଁ । ଶୁଷ୍କ ଉପରି ଭାଗରେ ମିଟ ମିଟ କରୁଛି ମ୍ଳାନ ସୂର୍ଯ୍ୟ ।…

ଅନନ୍ୟ ସାମ୍ବାଦିକ ତିଲକ, ଗାନ୍ଧୀ ଓ ଗୋପବନ୍ଧୁ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ସ୍ୱାଧୀନତା ସଂଗ୍ରାମ କାଳରେ କେଉଁ ଆଇନ ଆଧାରରେ ଲୋକମାନ୍ୟ ବାଲ୍‍ ଗଙ୍ଗାଧର ତିଲକ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭଳି ଯୁଗପୁରୁଷମାନଙ୍କୁ ବ୍ରିଟିଶ ସରକାର ଜେଲରେ ପୁରାଉଥିଲେ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷରେ ବି ସେହି…

ଦର୍ଶକ ବିହୀନ କ୍ରୀଡ଼ା

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ନିକଟରେ ଭୁବନେଶ୍ୱରରେ ଶେଷ ହୋଇଛି କନିଷ୍ଠ ପୁରୁଷ ହକି ବିଶ୍ୱ କପ୍ ଟୁର୍ଣ୍ଣାମେଣ୍ଟ। ପ୍ରତିଯୋଗିତାଟିର ଅନ୍ୟ କୌଣସି ବିଶେଷତ୍ୱ ଥାଉ କି ନ ଥାଉ ଏହାର ଗୋଟିଏ ଦିଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ ଯେ ଏହା ସାଧାରଣ ଦର୍ଶକ…

ଧାରାବାହିକ ଉପନ୍ୟାସ : ଦେବୀ (୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୮ ନାରୀର ଜୀବନ ଏକ ଜୈବିକ ପରୀକ୍ଷାଗାର। ତା' ଦେହ ଓ ମନ ଏକଏକ ପରୀକ୍ଷଣ ସାମଗ୍ରୀ। ପ୍ରଥମେ ପ୍ରେମିକ ଆସି ସ୍ବପ୍ନ ଆଉ କଳ୍ପନା ମିଶେଇ ତିଆରି କରେ ଗୋଲାପୀ ସଂଭାବନା। ତାର ଆୟୁଷ ସ୍ୱଳ୍ପ ହେଲେ ହେଁ ସେଇଠୁ ନାରୀ ଶିଖେ ହସ ଆଉ ଲୁହର…