Latest Odisha News

BREAKING NEWS

Yearly Archives

2021

ତାମିଲନାଡୁର ଏକ ଗାର୍ମେଣ୍ଟ ଫାର୍ମରୁ ଉଦ୍ଧାର ହେଲେ ୧୯ ଜଣ ଓଡିଶା ମହିଳା

ଭୁବନେଶ୍ୱର / ତିରୁପୁର: ରବିବାର ସକାଳେ ତାମିଲନାଡୁର ୧୫ ଭେଲାମପାଲୟାମରେ ଥିବା ଏକ ଘରୋଇ କପଡ଼ା କାରଖାନାରୁ ଅତି କମରେ ୧୯ ଜଣ ମହିଳା ଉଦ୍ଧାର ହୋଇଛନ୍ତି।  ସୋମବାର ଟ୍ରେନ ଯୋଗେ ସେମାନଙ୍କୁ ଓଡ଼ିଶା ପଠାଯିବ। ସୂଚନା ଅନୁଯାୟୀ ରାୟାଗଡା ଜିଲ୍ଲାର ଏହି ମହିଳାମାନଙ୍କୁ ସେମାନଙ୍କ ଇଚ୍ଛା…

ମାଓବାଦୀଙ୍କ ବର୍ବରକାଣ୍ଡ, ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ମିଲମପଲ୍ଲି ଜଙ୍ଗଲରେ ଘଟିଛି ଏହି ଘଟଣା । ମାଓବାଦୀ ପୁଣି ନିଜ…

ମାସ୍କ ନ ପିନ୍ଧି ଦମ୍ପତି ଚଳାଉଥିଲେ କାର; ଅଟକାଇଲା ପୋଲିସ୍‌; ଆଉ ତା ପରେ…

ନୂଆଦିଲ୍ଲୀ: କୋଭିଡ-୧୯ ନିୟମ ପାଳନ ନକରିବା ଏବଂ ସପ୍ତାହାନ୍ତ କର୍ଫ୍ୟୁ ଉଲ୍ଲଂଘନ କରିଥିବାରୁ ଦିଲ୍ଲୀ ପୋଲିସ ଏକ ଦମ୍ପତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି। ପଙ୍କଜ ଦତ୍ତା ଏବଂ ଆଭା ନାମକ ଏହି ଦମ୍ପତିଙ୍କ ମାସ୍କ ନ ପିନ୍ଧି କାର ଚଳାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ପୋଲିସ…

ଦିଲ୍ଲୀକୁ ଫେରିଲା ଲକଡାଉନ୍: ଆଜି ରାତି ୧୦ଟାରୁ ସପ୍ତାହେ ଲକଡାଉନ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା ମେଲାଉଛି । ଆଜି ଦ୍ୱିତୀୟ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ହଜାରରୁ ଅଧିକ ସଂକ୍ରମିତ । ଏହାପରେ କଟକଣାକୁ କଡ଼ାକଡ଼ି କରିଛନ୍ତି ଦିଲ୍ଲୀ ସରକାର । ଆଜି ରାତିରୁ ସପ୍ତାହେ ଦିଲ୍ଲୀ ଲକଡାଉନ ରହିବ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏ…

କରୋନା ମୁକାବିଲା; ଆଜି ସ୍ଥିତି ସମୀକ୍ଷା ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶର ଏକ କରୋନା ମହାମାରୀ ସ୍ଥିତିର ସମୀକ୍ଷା ପାଇଁ ଏକ ପ୍ରମୁଖ ବୈଠକରେ ଅଧ୍ୟକ୍ଷତା କରିବେ। ଆଜି ଦେଶରେ ଦୈନିକ ସଂକ୍ରମଣ ମାମଲା ୩ ଲକ୍ଷ ମୁହାଁ ହେଉଥିବା ବେଳେ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି। ସୋମବାର ସକାଳ ସୁଦ୍ଧା,…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କରୋନା

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ । ବହୁବାର ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ଟ୍ୱିଟ୍ କରି ନିଜେ ପ୍ରଦୀପ୍ତ ନାଏକ ସୂଚନା ଦେଇଛନ୍ତି । ଗତ ପାଞ୍ଚ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରିବା ପାଇଁ…

୭ ପୋଲିସ କର୍ମଚାରୀ କରୋନା ପଜିଟିଭ; ବନ୍ଦ ହେଲା ପୋଲିସ ଷ୍ଟେସନ

ନୂଆଦିଲ୍ଲୀ: ରବିବାର ଦିନ ୟୁପିର ସମ୍ଭଲ ଜିଲ୍ଲାର ଏକ ପୋଲିସ ଷ୍ଟେସନରେ ୭ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ପୋଲିସ ଷ୍ଟେସନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସଂକ୍ରମିତ ପୋଲିସ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି ଏବଂ ସାନିଟାଇଜେସନ୍ ପାଇଁ…

ରାହୁଲଙ୍କ ପରେ ମମତା: କୋଲକାତାରେ ଆଉ ପ୍ରଚାର କରିବେ ନାହିଁ ଦିଦି

କୋଲକାତା: ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ତାତି । ଏପଟେ କରୋନା କାୟା ବି ବଢୁଛି । ଏଭଳି ସ୍ଥିତିରେ କୋଲକାତାରେ ଆଉ ପ୍ରଚାର ଅଭିଯାନ କରିବେ ନାହିଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ଟିଏମସି ନେତା ଡେରେକ୍ ଓ’ବ୍ରାଏନ୍ ସୂଚନା ଦେଇଛନ୍ତି…

କାହିଁକି ନିଜ ୱେିଡିଙ୍ଗ୍‌ ଗାଉନ୍‌ ପିନ୍ଧି କରୋନା ଟିକା ନେଲେ ମହିଳା

ନୂଆଦିଲ୍ଲୀ: ଆମେରିକାର ବାଲ୍ଟିମୋରର ଜଣେ ମହିଳା କୋଭିଡ ଟିକା ନେବା ସମୟରେ ତାଙ୍କ ବିବାହ ଗାଉନ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଲାଗିରହିଛି। ଏହି ପୋଷ୍ଟ ୟୁନିଭର୍‌ସିଟି ଅଫ୍‌ ମ୍ୟାରିଲାଣ୍ଡ ମେଡିକାଲ୍‌ ସିଷ୍ଟମ ଟୁଇଟ୍‌ କରିଛି।…

ଦେଶରେ ୩ଲକ୍ଷ ମୁହାଁ ଦୈନିକ ସଂକ୍ରମଣ: ଦିନକରେ ୨ଲକ୍ଷ ୭୩ହଜାର ପଜିଟିଭ୍, ୧୬୧୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଦେଖାଉଛି କରାଳ ରୂପ । ଦୈନିକ ସଂକ୍ରମଣ ୩ଲକ୍ଷ ମୁହାଁ ହେଲାଣି । ପ୍ରତିଦିନ ରେକର୍ଡ କରୁଛି କରୋନା କାୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୭୩ହଜାର ୮୧୦ ଆକ୍ରାନ୍ତ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଏହି ସମୟରେ ମହାମାରୀ ନେଇଛି…