Latest Odisha News

BREAKING NEWS

Yearly Archives

2021

ଆଦିବାସୀ ନେତା ବ୍ରଜ କିଶୋର ସିଂଭୋଇଙ୍କ ପରଲୋକ

ବଲାଙ୍ଗୀର: ଆଦିବାସୀ ନେତା ବ୍ରଜ କିଶୋର ସିଂଭୋଇଙ୍କର ରବିବାର ଦିନ ବଲାଙ୍ଗୀରର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ରବିବାର ସକାଳେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବା ପରେ ସିଂଭୋଇଙ୍କୁ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ପ୍ରବାସୀଙ୍କ ପ୍ରୟାସ

ବାରିପଦାରୁ ଉଦୁଳା ଯିବା ରାସ୍ତାରେ ଡୁକୁରା ଛକ ନିକଟରେ ରାସ୍ତାର ବାମ ପାଖରେ ଆପଣ ପାଇବେ ଗୋଟିଏ କଫି ଓ ସ୍ନାକ୍ସ ଦେକାନ । ବିସ୍କୁଟ, ମିକ୍ସଚର, ଚିପ୍‌ସ୍‌, କୁର୍‌କୁରେ, ଚକୋଲେଟ୍ ଆଦି ପ୍ୟାକେଟ୍ ଏବଂ ଡବା ଭର୍ତ୍ତି ଦୋକାନଟି ବେଶ୍ ଆକର୍ଷଣୀୟ ଦେକାନର ସାମ୍ନାଟି ମଧ୍ୟ ବେଶ୍ ପରିଷ୍କାର…

ବିସ୍ଫୋରଣ ନେଲା ୨ ଜୀବନ, ୩ ଜଣ ଗୁରୁତର

ବ୍ରହ୍ମପୁର: ଘରେ ହେଲା ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୩ ଜଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗାଁରେ ଆଜି ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । କୁହାଯାଉଛି, ଜଣେ ବ୍ୟକ୍ତିଙ୍କ ଘରେ କୌଣସି…

ରଥଯାତ୍ରା ପ୍ରସ୍ତୁତି: ନୟାଗଡ଼ ବନଖଣ୍ଡରୁ ପୁରୀ ଆସିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ ବନଖଣ୍ଡରୁ ଗୋଟିଏ ରଥକାଠ ବୋଝେଇ ଟ୍ରକ ଆଜି ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୩ଟି ଫାସୀ କାଠ ରହିଛି । ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ । ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା…

ପରଲୋକରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଦିବାସୀ ଆଇଏଏସ୍ ଅଫିସର ଲିଭିନସ କିଣ୍ଡୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଇଏଏସ୍ ଅଫିସର ଲିଭନିସ୍ କିଣ୍ଡୋଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ରାତି ସାଢେ ୧୦ଟାରେ ରାଜଗାଙ୍ଗପୁର ମାଲିଡିହି ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ସୁନ୍ଦରଗଡ଼ ଜିଲ୍ଲାର…

ଆସନ୍ତା ୨୬ରେ ହାତକୁ ଦି ହାତ ହେବେ କମେଡି କୁଇନ୍‌ ସୁଗନ୍ଧା ମିଶ୍ରା

ମୁମ୍ବାଇ: ହାସ୍ୟ ଅଭିନେତ୍ରୀ, ଟେଲିଭିଜନ ହୋଷ୍ଟ ତଥା ପ୍ଲେବ୍ୟାକ୍ ସିଙ୍ଗର୍‌ ସୁଗନ୍ଧା ମିଶ୍ରା ଦୀର୍ଘ ଦିନର ପ୍ରେମିକ ସଙ୍କେତ ଭୋସଲେଙ୍କୁ ଏପ୍ରିଲ ୨୬ ରେ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ସେୟାର୍‌ କରି ସୁଗନ୍ଧା ଲେଖିଛନ୍ତି: "ଆପଣମାନଙ୍କ ଆଶୀର୍ବାଦ ପାଇଁ ଧନ୍ୟବାଦ। ସେ…

କୋଭିଡ୍ ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀର କଳାବଜାର ଉପରେ ନଜର ରଖିବ ସ୍ପେଶାଲ୍ ସ୍କ୍ୱାଡ୍

ଭୁବନେଶ୍ୱର: କରୋନା କାଳରେ ଔଷଧ କଳାବଜାର କରୁଥିଲେ ସାବଧାନ ହୁଅନ୍ତୁ । ନଚେତ୍ କଡ଼ା କାର୍ୟ୍ୟାନୁଷ୍ଠାନ ହେବ । କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ କଳାବଜାର ରୋକିବାକୁ ଗଠନ ହୋଇଛି ୨୩ଟି ସ୍ପେଶାଲ୍ ସ୍କ୍ୱାଡ୍ । ରାଜ୍ୟବ୍ୟାପୀ ଚାଲିବ ସ୍ପେଶାଲ ଡ୍ରାଇଭ୍ । ଏନେଇ ଆଜି ସୂଚନା ଦେଇଛନ୍ତି…

ପୁଣେରେ ଓଡ଼ିଶାର ବରିଷ୍ଠ ସେନା ଅଧିକାରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରବିବାର ସକାଳେ ପୁଣେ ରେଳ ଷ୍ଟେସନରେ ଓଡିଶାର ଅନନ୍ତ ନାୟକ ନାମକ ଜଣେ ବରିଷ୍ଠ ସେନା ଅଧିକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ସୋଲାପୁର ଉଦୟନ୍ ଏକ୍ସପ୍ରେସ ସମ୍ମୁଖକୁ ୫୭ ବର୍ଷୀୟ ଅଧିକାରୀ ଡେଇଁପଡିଥିବା ଅଭିଯୋଗ ହୋଇଛି। ସୂଚନା…

ପୁରୀ ଶ୍ରୀମନ୍ଦିର ସହିତ ଜଡ଼ିତ ୫୦ ଜଣ କରୋନା ପଜିଟିଭ 

ପୁରୀ: ପୁରୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁରୀ ଶ୍ରମନ୍ଦିର ସହ ଜଡ଼ିତ ଏପର୍ଯ୍ୟନ୍ତ ମୋଟ ୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏନେଇ ସୁଚନା ଦେଇଛନ୍ତି ।  ଚିହ୍ନଟ ସଂକ୍ରମିତ ୫୦ ଜଣଙ୍କ ମଧ୍ୟରୁ ୨୨ ଜଣ ହେଉଛନ୍ତି ସେବାୟତ ଓ ସେମାନଙ୍କ ପରିବାର ଲୋକ…

ରାଜସ୍ଥାନରେ ୧୫ ଦିନ ଲକଡାଉନ୍, କିଛି କ୍ଷେତ୍ରରେ କଟକଣା କୋହଳ

ଜୟପୁର: ରାଜସ୍ଥାନରେ କରୋନା ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଲାଗିଲା ଲକଡାଉନ୍ । ଆଜିଠାରୁ ୧୫ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଆସନ୍ତା ମେ ୩ ତାରିଖ ଯାଏ ଲକଡାଉନ୍ ଜାରି ରହିବ । ତେବେ କିଛି କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଏହି…