Latest Odisha News

BREAKING NEWS

Yearly Archives

2021

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ :  ୨୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ଚିନ୍ତା କରିବା ମାତ୍ରେ ମନ ମଧ୍ୟରେ ଉଙ୍କି ମାରନ୍ତି ଅତିବଡ଼ି ଜଗନ୍ନାଥ ଦାସ । ଆଖି ଆଗରେ ଉଦ୍ଭାସିତ ହୁଏ "ଶ୍ରୀମଦ ଭାଗବତ "ଓ ତାର ଆମର ପଦ୍ୟାବଳୀ "…

ଧାରାବାହିକ ଉପନ୍ୟାସ : ଦେବୀ (୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୭ ଯେଉଁ ରାସ୍ତାରେ ଦିନେ ଫୁଟିଥିଲା ଫୁଲ, ସେଇ ରାସ୍ତା ବି ଦିନେ କହିଥିଲା , ଅନ୍ୟ ରାସ୍ତା ଦେଖ ଦେବ ! ସାରା ଜୀବନ ଅନ୍ୟ ରାସ୍ତା ଖୋଜି ଖୋଜି ନୟାନ୍ତ ହୋଇ ବି ଦେବ ସଠିକ ରାସ୍ତା ପାଇଲା ନାହିଁ। ଜୀବନ ତା' ବାଟରେ ଗଲା। ଦୁଃଖ -…

ବ୍ୟଙ୍ଗ : ମହାବାତ୍ୟା

ଆଜି ଏମିତି ବୁଲୁ ବୁଲୁ ଜଣେ ଭଦ୍ରବ୍ୟକ୍ତିଙ୍କ ସହ ଦେଖା ହେଲା । ଖାଲି ଦେଖା ତ ହେଲାନି ଭଦ୍ରବ୍ୟକ୍ତିଙ୍କ ଆଚରଣ ଆମ ମନ ଚଇତନକୁ ଟାଣି ନେଲା । ଭଦ୍ରବ୍ୟକ୍ତି ଜଣଙ୍କ ନିଜ ମୋବାଇଲ ସ୍କ୍ରିନକୁ ଖୋଲି ଜଣେ ମହିଳାଙ୍କ ଫୋଟ ବାରମ୍ବାର ଦେଖୁଥାନ୍ତି । କୌତୂହଳରେ ପଚାରିଲି ,"ସାର୍ ଏ କ'ଣ ଆପଣଙ୍କ…

ସଚିନଙ୍କ ଝିଅ ସାରାଙ୍କ ମଡେଲ ଲୁକ ଚର୍ଚ୍ଚାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ପୁନର୍ବାର ଚର୍ଚ୍ଚାରେ । ତାଙ୍କର ଏକ ଗ୍ଲାମରସ ଲୁକ ଏବେ ସମସ୍ତଙ୍କ ମନ କିଣିଛି । ତାଙ୍କର ମଡେଲିଂ ଲୁକ କୌଣସି ହିରୋଇନଠାରୁ କମ ନୁହେଁ । ଇନଷ୍ଟାଗ୍ରାମରେ ସାରା ତାଙ୍କ ମଡେଲିଂ ଫଟୋ ଏବଂ ଭିଡିଓ…

କରୋନା ମହାମାରୀ ପରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ଚୀନରେ ରିଲିଜ ହେବ ସୁଶାନ୍ତଙ୍କ ଛିଛୋରେ

ମୁମ୍ବାଇ: କରୋନା ମହାମାରୀ ପରେ ଚୀନରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ରିଲିଜ ହେବାକୁ ଯାଉଛି ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ଛିଛୋରେ । ୬୭ତମ ଜାତୀୟ ପୁରସ୍କାର ପାଇଥିବା ଛିଛୋରେର ଚୀନ ଭାଷା ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି । ଭାରତୀୟ ବକ୍ସ ଅଫିସରେ ସୁଶାନ୍ତଙ୍କ ଏହି ଫିଲ୍ମ ୧୫୦ କୋଟିରୁ…

ଆସନ୍ତା ବର୍ଷ ଦଶହରାରେ ରିଲିଜ ହେବ କଙ୍ଗନାଙ୍କ ତେଜସ

ମୁମ୍ବାଇ:ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ତେଜସ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ୱାର ଡ୍ରାମା ଆସନ୍ତା ବର୍ଷ ଦଶହରା ଦିନ (ଅକ୍ଟୋବର ୫) ପରଦାକୁ ଆସିବ । କଙ୍ଗନା ମଧ୍ୟ ସୋସିଆଲ ସାଇଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଉରୀ:ଦି ସର୍ଜିକାଲ ଷ୍ଟ୍ରାଇକ ପରେ ସେନାଙ୍କ ଉପରେ…

ସମ୍ ଅଲ୍ଟିମେଟରେ ହୃଦ ସମସ୍ୟା ଥିବା ଶିଶୁର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ସଫଳ ଅସ୍ତ୍ରୋପଚାର କରିଛନ୍ତି ହୃଦରୋଗ ବିଶେଷଜ୍ଞ । ପେଡିଆଟିଉ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନସନ ଦ୍ବାରା ଶିଶୁଟି ସୁସ୍ଥ ହୋଇପାରିଛି । ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ…

ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

ପିପିଲି : ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍। ପିପିଲି ଅଞ୍ଚଳରେ ଲୁଟେରା ମାନେ ଦିନ ଦ୍ୱି ପ୍ରହରରେ ଲୁଟି ନେଇଛନ୍ତି ଟଙ୍କା। ସୂଚନା ଅନୁସାରେ ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା ଦୋକାନ ସମ୍ମୁଖରେ ଜଣେ ବ୍ୟବସାୟୀଙ୍କ ବାଇକ ଡିକିରୁ ୫୦ ହଜାର ଟଙ୍କା…

ଦେଶର ମୁଖ୍ୟ ଆର୍ଥୀକ ପରାମର୍ଶଦାତା ହେବାକୁ ଯାଉଛନ୍ତି ଜଣେ ମହିଳା !

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତ ସରକାର ଦେଶର ମୁଖ୍ୟ ଆର୍ଥୀକ ପରାମର୍ଶଦାତା ଭାବେ ଜଣେ ମହିଳାଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି । କୃଷ୍ଣମୂର୍ତି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେ ଶିକ୍ଷା ଜଗତକୁ ଫେରିବା ପାଇଁ ଚାହୁଁଛନ୍ତି । ଏହି ଖାଲି ପଡିଥିବା ସ୍ଥାନରେ ଗୀତା…

ଚାନ୍ଦିପୁର ବାଲିଷ୍ଟିକ୍ ମିସାଇଲ୍ ‘ପ୍ରହାର’ର ପରୀକ୍ଷଣ ସଫଳ

ବାଲେଶ୍ବର : ବାଲିଷ୍ଟିକ୍ ମିସାଇଲ୍ ‘ପ୍ରହାର’ର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ ‘ପ୍ରହାର’ର ଉତକ୍ଷେପଣ ହୋଇଛି । ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ମିସାଇଲ । ଏହାର…