Latest Odisha News

BREAKING NEWS

Yearly Archives

2021

କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଶୁକ୍ରବାର ଜଣାପଡ଼ିବ: ଡ଼ିଏମଇଟି

ଭୁବନେଶ୍ୱର: ରାଜ୍ୟରେ ୨୪୬ ନମୂନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି । ଶୁକ୍ରବାର ଜଣାପଡ଼ିବ କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି କି ନାହିଁ । ଡ଼ିଏମଇଟି ଡ଼ାକ୍ତର ରମାରମଣ ମହାନ୍ତି ଏହିପରି କହିଛନ୍ତି । ସେ କହିଛନ୍ତି, ଏହି ସବୁ ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ…

[ଭିଡ଼ିଓ ] ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍

ଯାଜପୁର: ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍ । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ ହୋଇଛି । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ…

ଯାଜପୁର ପରେ ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ସ୍କୁଲ, କଲେଜ ଖୋଲିଥିବାରୁ କରୋନାର ଭୟାବହତା ବ୍ୟାପିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରୁ ସ୍କୁଲ ମାନଙ୍କରୁ ଛାତ୍ରଛାତ୍ରୀମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଯାଜପୁର ଜିଲ୍ଲାର ୯ଜଣ ଛାତ୍ରୀଙ୍କ ପଜିଟିଭ୍ ରିପୋର୍ଟ ବାହାରିବା ପରେ ଏବେ…

ଆଇଆଇଟି ଇନ୍ଦୋରରେ ସ୍ୱର୍ଣ୍ଣ ପଦକ ହାସଲ କଲେ ବଲାଙ୍ଗୀରର ଆରତୀ ସାମଲ

ଟିଟିଲାଗଡ଼: ବହୁ ବାଧାବିଘ୍ନ ସତ୍ତ୍ୱେ ଲକ୍ଷ୍ୟ ପଥରୁ ଓହରିଯାଇନାହାନ୍ତି । ନିଜ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଜି ସଫଳତା ହାସଲ କରିପାରିଛନ୍ତି । ବଲାଙ୍ଗୀର ଟିଟିଲାଗଡ଼ ଉପଖଣ୍ଡ ଡ଼ୁମେରମୁଣ୍ଡା ଗାଁର ଆରତୀ ସାମଲ । ଆଭ୍ୟନ୍ତରୀଣ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ ହାସଲ କଲେ ସ୍ୱର୍ଣ୍ଣ…

ଆଜି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ସଙ୍ଗୀତ, ସାମିଲ ହେବେ ବଲିଉଡର ସେଲିବ୍ରେଟି

ମୁୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭକି କୌଶଲ ବିହାର ପାଇଁ ସଜବାଜ ଆରମ୍ଭ ହେଲାଣି। ସଜେଇ ହୋଇଛି ରାଜସ୍ଥାନର ସିକ୍ସଥ ସେନ୍ସ ଫୋର୍ଟ। ଆଜି ଏହି ଫୋର୍ଟରେ ଚିକିନ ଚମେଲି ଓ ଭିକିଙ୍କ ସଙ୍ଗୀତ ସେରିମନି ଆୟୋଜନ କରାଯାଇଛି। ଏହି ଫଙ୍କସନରେ କ୍ୟାଟ୍-ଭିକିଙ୍କ ପିରବାର ଲୋକ ରହିବେ ବୋଲି ସୂଚନା…

ଧାରାବାହିକ ଉପନ୍ୟାସ : ଦେବୀ (୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୬ ପୌଷ ମାସର ଶୀତ ରାତି ମୁନିଆ କଣ୍ଟା ପରି ତୀକ୍ଷ୍ଣ। ଯଦି କୁହୁଡି ପଡ଼ିଥାଏ ତେବେ ସେ ରାତି ଲାଗେ ବ୍ୟାଧର ଶିକାର ଫାଶ।ରାତି ଦଶଟା ପାଖାପାଖି ଖାଇସାରି ଦେବ ଘରୁ ବାହାରି ଦାଣ୍ଡ ଉପରେ ଠିଆ ହେଲା।ସାରା ଗାଆଁ ଏକ ଅଭୂତପୂର୍ବ…

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର

ଯାଜପୁର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ…

ପୁରୀ-ଅଜମେର ଟ୍ରେନରେ ହଠାତ୍ ଲାଗିଲା ନିଆଁ

ଟିଟିଲାଗଡ଼ : ପୁରୀ ଅଜମେର ଟ୍ରେନରେ ଆଜି ସକାଳୁ ହଠାତ୍ ନିଆଁ ବାହାରିଥିଲା। ଫଳରେ ଟ୍ରେନଟି ଘଣ୍ଟାଏ କାଳ ଟିଟିଲାଗଡ଼ ଜଙ୍କସନରେ ଅଟକି ରହିଥିଲା। ବଗି ନମ୍ବର ଏସ୍ ୭ରେ ବ୍ରେକ ଜୋରରେରେ ଘସି ହେବା ଯୋଗୁଁ ଏହି ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ସିଏନଡବ୍ଲୁ ବିଭାଗ ପହଁଞ୍ଚି…

ବିଧାନସଭାରେ ବିରୋଧୀଙ୍କ ଘଣ୍ଟମାଡ଼, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ହାଇଡ୍ରାମା । ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ । ବିଧାନସଭାରା ଆରମ୍ଭରୁ ହୋ ହାହାଲ୍ଲା ଆରମ୍ଭ ହୋଇଯାଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ମାନେ ନାରାବାଜୀ କରିବା ସହ ବିଧାନସଭାରେ ଘଣ୍ଟମାଡ କରିଥିଲେ।…

ସିଆଚେନରେ ପାକ୍ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୨ ପାଇଲଟ୍ ମୃତ

ସିଆଚେନ : ପାକିସ୍ତାନ ସେନାର ହେଲକପ୍ଟର ଦୁର୍ଘଟଣା ଗ୍ରସ୍ତ । ଫଳରେ ଦୁଇଜଣ ପାଇଲଟ୍ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତ ପାଇଲଟ ଦୁଇଜଣ ହେଉଛନ୍ତି ମେଜର ଇରଫାନ୍ ବର୍ଚ୍ଚା ଓ ମେଜର ରାଜା ଜୀସନ୍ ଜହାନଜେବ୍। ଆଇଏସଆରପି କହିଛି ଯେ ଦୁର୍ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଓ ଉଦ୍ଧାର…