Latest Odisha News

BREAKING NEWS

Yearly Archives

2021

ପଦ୍ମଶ୍ରୀ ରଜତ କୁମାର କରଙ୍କୁ ‘ମେହେର ସମ୍ମାନ’ ପ୍ରଦାନ

ଭୁବନେଶ୍ୱର : ସାପ୍ତାହିକ ଖବର କାଗଜ ଚିର ସନ୍ଧାନ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପାର୍ଥ ସାରଥୀ ଅଜୟ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହକୁ ଲୋକାଯୁକ୍ତ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଥିଲେ । ଏହି…

ବୈକୁଣ୍ଠନାଥଙ୍କ ତ୍ରୟୋଦଶ ବାଣୀର କବିତା ସଙ୍କଳନ ଉନ୍ମୋଚିତ

ଭୁବନେଶ୍ୱର : ଏକାମ୍ର ସତ୍ୟ ସେବାଶ୍ରମରେ ସନ୍ଥ ବୈକୁଣ୍ଠନାଥଙ୍କ ତ୍ରୟୋଦଶ ବାଣୀର କବିତା ସଙ୍କଳନ ଉନ୍ମୋଚିତ ହୋଇଯାଇଛି। ଗୌରୀଶଙ୍କର ମହାନ୍ତିଙ୍କ ଅନୁବାଦିତ ଓ ଧଉଳି ପବ୍ଲିକେଶନ ଦ୍ୱାରା ସଙ୍କଳିତ ଏହି ପୁସ୍ତକର ଉନ୍ମୋଚନ ଉତ୍ସବରେ ସନ୍ଥ ବାଳକା ନନ୍ଦ ଦାସ ,ସତ୍ୟାନନ୍ଦ ଦାସ,…

ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି କହିଥିଲେ ଶାହା, କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନକୁ ନିନ୍ଦା କଲା ସିପିଆଇ ମାଓବାଦୀ

ରାୟପୁର: ଶାହାଙ୍କ ଗସ୍ତ ପରେ ମାଓବାଦୀଙ୍କ ବିବୃତି । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜାପୁର ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଥିଲେ ।  କେନ୍ଦ୍ର ଗୃହମନ୍ତ୍ରୀଙ୍କ…

କଂଗ୍ରେସ ଛାଡିଲେ ସ୍ମୃତିରେଖା, ଦଳର ସହଯୋଗ ମିଳିନଥିବା ଅଭିଯୋଗ  

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । କୌଣସି ଘଟଣାରେ ଦଳ ତାଙ୍କୁ ସହଯୋଗ କରିନଥିବା ସେ ଅଭିଯୋଗ କରିଛନ୍ତି । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ଇସ୍ତଫା ପତ୍ରରେ…

୯ ବର୍ଷର ବାଳକକୁ ବିମାନଯାତ୍ରା କରାଇଲେ ରାହୁଲ ଗାନ୍ଧୀ; ଭିଡିଓ ଭାଇରାଲ

ନଆଦିଲ୍ଲୀ: ରାହୁଲ ଗାନ୍ଧୀ ଜଣେ ନଅ ବର୍ଷର ବାଳକର ପାଇଲଟ ହେବାର ସ୍ୱପ୍ନର ଗୋଟିଏ ପାଦ ଆଗକୁ ବଢିବାରେ ସାହାଯ୍ୟ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଭାରତୀୟ ଜାତୀୟ କଂଗ୍ରେସ ନେତା ଇନଷ୍ଟାଗ୍ରାମ୍‌ରେ ୯ ବର୍ଷୀୟ ବାଳକ ସହ କଥାବାର୍ତ୍ତା କରୁଥିବା ଏବଂ ତାଙ୍କୁ ତାଙ୍କ…

ଆଜି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସନ୍ଧ୍ୟାରେ କରିପାରନ୍ତି ବଡ଼ ଘୋଷଣା 

ଭୁବନେଶ୍ବର: ରାଜ୍ୟରେ ଏବେ ବଢିଚାଲିଛି କରୋନା ସଂକ୍ରମଣ । ଆଜି ସନ୍ଧ୍ୟାରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଏନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କରୋନା…

ମହିମା ଚୌଧୁରୀଙ୍କୁ ଡେଟ୍‌ କରୁଥିଲେ ଅଜୟ ଦେବଗନ?

ମୁମ୍ବାଇ: ୯୦ ଦଶକରେ ଅଜୟ ଦେବଗନ ମହିମାଙ୍କୁ ଡେଟ କରୁଥିବା ଗୁଜବ ବେଶ୍‌ ପ୍ରଚାର ହେଉଥିଲା।ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ଏହି ଗୁଜବର ଖୁଲାସା କରିଛନ୍ତି। ଅଜୟ ଦେବଗନ୍ ଏବଂ କାଜୋଲ ଫେବୃଆରୀ ୨୪, ୧୯୯୯ ରେ ବିବାହ ବନ୍ଧନରେ ଆବଦ୍ଧ ‌ହୋଇଥିଲେ। ପ୍ରାୟ ସମାନ ସମୟରେ ଅଜୟ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା, ଛାତ୍ରଙ୍କ ଭଙ୍ଗାରୁଜା, ପୋଲିସର ଲାଠିମାଡ଼

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ । ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଙ୍କ ଉତ୍ତେଜନା ଦେଖାଦେଇଛି । +3 ସେମିଷ୍ଟାର ପରୀକ୍ଷା ଅଫ୍ ଲାଇନ୍ ରେ ହେବାକୁ ବିରୋଧ କରି ଉତ୍ତେଜନା ପ୍ରକାଶ ପାଇଛି । ପ୍ରତିବାଦରେ ବିଶ୍ବବିଦ୍ୟାଳୟ ସମେତ କୂଳପତିଙ୍କ ଅଫିସର ବହୁ ଜିନିଷ ଭଙ୍ଗାରୁଜା…

ୱାଙ୍ଖେଡ ଷ୍ଟାଡିୟମର ୩ ଗ୍ରାଉଣ୍ଡ ଷ୍ଟାଫଙ୍କୁ କରୋନା

ମୁମ୍ବାଇ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ମଙ୍ଗଳବାର ଆଉ ୩ଜଣ ୱାଙ୍ଖେଡ ଷ୍ଟାଡିୟମ ଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହି ୩ଜଣ ଗ୍ରାଉଣ୍ଡ ଷ୍ଟାଫ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛି । ଯାହା ଫଳରେ ଚିନ୍ତା ବଢ଼ିଛି । ପୂର୍ବରୁ ଆଉ ୧୦ ଷ୍ଟାଫ ଏହି…

ନବରଙ୍ଗପୁରରେ ମହିଳାଙ୍କୁ ମୋହରା କରି ଚାଲିଛି ସବୁଜ ଜହର କାରବାର,୩ ମହିଳା ଅଟକ

ନବରଙ୍ଗପୁର: ଗଞ୍ଜେଇ କାରବାର କରି ଧରାପଡିବା ନବରଙ୍ଗପୁର ଜିଲ୍ଲାରେ ନିତିଦିନିଆ ଘଟଣା ହୋଇଗଲାଣି । ସବୁଜ ଜହର କାରବାରରେ ଏବେ ମହିଳା ମଧ୍ୟ ସାମିଲ ହୋଇଛନ୍ତି । ଅର୍ଥ ଉପାର୍ଜନ କରିବାର ଏକ ସହଜ ଉପାୟ ପାଲଟିଛି ଗଞ୍ଜେଇ ବେପାର । ଗରିବ ଶ୍ରେଣୀର ମହିଳାଙ୍କୁ ଅର୍ଥ ଲୋଭ ଦେଖେଇ ସେମାନଙ୍କୁ…