ନିଜକୁ ୩.୪ କୋଟିର ଉପହାର ଦେଲେ କାର୍ତ୍ତିକ
ମୁମ୍ବାଇ: କରୋନା ମୁକ୍ତ ହେବା ପରେ କାର୍ତ୍ତିକ ଆର୍ଯ୍ୟନ୍ ପ୍ରଥମେ କ’ଣ କରିଥିଲେ ଜାଣନ୍ତି କି? ତାଙ୍କର କୋଭିଡ୍-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ଅଭିନେତା ନିଜକୁ ଏକ ନୂତନ ଲାମ୍ବୋର୍ଗିନି ଉପହାର ଦେଇଥିଲେ।
କାର୍ତ୍ତିକ ଗତକାଲି ମୁମ୍ବାଇରେ ତାଙ୍କ ବ୍ରାଣ୍ଡ୍-ନୂଆ…