Latest Odisha News

BREAKING NEWS

Yearly Archives

2021

ବାତ୍ୟା ‘ଜଓ୍ବାଦ’ ଭୟ, ପୁରୀ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ପୁରୀ : ବାତ୍ୟାର ରୂପ ନେଇଛି ସମୁଦ୍ରରେ ଦାନା ବାନ୍ଧୁଥିବା ଗଭୀର ଅବପାତ । ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ । ଓଡିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୫ ତାରିଖରେ ଓଡିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଆଜି…

କଙ୍ଗନାଙ୍କ ଗାଡି ଆଗରେ ବିକ୍ଷୋଭ

ଚଣ୍ଡୀଗଡ: ପଙ୍ଗା କୁଇନ କଙ୍ଗନା ରାନାୱତ ଆଜି ପଞ୍ଜାବ ଯାଉଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଚଣ୍ଡୀଗଡ-ଉନା ହାଇୱେ ନିକଟରେ କୃଷକମାନେ ତାଙ୍କ ଗାଡି ଅଟକାଇ ଦେଇଥିଲେ । ପୋଲିସ ଓ କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ପ୍ରାୟ ୧ ଘଂଟା ଧରି ବିକ୍ଷୋଭକାରୀମାନେ କଙ୍ଗନାଙ୍କୁ ଅଟକାଇ…

ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପାଇଁ ପ୍ରଶାସନ ଦ୍ବାରା ଜାରି ହୋଇଥିବା ସତର୍କ ସୂଚନାକୁ ପାଳନ କରିବା ସହ ଧୈର୍ୟ୍ୟ ଓ ସାହସର ସହ ବାତ୍ୟାର ମୁକାବିଲା କରିବା ପାଇଁ…

ଓମିକ୍ରନ ଚିନ୍ତା: ୧୦ ଦକ୍ଷିଣ ଆଫ୍ରିକା ଫେରନ୍ତା ନିଖୋଜ

ବେଙ୍ଗାଲୁରୁ: ଓମିକ୍ରନ ନେଇ ସତର୍କତା ଅବଲମ୍ବନ କରିବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ଏବେ ବି ଲୋକେ ଏହାକୁ ବେଖାତିର କରୁଛନ୍ତି । ବାଙ୍ଗାଲୋରରେ ୧୦ଜଣ ଆଫ୍ରିକା ଫେରନ୍ତାଙ୍କ ପତା ଏ ପର୍ଯ୍ୟନ୍ତ ମିଳୁ ନ ଥିବାରୁ ପ୍ରଶାସନ ଚିନ୍ତାରେ ପଡି ଯାଇଛି । କରୋନା ଟେଷ୍ଟ କରାଇବା ପରେ ସେମାନେ…

ୟାହୁ ସର୍ଚ୍ଚରେ ମୋଦୀ ଶୀର୍ଷରେ, କୋହଲି ଦ୍ୱିତୀୟ

ନୂଆଦିଲ୍ଲୀ: ୟାହୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଭାରତର ଲୋକପ୍ରିୟ ବ୍ୟକ୍ତିଙ୍କ ସୂଚୀ ଜାରୀ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ କ୍ରିକେଟର ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ମମିତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମମିତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ । ମମିତା ହତ୍ୟାକାଣ୍ଡର ଯିଏ ଦୋଷୀ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମମିତା ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ଅତି ସମ୍ବେଦନଶୀଳ ଘଟଣା। ମମିତା ମୃତ୍ୟୁକୁ…

୧୩୨ ବର୍ଷ ପୁରୁଣା ରେକର୍ଡର ପୁନରାବୃତି: ୨ ଟେଷ୍ଟରେ ୪ ଅଧିନାୟକ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୩୨ ବର୍ଷ ତଳ ରେକର୍ଡର ପୁନରାବୃତି ଘଟିଛି । ୨ଟି ମ୍ୟାଚରେ ୪ଜଣ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପ୍ରଥମ ଟେଷ୍ଟରେ ଅଜିଙ୍କ୍ୟ ରାହାନେ ଏବଂ କେନ ୱିଲିୟମସନ ଅଧିନାୟକ ହୋଇଥିବା ବେଳେ ଦ୍ୱିତୀୟରେ ବିରାଟ କୋହଲି ଏବଂ ଟମ ଲାଥାମ…

ବାତ୍ୟା ମୁକାବିଲା ପାଇଁ ୪୬ଟି NDRF ଟିମ୍ ମୁତୟନ

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ! IMDର ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ତେବେ ବାତ୍ୟା ପାଇଁ ଓଡ଼ିଶା ସମେତ ୩ ରାଜ୍ୟକୁ…

ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହିଦିନରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା…

[ଭିଡିଓ] ଦାଢି କାଟିବାକୁ ସେଲୁନରେ ପହଂଚିଲା ମାଙ୍କଡ, ଆଉ ତା ପରେ…

ଭୁବନେଶ୍ୱର: ମଣିଷଙ୍କୁ ନକଲ କରିବାରେ ମାଙ୍କଡ ଭଳି ପଶୁ ବେଶ ମାହିର । ଏ ନେଇ ସୋସିଆଲ ମିଡିଆରେ ଅନେକ କୌତୁକିଆ ଭିଡିଓ ମଧ୍ୟ ରହିଛି । ହେଲେ ନିକଟରେ ଗୋଟିଏ ମାଙ୍କଡ ସେଲୁନରେ ପହଂଚିଥିଲା । ଆଉ ତା ପରେ ଯାହା ଘଟିଥିଲା, ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି…