Latest Odisha News

BREAKING NEWS

Yearly Archives

2021

୧୨ଘଣ୍ଟାରେ ବାତ୍ୟା, ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ

ଭୁବନେଶ୍ୱର: ଆସନ୍ତା ୧୨ଘଣ୍ଟାରେ ବାତ୍ୟା । ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକାଳ ୫ଟା ୩୦ରେ ଗଭୀର ଅବପାତ ରୂପ ନେଇଛି ଅବପାତ । ଅଧିକ ଘନୀଭୂତ ହୋଇ ୧୨ଘଣ୍ଟାରେ ବାତ୍ୟାର ରୂପ ନେବା ସମ୍ଭାବନା । ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ…

ଆସୁଛି ବାତ୍ୟା: ପ୍ରବଳ ବର୍ଷା ସମ୍ଭାବନା, ଜୋରରେ ବହିବ ପବନ

ଭୁବନେଶ୍ୱର: ଆସୁଛି ବାତ୍ୟା । ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୫୦କିଲୋମିଟର ଦୂରରେ ରହିଛି । ୪ତାରିଖ ସକାଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୫ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ଜଗତ ଠାକୁର ଶ୍ରୀ ଜଗନ୍ନାଥ କୋଟି ବ୍ରହ୍ମlଣ୍ଡର କର୍ତ୍ତା । ତାଙ୍କ ପ୍ରତ୍ୟେକଟି ଲୋମ କୂପରେ ଅନେକ ବ୍ରହ୍ମlଣ୍ଡ ମାଲମାଳ ହୋଇ ବିରାଜମାନ କରୁଛି ।ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ…

ଧାରାବାହିକ ଉପନ୍ୟାସ : ଦେବୀ (୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ ଦେବୀ : ଭାଗ ୨ ଶୀତରାତିର ଅନ୍ଧାର ବୁଢିଆଣୀ ଜାଲ ପରି ସୂକ୍ଷ୍ମ ଅଥଚ ବହଳ । ତା' ସହିତ ଉପସ୍ଥିତ ସ୍ଥାନ ଯଦି ସହର ବହିର୍ଭୁତ କୌଣସି ଏକ ମଫସଲ ଗାଆଁ ହୋଇଥାଏ, ସେଠାରେ ଅନ୍ଧାର ଭାଲୁର ଲୋମଶ ଆଲିଙ୍ଗନ ପରି ମୁଲାୟମ ମାତ୍ର ଗାଢ଼। ବସରେ ବସି ଅନ୍ଧାରର…

ଝର୍କାର ଆଲୋକିତ ଫ୍ରେମରେ ଈଶ୍ବର

ପ୍ରଦୀପ କୁମାର ରାୟଙ୍କ ସ୍ମୃତିର ଫରୁଆରୁ  ଓଃ... ଭୀଷଣ ବିରକ୍ତିକର..! କଲେଜରୁ ଫେରିବା ବେଳେ ଝିପି ଝିପି ବର୍ଷା ହେଉଥିଲା । ଭିଜି ଭିଜି ଫେରିଥିଲି । ଘରକୁ ଆସି ଚେଞ୍ଜ କରି ଖଟ ଉପରେ ଗଡିପଡିଲି । ଏକୁଟିଆ ବ୍ୟାଚଲର ଜୀବନ । ଏଇ ଛୋଟିଆ ଭଡ଼ା ଘରର ମୁଁ ଅଧୀଶ୍ଵର । ଗଡ଼ୁ ଗଡ଼ୁ ଶୋଇ…

ଗାନ୍ଧୀ ଓ ରମାଦେବୀଙ୍କ ଆଦର୍ଶରେ ମହିଳାମାନେ ସମାଜକୁ ଗଢି ପାରିବେ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ , "ଗାନ୍ଧୀ" ଶୀର୍ଷକରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଗାନ୍ଧୀ ପ୍ରତିଷ୍ଠାନର ସର୍ବ ଭାରତୀୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନନ୍ଦ ଏହାକୁ ଉଦଘାଟନ କରିଥିଲେ। କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ମଞ୍ଚସ୍ଥ ହେଲା ହାସ୍ୟରସାତ୍ମକ ନାଟକ ‘ଚତୁରା କାହାର’

ଭୁବନେଶ୍ୱର : ନାଟ୍ୟ ସଂସ୍ଥା “ମୁକ୍ତି” ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ “ଚତୁରା କାହାର ” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଯାଇଛି । କାର୍ଲୋ ଗୋଲଦୋନିଙ୍କ ରଚିତ ଓ ଶକ୍ତି ମହାନ୍ତିଙ୍କ ଦ୍ଵାରା ଓଡ଼ିଆରେ ଅନୂଦିତ  ଏହି ନାଟକକୁ ସୂର୍ଯ୍ୟ ମହାନ୍ତି ନିର୍ଦ୍ଦେଶନା ଦେଇ।…

ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ: ଶୁଭ୍ରାଂଶୁ ଅଧିନାୟକ, ଫେରିଲେ ବିପ୍ଲବ

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫି ପାଇଁ ଆଜି ଓସିଏ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ୨୧ ଜଣିଆ ଓଡିଶା ଦଳ ଘୋଷଣା କରିଛନ୍ତି । ରାଜେଶ ଧୂପରଙ୍କ ସ୍ଥାନରେ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଦଳକୁ ଫେରିଛନ୍ତି ଅଲରାଉଣ୍ଡର ବିପ୍ଲବ ସାମନ୍ତରାୟ । ୨…

ତଡପ ଫିଲ୍ମ ନେଇ ବଢ଼ିଛି ଦର୍ଶକଙ୍କ ଉତ୍କଣ୍ଠା, ଉତ୍ସାହଜନକ ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁତ୍ର ଅହାନ ଏବଂ ତାରା ସୁତାରିୟାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ତଡପ ଡିସେମ୍ବର ୩ରେ ରିଲିଜ ହେବ । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ଉତ୍କଣ୍ଠା ରହିଥିବା ଜଣାପଡିଛି । ମଙ୍ଗଳବାର ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ଏହାର ଆଡଭାନ୍ସ ବୁକିଂ…

କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ ପାଲଟିଛି : ସାଂସଦ ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ : ସଂସଦରେ କୋଭିଡ ସମ୍ପର୍କରେ ଆଲୋଚନା କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ ପାଲଟିଛି ବୋଲି ଅଚ୍ୟୁତ ସାମନ୍ତ ଲୋକସଭାରେ କହିଛନ୍ତି। ଉତ୍ତମ କୋଭିଡ୍‍ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା…