ଜାଣନ୍ତୁ ଦିଲ୍ଲୀର ମହିଳା ଯୌନକର୍ମୀ ଓ ସେମାନଙ୍କ ପିଲାମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଥିବା ଏହି ମହିଳାଙ୍କ…
ନୂଆଦିଲ୍ଲୀ: ଜି.ବି ରୋଡ୍ ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ ରେଡ୍ ଲାଇଟ୍ ଅଞ୍ଚଳ ଭାବେ ଜଣାଶୁଣା। ଏଠାରେ ଅନେକ ଚେହେରା ପଛରେ ଲୁଚି ରହିଛି ଯନ୍ତ୍ରଣାଭରା କାହାଣୀ। ଜିବି ରୋଡ୍ର ୭୭ଟି କୋଠରୀରେ ଏପର୍ଯ୍ୟନ୍ତ ଚାରି ହଜାରରୁ ଅଧିକ ମହିଳା ଏବଂ ଦେଢ ହଜାରରୁ ଅଧିକ ବାଳିକା ବାସ କରୁଛନ୍ତି।…