Latest Odisha News

BREAKING NEWS

Yearly Archives

2021

ଓଡ଼ିଶାପଜିଟିଭ ପକ୍ଷରୁ ଚଣ୍ଡୀଗଡ଼ ଚାପ୍ଟରର ଶୁଭାରମ୍ଭ

ଚଣ୍ଡୀଗଡ଼ : ପ୍ରବାସୀ ଓଡ଼ିଆଙ୍କ ବିଶ୍ୱସ୍ତରୀୟ ସଂଗଠନ ଓଡ଼ିଶାପଜିଟିଭ୍ ପକ୍ଷରୁ ଏହାର ଚଣ୍ଡୀଗଡ଼ ଚାପ୍ଟରର ଶୁଭାରମ୍ଭ କରାଯାଇଛି । ଏହି ଚାପ୍ଟର କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ସମେତ ପଞ୍ଜାବ, ହରିୟାନା ଓ ହିମାଚଳ ପ୍ରଦେଶ ପାଇଁ କାମ କରିବ । ଚଣ୍ଡୀଗଡ଼ ସେକ୍ଟର-୩୧ ସ୍ଥିତ ଶ୍ରୀଜଗନ୍ନାଥ…

ଗୀତାଙ୍କ ବଜ୍ର ଶପଥ: ଆଉ ହେବନି ବାଲ୍ୟ ବିବାହ

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ସୋନପୁରର ସୁନବୋହୂ ଗୀତାଞ୍ଜଳି । ଯେବେ ବୟସ ପୂର୍ବରୁ କିଏ ସିନ୍ଦୁର ପିନ୍ଧେ । ଯେବେ ସମୟ ପୂର୍ବରୁ କାହାର ସାହାନାଈ ବାଜେ । ଯେବେ କଅଁଳ ହାତରେ ହାତଘଣ୍ଟି ପଡ଼େ । ଗୀତାଞ୍ଜଳିଙ୍କ ମନ ଅଥୟ ହୋଇଯାଏ । ସଂସାରକୁ ବୁଝିବା ପୂର୍ବରୁ ଘରସଂସାର…

ବସ୍ତି ପାଇଁ ବବିତା ଦିଦି…

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଭୁବନେଶ୍ୱର: ସେ ସାଜିଛନ୍ତି ବସ୍ତିର ବିଦ୍ୟାଦାତ୍ରୀ, ସେ ପୁଣି ବନିଛନ୍ତି ସେବାର ଦେବୀ । ବସ୍ତିବାସିନ୍ଦାଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ବବିତା ଦିଦି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଲୋକଙ୍କ ପାଇଁ ଆଗ ଡାକରା ନାଁ ବବିତା । ସେ…

‘ଚୁଜ୍ ଟୁ ଚ୍ୟାଲେଂଜ’ ଥିମ୍ କୁ ନେଇ ଚଳିତ ବର୍ଷ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ୧୯୭୫ ମସିହାରୁ ଜାତିସଂଘ ଆନୁକୂଲ୍ୟରେ ଆଜିର ଦିନକୁ ମହିଳା ଦିବସ ରୂପେ ପାଳନ ହୋଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି 'ଚୁଜ୍ ଟୁ ଚ୍ୟାଲେଂଜ' । ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କ ରାଜନୀତିକ, ସାମାଜିକ ଓ ଆର୍ଥିକ…

ସଶକ୍ତ ସମାଜ ପାଇଁ ରାଷ୍ଟ୍ରଦୀପ ଭଳି ଗଣମାଧ୍ୟମର ଆବଶ୍ୟକତା ରହିଛି: ଧର୍ମେନ୍ଦ୍ର ପ୍ରଧାନ

କଟକ : ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ । କଟକ ଠାରେ ଅନୁଷ୍ଠିତ “ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ ଯୋଗଦେଇ କହିଛନ୍ତି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ତା୮-୩-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୨୧ ମସିହା ମାର୍ଚ୍ଚ ତା ୮ରିଖ ସୋମବାର କୁମ୍ଭ ୨୫ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି ପୂର୍ବା ଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- ତୁଳା କୁମ୍ଭ ରାଶି ପୁରୁଷ ଓ…

ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍: କବିର ହନ୍ସ ଓ ଋତୁପର୍ଣ୍ଣା ଚୌଧୁରୀ ବିଜୟୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଡାଶାଲ ଗୁରୁକୁଲ ରିସର୍ଟରେ ୩ ତାରିଖରୁ ଠାରୁ ଚାଲିଥିବା ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍ ରବିବାର ଉଦଯାପିତ ହୋଇଯାଇଛି। ପୁରୁଷ ଏକକରେ କବିର ହନ୍ସ ବିଜୟୀ ହୋଇଛନ୍ତି। ପ୍ରତ୍ୟୁଷ ମହାନ୍ତିଙ୍କୁ ୬-୧, ୬-୨ରେ କବିର ହନ୍ସ…

ସୁରଟ ଫେରନ୍ତାଙ୍କ ଦୁଃଖଦ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’

ଭୁବନେଶ୍ୱର: ମହାମାରୀ କରୋନା ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରଭାବିତ କରିଛି । ଲକଡାଉନ୍ ଓ ସଟଡାଉନ୍ ଭିତରେ ଅନେକଙ୍କ ଜୀବିକା ଯାଇଥିବା ବେଳେ ଭୂତାଣୁ ନେଇଛି ବହୁ ଜୀବନ । ଜୀବନର ଅସମୟରେ ଘଟୁଥିବା ଏଭଳି ଘଟଣାକୁ ପରଦାରେ ଚିତ୍ରଣ କରିବାକୁ ଜ୍ୟୋତି ପ୍ରଡକ୍ସନ ନିର୍ମାଣ କରୁଛି ଓଡ଼ିଆ ଚଳଚ୍ଚିତ୍ର…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

ଗଜପତି : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗାଁରେ ଅଭାବନୀୟ ଘଟଣା । ଘର ଭିତରେ ଯୁବକ ଓ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଯୁବକ-ଯୁବତୀଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଛି । ଉଭୟ ଆତ୍ମହତ୍ୟା କରିଥିବା​ ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ…

ପୁରସ୍କୃତ ହେଲେ ଓଡ଼ିଶାର ୧୪ ସାହାସୀ ଓ ସଫଳ ମହିଳା

ଭୁବନେଶ୍ୱର: ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ଲଢେଇ କରି ତଥା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଓଡ଼ିଶାର ସଫଳ ମହିଳାମାନଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ବଲାଙ୍ଗିର ଜିଲ୍ଲାର ୧୯ ବର୍ଷ ବୟସ୍କା ମାନସୀ ବରିହା ରହିଛନ୍ତି।…