Latest Odisha News

BREAKING NEWS

Yearly Archives

2021

ଜାତୀୟ ସାଇକେଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଶା ଝିଅ ଶ୍ୱାତୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରାଉରକେଲା ଝିଅ ଶ୍ବାତୀ ସିଂ। ମୁମ୍ବାଇରେ ଅନୁଷ୍ଠିତ ୩୫ ତମ ଜାତୀୟ ସଡକ ସାଇକେଲ ଚାମ୍ପିୟନସିପ୍‌ରେ ମହିଳା ବର୍ଗ ଅଧୀନରେ ୬୦ କିଲୋମିଟର ରୋଡ୍ ମାସ୍ ଷ୍ଟାର୍ଟରେ ଓଡିଶାର ଶ୍ବାତୀ ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମାର୍ଚ୍ଚ ୫ ତାରିଖରୁ…

ସାତ ମାସ ପରେ ସୋସିଆଲ ମିଡିଆକୁ ପୁଣି ଫେରିଲେ ଅଭିନେତ୍ରୀ ରିୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ବଲିଉଡ ତାରକାମାନେ ମଧ୍ୟ ସେମାନଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ପାଇଁ ପୋଷ୍ଟ ସେୟାର କରି ଏହି ବିଶେଷ ଦିନରେ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏହି ସମୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରିୟା…

ଫୁଟବଲ୍ ଶିଖୁଛନ୍ତି ନୋରା ଫତେହୀ !

ନୋରା ଫତେହୀ ଫୁଟବଲ୍ ଶିଖୁଛନ୍ତି । ତେବେ ନୋରା କୌଣସି ଫିଲ୍ମ ପାଇଁ ନୁହଁ, ନିଜ ଶୈଶବର ସ୍ବପ୍ନ ସାକାର କରିବାକୁ ଫୁଟବଲ୍ ଶିଖୁଛନ୍ତି । ଅଣତିରିଶ ବର୍ଷ ବୟସ୍କା ମରକୋ-କାନାଡିଆନ୍ ନର୍ତ୍ତକୀ- ଅଭିନେତ୍ରୀ ନୋରା ଶୈଶବରୁ ଖେଳ-କୁଦପ୍ରିୟା ଫୁଟବଲର ହେବା ପାଇଁ ଇଚ୍ଛା ଥିଲା । ତେବେ ବିଶ୍ବ…

ପତ୍ନୀ ଏବଂ ଝିଅଙ୍କୁ ନିଆରା ଢଙ୍ଗରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ବିରାଟ

ନୂଆଦିଲ୍ଲୀ: ଆଜି ହେଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କୁ ଏକ ଶକ୍ତିଶାଳୀ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏହି ବାର୍ତ୍ତା ସହିତ ପତ୍ନୀ ଅନୁଷ୍କା ଏବଂ ତାଙ୍କ ଝିଅ ଭାମିକାଙ୍କ ଫଟୋ ମଧ୍ୟ…

ଶିକ୍ଷକଙ୍କୁ ବିବାହ କଲେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ସ୍କଟ। ସେ ଜଣେ ରସାୟନ ବିଜ୍ଞାନ ଶିକ୍ଷକଙ୍କୁ ପୁର୍ନବାର ବିବାହ କରିଛନ୍ତି। ଜୁଏଟ୍ ଦଶନ୍ଧି ଧରି ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି। ନିକଟରେ ଘରୋଇ ବିଦ୍ୟାଳୟରେ ରସାୟନ…

ନୂଆପଡ଼ାର ରତ୍ନ ଯଶୋଦା: ୧୬ବର୍ଷ ବୟସରୁ ବାଲ୍ୟ ବିବାହ ବିରୋଧରେ ସାଜିଛନ୍ତି ବାର୍ତ୍ତା ବାହକ

ନୂଆପଡ଼ା: ଯଶୋଦା ପାଣ୍ଡେ । ବୟସ ୨୧ବର୍ଷ । ଘର ନୂଆପଡ଼ା ଜିଲ୍ଲାରେ । ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓ ଇଲାକାର ହଳଦୀ ଗାଁର ଝିଅ ଯଶୋଦା । ତାଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା । ବାଲ୍ୟ ବିବାହ ବିରୋଧରେ ସ୍ୱର ଉଠାଇ ପ୍ରେରଣାର ଉତ୍ସ ପାଲଟିଛନ୍ତି । ନିଜ ଜିଲ୍ଲାରେ ୮୦ଟି ବାଲ୍ୟ…

କଟକ ବଡ଼ ମେଡିକାଲ ଛାତରୁ ଖସିଲା ଫ୍ୟାନ୍, ମହିଳା ରୋଗୀ ଆହତ

କଟକ: ବଡ଼ ମେଡିକାଲ ଛାତରୁ ଖସିଲା ଫ୍ୟାନ୍ । ଜଣେ ରୋଗୀ ଆହତ ହୋଇଛନ୍ତି । କଟକ ଏସସିବି ସର୍ଜରୀ ଓ୍ୱାର୍ଡରେ ଏହି ଘଟଣା ଘଟିଛି । ଫ୍ୟାନଟି ଛିଣ୍ଡି ଜଣେ ମହିଳା ରୋଗୀଙ୍କ ଉପରେ ଖସି ପଡ଼ିଥିଲା । ଏଥିରେ ମହିଳା ଗୁରୁତର ହୋଇଛନ୍ତି । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ମହିଳା…

୨୦୧୯ରେ ୯୩ କୋଟି ୧୦ ଲକ୍ଷ ଟନ୍ ଖାଦ୍ୟ ନଷ୍ଟ ହୋଇଛି!

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ସର୍ବଶେଷ ଜାତିସଂଘର ଖାଦ୍ୟ ବର୍ଜ୍ୟବସ୍ତୁ ସୂଚକାଙ୍କ-୨୦୨୧ ଅନୁଯାୟୀ, ୨୦୧୯ରେ ସାରା ବିଶ୍ୱରେ ୯୩ କୋଟି ୧୦ ଲକ୍ଷ ଟନ୍ ଖାଦ୍ୟ ନଷ୍ଟ ହୋଇଛି। ଯାହାକି ସମୁଦାୟ ଉପଲବ୍ଧ ଖାଦ୍ୟର ୧୭ ପ୍ରତିଶତ ଅଟେ। ଏଥିରେ ଦର୍ଶାଯାଇଛି ଯେ ସର୍ବାଧିକ ୬୧…

ରାଜ୍ୟରୁ ୨୪ ଘଣ୍ଟାରେ ୫୯ କରୋନା ପଜିଟିଭ୍, ସୁନ୍ଦରଗଡ଼ରୁ ସର୍ବାଧିକ ୯ ନୂଆ ଆକ୍ରନ୍ତ

ଭୁବନେଶ୍ୱର: ଦେଶରେ ଦୈନିକ କରୋନା ସଂକ୍ରମଣ ବଢୁଥିବା ବେଳେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଶହେ ଭିତରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୫ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୪ଟି ।…

ମହିଳା ଦିବସ ଅବସରରେ ଛୋଟେ ନବାବ୍‌ଙ୍କ ପ୍ରଥମ ଝଲକ ଦେଖାଇଲେ କରୀନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବା ପରଠାରୁ ସମସ୍ତେ ତାଙ୍କ ଲିଟିଲ୍‌ ବଏ୍‌ର ଚେହେରା ଦେଖିବାକୁ ବେଶ୍‌ ଉତ୍ସାହର ସହ ଚାହିଁବସିଛନ୍ତି। ଫେବୃଆରୀ ୨୧ରେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ…