Latest Odisha News

BREAKING NEWS

Yearly Archives

2021

ଚୁପ୍ ବସିଛି କେନ୍ଦ୍ର, ୪ ରାଜ୍ୟ କମାଇଲେଣି ତୈଳଦର… କେବେ କମାଇବ ଓଡ଼ିଶା ?

ଭୁବନେଶ୍ୱର: ଦେଶରେ ତୈଳଦର ବୃଦ୍ଧି ପାଇଥିବା ବେଳେ କେନ୍ଦ୍ର ଚୁପ୍ ବସିଛି । ଯାହାକୁ ନେଇ କେନ୍ଦ୍ର ଧର୍ମ ସଂକଟରେ ପଡ଼ିଛି । ବର୍ଦ୍ଧିତ ତୈଳଦରରୁ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ୪ ରାଜ୍ୟ ଟିକସ ହ୍ରାସ କରିଛନ୍ତି । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ପଶ୍ଚିମବଙ୍ଗ ମଧ୍ୟ ଭାଟ୍ କମାଇଛି ।…

ପୁଡୁଚେରୀରେ କଂଗ୍ରେସ ସରକାରର ପତ୍ତନ, ବହୁମତ ସାବ୍ୟସ୍ତ କରିପାରିଲେନି ଭି. ନାରାୟଣସାମୀ

ପୁଡୁଚେରୀ: ଆସ୍ଥା ହରାଇଲେ ଭି. ନାରାୟଣସାମୀ । ପୁଡୁଚେରୀରେ କଂଗ୍ରେସ ସରକାରର ପତ୍ତନ ହୋଇଛି । ବିଧାନସଭାରେ ବହୁମତ ସାବ୍ୟସ୍ତ କରି ପାରିଲେ ନାହିଁ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ତାଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ…

ଆଜି ରାଜ୍ୟରୁ ୬୯ କରୋନା ପଜିଟିଭ୍, ୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ଆଜି ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ୨୪ ଘଣ୍ଟାରେ ୬୯ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୧ ଜଣ ଅଛନ୍ତି । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି । ୧୨ ଜିଲ୍ଲାରୁ କେହି ନୂା ସଂକ୍ରମିତ ହୋଇ ନାହାନ୍ତି । ଗତ ୨୪…

ବୈଷୟିକ ପାଠ୍ୟକ୍ରମରେ ସିଲାବସ ହ୍ରାସ ହେବନି: ମନ୍ତ୍ରୀ

ଭୁବନେଶ୍ୱର: ବୈଷୟିକ ପାଠ୍ୟକ୍ରମର ସିଲାବସ୍ ହ୍ରାସ କରିବାକୁ ଓଡିଶା ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି। ରାଜ୍ୟ ବିଧାନସଭାରେ ବିଜେଡି ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ…

୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୨୨ବର୍ଷ ତଳର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା । ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ଘଟଣାର ୨୨ବର୍ଷ ପରେ ତାକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ମୁଖ୍ୟ ଅଭିଯୁକ୍ତ ବିବନ ଓରଫ…

ରାଜଧାନୀରେ ଦେହଜୀବୀଙ୍କ ଉତ୍ପାତ, ପିସିଆର୍ ଭ୍ୟାନ ଭଙ୍ଗାରୁଜା

ଭୁବନେଶ୍ୱର: ସଞ୍ଜ ନଇଁଲେ ରାଜଧାନୀରେ ବଢୁଛି ଦେହଜୀବୀଙ୍କ ବେପାର । ରାତି ବଢ଼ିବା ସହ ରାଜଧାନୀର ରାସ୍ତା କଡ଼ରେ ସେମାନଙ୍କ ଆଡ୍ଡା ଜମୁଛି । ସୂଚନା ଅନୁସାରେ ରବିବାର ରାତି ପ୍ରାୟ ୧୧ଟା ବେଳେ ରାଜମହଲ ଛକ ନିକଟରେ କିଛି ଦେହଜୀବୀ ନିଜ ନିଜ ମଧ୍ୟରେ ଝଗଡ଼ା କରୁଥିଲେ । ଖବର ପାଇ ପିସିଆର୍…

ବିଗବସ୍ ୧୪ରେ ରୁବିନାଙ୍କ ବାଜିମାତ୍, ଜିତିଲେ ୩୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଗବସ୍ ସିଜିନ୍ ୧୪ର ବିଜେତା ହେଲେ ରୁବିନା ଦିଲାଇକ୍। ରାହୁଲ ବୈଦ୍ୟଙ୍କୁ ପଛରେ ପକାଇ ଟ୍ରଫି ଜିତିଛନ୍ତି। ଏହି ଖବର ପ୍ରଚାର ପରଠାରୁ ସୋସିଆଲ ମିଡିଆରେ ରୁବିନାଙ୍କ ପ୍ରଶଂସକ ମାନେ ଖୁସି ବ୍ୟକ୍ତ କରୁଛନ୍ତି। ରୁବିନା ବିଗ୍ ବସ୍ ୧୪ ଟ୍ରଫି ସହ ୩୬ ଲକ୍ଷ ଟଙ୍କା ଜିତିଛନ୍ତି।…

ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ମନା

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ପୁନଃ ବଢ଼ୁଥିବା କୋଭିଡ୍ ସଂକ୍ରମଣ ଓ ସୀମାନ୍ତ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ଦେଖି ସତର୍କ ହୋଇଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି…

ଭୁବନେଶ୍ୱରରେ ଖୋଲିଲା ରିହାବିଲିଟେସନ କ୍ଲିନିକ ‘ରିହାବସ୍କେପ୍’

ଭୁବନେଶ୍ୱର : ପିଲାମାନଙ୍କ କ୍ଷେତ୍ରରେ ଅଟିଜିମ୍ ଓ ବାକ୍ ତଥା ଶ୍ରବଣଜନିତ ସମସ୍ୟା ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଉଦଘାଟିତ ହୋଇଛି ‘ରିହାବସ୍କେପ୍’ କ୍ଲିନିକ । ଓଡ଼ିଶା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଏହି ରିହାବିଲିଟେସନ ସେଣ୍ଟର ‘ରିହାବସ୍କେପ୍‌’କୁ…

ଆଜି ରାତିରୁ ଏହି ୨ ସ୍ଥାନରେ ଲାଗୁ ହେବ କର୍ଫ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ସ୍ଥିତି ବିଗାଡ଼ୁଛି କରୋନା । ରବିବାର ରାଜ୍ୟରେ ୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ପ୍ରାୟ ୧ ହଜାର ମାମଲା ଅମରାବତୀରୁ । ଏହାକୁ ଦୃଷ୍ଟିରେ ରଖି ଅମରାବତୀ ଓ ଅଚଳପୁର ମହାନଗର ନିଗମରେ ଆଜି ରାତି ୮ଟାରୁ କର୍ଫ୍ୟୁ ଲାଗୁ କରାଯିବ । ଏନେଇ…