Latest Odisha News

BREAKING NEWS

Yearly Archives

2021

ପ୍ରକାଶ ପାଇଲା ଫିଲ୍ମ ‘ଭୁଲ୍ ଭୁଲେୟା ୨’‌ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ଫିଲ୍ମ 'ଭୁଲ୍ ଭୁଲେୟା ୨' ରିଲିଜ୍ ତାରିଖ ପ୍ରକାଶ ପାଇଛି। ଗତ ବର୍ଷ କରୋନା ହେତୁ ପ୍ରେକ୍ଷାଳୟଗୁଡ଼ିକ ଅନେକ ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଏଥିପାଇଁ ଅନେକ ଫିଲ୍ମର ସୁଟିଂ ଅଧାରୁ ବନ୍ଦ ହୋଇଯାଇଥିଲା ଏବଂ ଅଧିକାଂଶ ଫିଲ୍ମର ସୁଟିଂ ଶେଷ ହୋଇଥିଲେ ମଧ୍ୟ ରିଲିଜ ହୋଇପାରି…

ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ

କଟକ: ବାରଙ୍ଗରେ ହୋଇଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡିଛି । ଦୀର୍ଘ ୨୨ ବର୍ଷ ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ପ୍ରଦାନ କରିଛନ୍ତି ।  କମିଶନରେଟ୍ ପୋଲିସ ୩…

ମୃତ୍ୟୁର ୮ ମାସ ପରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମିଳିଲା ଏହି ବିଶେଷ ସମ୍ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏହି ଦୁନିଆରେ ନାହାଁନ୍ତି ସତ ହେଲେ ତାଙ୍କ ଅଭିନୟ ଏବେ ବି ଦର୍ଶକଙ୍କ ହୃଦୟରେ ତାଜା ହୋଇ ରହିଛି। ତାଙ୍କ ମୃତଦେହ ଗତ ବର୍ଷ ୧୪ ଜୁନ୍‌ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରେ ମିଳିଥିଲା। ତାଙ୍କର ଆକସ୍ମିକ ମୃତ୍ୟୁ ସମଗ୍ର ଦେଶକୁ…

ଆସନ୍ତୁ ଜାଣିବା ଭାରତର ପନୀର ଗ୍ରାମ ବିଷୟରେ

ମସୁରୀ: ଭାରତରେ ଏପରି ଏକ ଗ୍ରାମ ଅଛି ଯାହା କି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଠାରେ ଏତେ ମାତ୍ରାରେ ପନୀର ପ୍ରସ୍ତୁତ କରାଯାଏ ଯେ, ଏହାର ନାମ ଏବେ ପନୀର ଗ୍ରାମ ରଖାଯାଇଛି । ଉତରାଖଣ୍ଡର ମସୁରୀ ଅଂଚଳରେ ଥିବା ଏହି ଗ୍ରାମର ପ୍ରକୃତ ନାମ ରୌତ ଅଟେ । ୨୫୦ ପରିବାର ଏହି ଗ୍ରାମରେ…

ଗଲୱାନ୍ ସଂଘର୍ଷ ନେଇ ପ୍ରଶ୍ନ କରିବାରୁ ୩ ବ୍ଲଗରଙ୍କୁ ଗିରଫ କଲା ଚୀନ

ନୂଆଦିଲ୍ଲୀ: ଏଠି ମୁହଁ ଖୋଲିବା ଆଉ ପ୍ରଶ୍ନ ପଚାରିବା ପାପ । ସରକାର ଯାହା କହିବେ ସତ । ଏମିତି ନୀତି ଆପଣାଇଛି ବିସ୍ତାରବାଦୀ ଚୀନ । ଆଉ ଗଲୱାନ ସଂଘର୍ଷରେ ଚୀନ ସୈନ୍ୟ ମୃତାହତକୁ ନେଇ ପ୍ରଶ୍ନ କରିବା ୩ ଜଣ ବ୍ଲଗରଙ୍କୁ ମହଙ୍ଗା ପଡ଼ିଛି । ରିପୋର୍ଟ ଅନୁସାରେ ଚୀନ ୩ ଜଣ ବ୍ଲଗରଙ୍କୁ ଗିରଫ କରିଛି…

ରେକର୍ଡ ସ୍ତରରେ ପେଟ୍ରୋଲ୍‌ ଦର; ମୂଲ୍ୟ ବୃଦ୍ଧିକୁ ଏମିତି ବିରୋଧ କଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶରେ ଦେଖାଯାଇଥିବା “ଅସ୍ଥାୟୀ” ଇନ୍ଧନ ମୂଲ୍ୟ ବୃଦ୍ଧି ସ୍ତରକୁ ବିରୋଧ କରିବାର ଗୋଟିଏ ଦିନ ପରେ ତାଙ୍କ ଜ୍ବାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଜାତୀୟ ରାଜଧାନୀରେ ରେକର୍ଡ ସ୍ତରର ମୂଲ୍ୟ ବୃଦ୍ଧିକୁ ବିରୋଧ କରି ସାଇକେଲ୍‌ ଚଳାଇ ଏହାର ପ୍ରତିବାଦ…

୧୧ ଦିନ ହେଲା ଆଇଜିଏଚ ଶବ ଗୃହରେ ପଡିଛି ମୃତଦେହ, କ୍ଷତିପୂରଣ ନ ମିଳିବା ଯାଏ ନେବାକୁ ନାରାଜ ପରିବାରଲୋକ

ରାଉରକେଲା:୧୧ଦିନ ହେଲା ରାଉରକେଲା ଆଇଜିଏଚ ଶବ ଗୃହରେ ପଡିରହିଛି ମୃତଦେହ । କ୍ଷତିପୂରଣ ନ ମିଳିବା ଯାଏ ମୃତଦେହ ନେବାକୁ ନାରାଜ ପରିବାର ଲୋକ । ସୂଚନାଅନୁସାରେ, ଗତ ୧୧ ତାରିଖ ରାତିରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନିୟୁ ପ୍ଲେଟ୍ ମିଲ୍ ବିଭାଗରେ କାମ କରୁଥିଲେ ରାଇସନ ମାରାଣ୍ଡି ।…

କ’ଣ ରଖିଲେ ଅନୀତା ତାଙ୍କ ଶିଶୁପୁତ୍ରର ନାଁ?

ନୂଆଦିଲ୍ଲୀ: ଅଭିନେତ୍ରୀ ଅନୀତା ହସାନନ୍ଦନୀ ରବିବାର ଦିନ ତାଙ୍କ ନବଜାତ ପୁତ୍ରର ନାମକୁ ସୃଜନଶୀଳ ଢଙ୍ଗରେ ପ୍ରକାଶ କରିଛନ୍ତି। ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନୀତା ତାଙ୍କ ସ୍ୱାମୀ ରୋହିତ ରେଡ୍ଡୀଙ୍କ ସହ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଏହି ବର୍ଷ ଫେବୃଆରୀ ୯ ରେ ଅନୀତା…

ଲୋୟର ପିଏମଜିରେ ଯାତ୍ରା କଳାକାରଙ୍କ ଆମରଣ ଅନଶନ ଓ ଗଣଧାରଣା

ଭୁବନେଶ୍ୱର: ଆମରଣ ଅନଶନରେ ଯାତ୍ରା କଳାକାର । ଆଜିଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଯାତ୍ରା କଳାକାର ଆମରଣ ଅନଶନ ଓ ଗଣଧାରଣା ଦେଇଛନ୍ତି । ୨ ହଜାର ଦର୍ଶକ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୩ ତାରିଖ ସୁଦ୍ଧା ସରକାର ଦାବି…

ସଂକ୍ରମଣ ବଢିଲେ, ପୁଣି ଖୋଲିବ କୋଭିଡ ହସ୍ପିଟାଲ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି ଯେ ଯେହେତୁ ଜୀବନ ଜୀବିକା ପାଇଁ ଯାତାୟତ…