Latest Odisha News

BREAKING NEWS

Yearly Archives

2021

ରଥ ନିର୍ମାଣ ଲାଗି ପୁରୀରେ ପହଞ୍ଚିଲା ରଥ କାଠ

ପୁରୀ : ଚଳିତବର୍ଷ ରଥଯାତ୍ରା ଲାଗି ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ପୁରୀକୁ ପଠାଗଲା ପ୍ରଥମ ପର୍ଯ୍ୟାୟ ରଥକାଠ । ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଚ୍ଛା ଜଙ୍ଗଲରୁ ୨ ଟ୍ରିପ୍ କାଠ ସଂଗ୍ରହ କରାଯାଇ ପୁରୀକୁ ପଠା ଯାଇଛି । ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହେବ । ଏଥିପାଇଁ ଆଜି ନୟାଗଡ଼…

କଟାମୁଣ୍ଡ ମାମଲାରେ ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ

ଭୁବନେଶ୍ବର : ମହିଳାଙ୍କୁ ହତ୍ୟା ପରେ ମୁଣ୍ଡ କାଟିବା ମାମଲାରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ହତ୍ୟାକାରୀ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରମାଣ୍ଡରେ ନେଇଛି କମିଶନରେଟ ପୋଲିସ । ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମ୍ଏଫସି କୋର୍ଟ । ପୋଲିସ…

କାଳିଆ ଯୋଜନାରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ୧୨୭୨ କୋଟି ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି। ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି…

ପୁରୀରେ ପର୍ଯ୍ୟଟକଙ୍କୁ ପୋଲିସର ମାଡ ଅଭିଯୋଗ

ପୁରୀ: ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୋଲିସର ମାଡ ଅଭିଯୋଗ । ପଶ୍ଚିମଦ୍ୱାରରେ ଡ୍ୟୁଟିରେ ଥିବା ଜଣେ ପୋଲିସ ମାଡ଼ ମାରିବା ସହ ଭୁଲ ମଗେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ପ୍ରିୟବ୍ରତ ସାହୁ ତାଙ୍କ ପରିବାର ସହ ଆଜି ଶ୍ରୀମନ୍ଦିରରେ…

ନାଗେଶ ଟ୍ରଫି କ୍ରିକେଟ: ଓଡିଶାର ବିଜୟଧାରା ଜାରି, ହରିୟାଣାକୁ ହରାଇଲା

ଭୁବନେଶ୍ୱର:ବେଙ୍ଗାଲୁରରେ ଖେଳାଯାଉଥିବା ନାଗେଶ ଟ୍ରଫି (ଜାତୀୟ ଟି୨୦ ଦୃଷ୍ଟି ବାଧିକ କ୍ରିକେଟ)ରେ ଓଡିଶାର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଓଡିଶା ୪୭ ରନରେ ହରିୟାଣାକୁ ପରାସ୍ତ କରି ବିଜୟ ଧାରା ଜାରି ରଖିଛି । ଏ ଗ୍ରୁପରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଥିବା ଓଡିଶା…

ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ବର : ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ । ଆସନ୍ତା ଫେବ୍ରୁଆରି ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କୋଭିଡ ଟେଷ୍ଟ କରାଯିବ । ଏହି ଟେଷ୍ଟରେ ବିଧାୟକମାନଙ୍କ ସହିତ ସେମାନଙ୍କ ସୁରକ୍ଷାକର୍ମୀ, ଡ୍ରାଇଭରମାନେ ବି ସାମିଲ ହେବେ ।…

ଜୟପୁର ଏୟାରଷ୍ଟ୍ରିପର ବିକାଶମୂଳକ କାର୍ଯ୍ୟର ତଦାରଖ

ଜୟପୁର : ଜୟପୁର ଏୟାରଷ୍ଟ୍ରିପରୁ ଉଡ଼ିବ ବିମାନ । ୬ ମାସ ଭିତରେ ସରିବ କାମ । ପ୍ରମୁଖ ସଚିବ ମଧୁସୂଦନ ପାଢୀଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଜୟପୁର ଏୟାରଷ୍ଟ୍ରିପରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉଡ଼ାଣ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣ ହେବାକୁ…

ଓଡ଼ିଆ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କୁ ମିଳିବ ପ୍ରଣବ ପରମ୍ପରା ସମ୍ମାନ

ଭୁବନେଶ୍ୱର : ବିଶ୍ୱ ମାତୃଭାଷା ଦିବସର ପୂର୍ବ ଦିନ ସମ୍ଭାବନା ପକ୍ଷରୁ ଓଡ଼ିଆ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କୁ ପ୍ରଣବ ପରମ୍ପରା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ଭାବନାର ପରିଚାଳନା ଟ୍ରଷ୍ଟି ଦେବପ୍ରସାଦ ପରିଜା ସୂଚନା ଦେଇଛନ୍ତି। ଜୟଦେବ ଭବନ ପରିସରରେ ହେବାକୁ ଥିବା ଏହି…

ଅନୁଗୁଳ ଷ୍ଟେସନରେ ୧୩ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସମୟରେ ପରିବର୍ତ୍ତନ, ଜାଣନ୍ତୁ ସବିଶେଷ ତଥ୍ୟ…

ଅନୁଗୁଳ: ଅନୁଗୁଳ ଷ୍ଟେସନ ଠାରେ ବିଶେଷ ଟ୍ରେନ ଗୁଡିକର ସମୟ ସାରଣୀରେ ପରିବର୍ତ୍ତନ କରାଯାଉଛି। ଅନୁଗୁଳ ଓ କେରେଜଙ୍ଗ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର‌୍ୟ୍ୟ ସମ୍ପାଦନ ସହ କାର୍ଯ୍ୟକ୍ଷମ ଦୃଷ୍ଟିକୋଣରୁ ଟ୍ରେନ ପରିଚାଳନା ସୁବିଧା ପାଇଁ ଅନୁଗୁଳ ଷ୍ଟେସନରେ ସ୍ପେଶାଲ ଟ୍ରେନର ସମୟ ସଂଶୋଧନ…

ନନ୍ଦନକାନନରେ ଆରମ୍ଭ ହେଲା ଟଏ୍ ଟ୍ରେନ୍ ସେବା

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକ ମାନଙ୍କ ଲାଗି ଟଏ୍ ଟ୍ରେନ୍ ସେବା ପୁନଃ ଆରମ୍ଭ ହୋଇଛି। ଯାହା ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ପାଲଟିଛି। ଟଏ୍ ଟ୍ରେନ୍ ସେବା ପାଇଁ ୮୦ ଟଙ୍କା ଟିକେଟ୍ ରହିଛି। ଏହି ପ୍ରାଣୀ ଉଦ୍ୟାନରେ ୬ଟି ଖେଳନା ଟ୍ରେନ୍ ଅଛି ଯାହା ପର୍ଯ୍ୟଟକ…