Latest Odisha News

BREAKING NEWS

Yearly Archives

2021

ଦୀପିକା, ହାସଲ କଲେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ର ମାନ୍ୟତା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ ର ମାନ୍ୟତା ହାସଲ କରିଛନ୍ତି । ଡ଼ଫ୍ ଆଣ୍ଡ ଫେଲପ୍ସ ଦ୍ବାରା ହେଉଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭ୍ୟାଲୁଏସନ୍ ଷ୍ଟଡି ୨୦୨୦’ରେ ଦୀପିକା ଏହି ମାନ୍ୟତା ହାସଲ କରିଛନ୍ତି । ଦୀପିକା ‘ମୋଷ୍ଟ ଭାଲ୍ୟୁଡ୍…

୩୦ ଲକ୍ଷରୁ ଅଧିକ ଡାଉନଲୋଡ ହେଲା ଟ୍ୱିଟରର ଦେଶୀ ପ୍ରତିଯୋଗୀ ‘କୁ’

ଭୁବନେଶ୍ୱର: ଟ୍ୱିଟରର ସ୍ୱଦେଶୀ ପ୍ରତିଯୋଗୀ 'କୁ' ଆପକୁ  ନେଇ ଚର୍ଚ୍ଚା । ଗତକାଲି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ, ରବିଶଙ୍କର ପ୍ରସାଦ ପ୍ରମୁଖ, କେନ୍ଦ୍ର ସରକାରଙ୍କ ଅନେକ ବିଭାଗ ଓ ସେଲିବ୍ରିଟି ତଥା ପ୍ରମୁଖ ବ୍ୟକ୍ତି ବିଶେଷ ଏହି ଆପରେ ଯୋଗ ଦେଇଛନ୍ତି । ଅନେକ ଲୋକ 'କୁ'ରେ ସାମିଲ ହେବାକୁ…

କୃଷି ଆଇନକୁ ନେଇ ଲୋକସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଜବାବ ଆଜି ଲୋକସଭାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ମହାମାରୀ କରୋନାକୁ ମନେ ପକାଇ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ମୋଦି କୃଷି ଆଇନକୁ ନେଇ ଐତିହାସିକ କହିଛନ୍ତି । କିନ୍ତୁ କଂଗ୍ରେସ କୃଷି ଆଇନକୁ ନେଇ…

କୋଏଲ ନଦୀରେ ଭାସିଗଲେ ୬ ନାବାଳକ, ୩ ମୃତ 

ରାଉରକେଲା: କୋଏଲ ନଦୀ ବୈକୁଣ୍ଠ ଘାଟରେ ବଡ଼ ଅଘଟଣ । ଗାଧୋଉଥିବା ବେଳେ ସେକ୍ଟର-୨୦ ନିକଟରେ ୬ ଜଣ ନାବାଳକ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ୩ ନାବାଳକଙ୍କୁ…

ହିମାଳୟ ପାଦଦେଶରେ ପ୍ରକୃତି ଓ ଜଗନ୍ନାଥଙ୍କୁ ନେଇ ଚିତ୍ର ଆଙ୍କିଲେ ଚିତ୍ରଶିଳ୍ପୀ

ଧର୍ମଶାଳା : ଗୋଟିଏ ସ୍ଥାନରେ ବିଭିନ୍ନ ରାଜ୍ୟର ଚିତ୍ରଶିଳ୍ପୀ । ପ୍ରକୃତି ଓ ଜଗନ୍ନାଥଙ୍କୁ ନେଇ ନିଜ କାନଭାସରେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ଏ ହେଉଛି ହିମାଳୟ ପାଦଦେଶର କାଙ୍କଡା ଜିଲ୍ଲା ଭାଗସୁନାଗର ଚିତ୍ର । ଏଠାରେ ଚାଲିଛି ଶୀତ ଦିନିଆ ଚିତ୍ରକଳା କର୍ମଶାଳା । ଏହାକୁ କାଙ୍ଗଡା…

ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି, ଫେବ୍ରୁଆରୀ ୧୨ ତାରିଖ ମଧ୍ୟରାତ୍ରୀ ଯାଏ କରି ହେବ ଫର୍ମ ପୂରଣ

କଟକ: ମେ’ ୩ ତାରିଖରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବୋର୍ଡ ସାର୍ଟି ଫିକେଟ୍ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ଲାଗି ଆଜିଥିଲା ଫର୍ମ ପୂରଣର ଶେଷ ତାରିଖ । ଏହାକୁ ବୋର୍ଡ କର୍ତ୍ତୃପକ୍ଷ ୨ ଦିନ ଲାଗି ବୃଦ୍ଧି କରିଛନ୍ତି । ଆସନ୍ତା ୧୨ ତାରିଖ ଯାଏ ଛାତ୍ରଛାତ୍ରୀ…

ପୁଅ ସହ ସୁଇମିଂ ପୁଲରେ ମଜା ଉଠାଇଲେ ହାର୍ଦ୍ଦିକ-ନତାଶା

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ଷ୍ଟାନାକୋଭିଚ ବୁଧବାର ପୁଅ ଅଗସ୍ତ୍ୟ ସହ ପ୍ରଥମ ଥର ପାଇଁ ସୁଇମିଂ ପୁଲରେ ମଜା ଉଠାଇଛନ୍ତି । ଏହାର ଫଟୋ ହାର୍ଦ୍ଦିକ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି ଦି କୁଲ ଫର ଦି ପୁଲ୍ । ଏହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ନତାଶା…

ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଆଇନ୍‌ ଶୃଙ୍ଖଳା ତଦାରଖ କଲେ ପୂର୍ବାଞ୍ଚଳ ଆଇଜି, ସ୍ଥାପନ ହେବ ପୋଲିସ ସହାୟତା କେନ୍ଦ୍ର  

ନୀଳଗିରି: ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଆଇନ୍‌ ଶୃଙ୍ଖଳା ତଦାରଖ କଲେ ପୂର୍ବାଞ୍ଚଳ ଆଇଜି । ପୂର୍ବାଞ୍ଚଳ ରେଞ୍ଜ ଆଇଜି ଦିପ୍ତେଶ ପଟ୍ଟନାୟକ ଓ ବାଲେଶ୍ଵର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମିଳିତ ଭାବେ ନୀଳଗିରି ପଞ୍ଚଲିଙ୍ଗେଶ୍ବରରେ ପହଞ୍ଚି ଆଇନ ଶୃଙ୍ଖଳାର ତଦାରଖ କରିଛନ୍ତି । …

ଆନ୍ଧ୍ରର ଅଧିକାର ଓଡ଼ିଶା ଛଡ଼ାଉଛି : ରାଜାନ୍ନା 

କୋଟିଆ: କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ବିଧାୟକ ରାଜାନ୍ନା ଦୋରା ପ୍ରତିକ୍ରିୟା ରଖିଛନ୍ତି । ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି । ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି । ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି…

୧୨ଟି ପ୍ରମୁଖ ବନ୍ଦରକୁ ଅଧିକ ସ୍ୱାଧୀନତା ପ୍ରଦାନ କରିବାକୁ ସଂସଦରେ ବିଲ୍‌ ପାରିତ

ନୂଆଦିଲ୍ଲୀ: ସଂସଦ ବୁଧବାର ଦିନ ଏକ ବିଲ୍ ପାରିତ କରିଛି ଯାହା ଦେଶର ୧୨ ଟି ପ୍ରମୁଖ ବନ୍ଦରକୁ ନିଷ୍ପତ୍ତି ନେବାରେ ଅଧିକ ସ୍ବାଧୀନତା ପ୍ରଦାନ କରିବାକୁ ଏବଂ ବୋର୍ଡ ଗଠନ କରି ସେମାନଙ୍କ ଶାସନକୁ ବୃତ୍ତିଗତ କରିବାକୁ ଚାହୁଁଛି। ମେଜର ବନ୍ଦର ପ୍ରାଧିକରଣ ବିଲ୍, ୨୦୨୦ ବାଲାଟ୍ ଭୋଟ୍ ମାଧ୍ୟମରେ…