Latest Odisha News

BREAKING NEWS

Yearly Archives

2021

ଭାରତ-ଆମେରିକାର ମିଳିତ ସମରାଭ୍ୟାସ ପାଇଁ ରାଜସ୍ଥାନ ପହଞ୍ଚିଲେ ଆମେରିକା ସେନା

ନୂଆଦିଲ୍ଲୀ: ଫେବୃଆରୀ ୮ ରୁ ୨୧ ମଧ୍ୟରେ ରାଜସ୍ଥାନରେ ଭାରତ-ଆମେରିକାର ମିଳିତ ସାମରିକ ଅଭ୍ୟାସର ୧୬ ତମ ସଂସ୍କରଣ ଅନୁଷ୍ଠିତ ହେବ। ସୋମବାରଠାରୁ ପାକିସ୍ତାନ ସୀମାରେ ଚାଲିଥିବା ଭାରତ-ଆମେରିକା ମିଳିତ ସାମରିକ ଅଭ୍ୟାସରେ ଭାଗ ନେବାକୁ ୨୭୦ ଜଣ ଆମେରିକୀୟ ସେନା ଆଜି ରାଜସ୍ଥାନରେ…

ସୋର; ଅଜଣା ଗାଡି ଧକ୍କାରେ ଯୁବକ ମୃତ

ସୋର: ସୋର ଅନନ୍ତପୁର ରାସ୍ତା ଅଇଁରୀ ଛକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ବହାନଗା ବ୍ଲକ ସାହସପୁରା ଅଞ୍ଚଳର ନିରଞ୍ଜନ ସାହୁଙ୍କ ୨୯ ବର୍ଷୀୟ ପୁଅ ରମେଶ ଚନ୍ଦ୍ର ସାହୁ। ସୂଚନାନୁସାରେ, ମୃତ ରମେଶ ଅନନ୍ତପୁର ଛକ ନିକଟରେ ଥିବା ଉମା…

ଅଭିନେତ୍ରୀ ଗେହାନା ବଶିଷ୍ଠ ଗିରଫ, ଅଶ୍ଲୀଳ ଭିଡିଓ ପ୍ରସ୍ତୁତିରେ ସମ୍ପୃକ୍ତି ଅଭିଯୋଗ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ଗେହାନା ବଶିଷ୍ଠଙ୍କୁ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚର ପ୍ରପର୍ଟି ସେଲ୍ ଗିରଫ କରିଛି । ଗେହାନା ଅଶ୍ଲୀଳ ଭିଡିଓ ପ୍ରସ୍ତୁତ ଓ ୱେବସାଇଟରେ ଅପଲୋଡିଂରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଆଜି ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବ…

ନିର୍ବାଚନ ପୂର୍ବରୁ ଉନ୍ମୋଚନ, ଶିଳାନ୍ୟାସ; ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ । ଆରମ୍ଭ ହେବ ଉନ୍ମୋଚନ, ଶିଳାନ୍ୟାସ ପର୍ବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଆସାମ ରାଜ୍ୟ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉନ୍ମୋଚନ ସହ ଶିଳାନ୍ୟାସ କରିବେ । ପଶ୍ଚିମବଙ୍ଗର ହଳଦିଆରେ ପିଏମ୍ ମୋଦି ଏକ ସଭାକୁ ସମ୍ବୋଧିତ କରିବାର…

ଝରାଫୁଲ ଡେଥ ମିଷ୍ଟ୍ରି; ସସପେନ୍ସ ଖୋଲିବକି ଭିସେରା ରିପୋର୍ଟ  

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଏହା ମଧ୍ୟରେ ବିତିଗଲାଣି ଏକ ସପ୍ତାହରୁ ଅଧିକ। ତେବେ ଏବେବି ଝାରଫୁଲ ମୃତ୍ୟୁ ଉପରୁ ଉଠୁନି ପରଦା। ଏବେବି ଏହି ଘଟଣା ଏକ ରହସ୍ୟ ଭଳି ମନେ ହେଉଛି। ଏହି ଘଟଣାରେ ଦିନକୁ ନୂଆ ନୂଆ ଲିଙ୍କ ସାମ୍ନାକୁ ଆସୁଛି । ଡେଥ…

କର୍କଟରୁ ରକ୍ଷା ପାଇବା ନିମନ୍ତେ ସୁସ୍ଥ ଜୀବନଚର୍ଯ୍ୟା ଆବଶ୍ୟକ

ଭୁବନେଶ୍ୱର: ସୁସ୍ଥ ଜୀବନଚର୍ଯ୍ୟା ଓ ଶରୀରର ନିୟମିତ ପରୀକ୍ଷା ଦ୍ୱାରା କର୍କଟ ରୋଗକୁ ନିଜଠାରୁ ଦୂରରେ ରଖିବା ସମ୍ବବ ଅଟେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର କହିଛନ୍ତି । ବଂଶଗତ ଭାବେ କର୍କଟ ରୋଗ ପରିବାର ମଧ୍ୟରେ ଦେଖାଦେଇପାରେ ମାତ୍ର…

ଅନୁଗୁଳରେ ଠାବ ହେଲା ନକଲି କାରଖାନା; ଜାଣନ୍ତୁ କ’ଣ ହେଉଥିଲା ତିଆରି

ଅନୁଗୁଳ: ଅନୁଗୁଳ ସହର ନିକଟବର୍ତ୍ତୀ ଭଣ୍ଡୁବର ନିକଟରେ ଏକ ନକଲି କାରଖାନା ଉପରେ ଚଢ଼ାଉ କରିଛି ପୋଲିସ। ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଓ ସଦର ଥାନା ଶନିବାର ରାତି ପ୍ରାୟ ୯ ଟା ବେଳେ ଏହି କାରଖାନା ଉପରେ ଚଢ଼ାଉ କରିଥିବା ସୂଚନା। ସୂଚନାନୁସାରେ, ଏଠାରେ ନକଲି କୁରକୁରେ ଓ ରିଂସ ପ୍ରସ୍ତୁତ…

କବିତା : ଅଦୃଶ୍ୟ

ମନୋଜ ରଥ  ନା ମୁଁ ନିଷ୍ପେଷିତରେ ଯାଏଁ ନା ସ୍ଖଳିତରେ l ମୋ ହକ୍ ପାଇଁ କେବେ ହେଇ ନାଇଁ କଉଠି ଯୁଦ୍ଧ କି ମତେ ଖତମ୍ କରିବାକୁ କେବେ ବାଜି ନାହିଁ ରଣବାଦ୍ୟ l ନା ମୁଁ ଯୁଦ୍ଧର ଅଭିପ୍ରାୟ ସ୍ଥାପିତ ଧର୍ମ କି ପ୍ରତିଷ୍ଠିତ ନ୍ୟାୟ ନା ଯୁଦ୍ଧର କୌଣସି ଏକ ଠୋସ୍ କାରଣ ଛ' ଶ୍ରେଣୀର ଖାସ୍…

ଜାଣନ୍ତୁ ,କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୭-୨-୨୦୨୧ ରିଖ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଫେବୃୟାରୀ ତା ୭ ରିଖ ରବିବାର ମକର ୨୫ ଦିନ ମାଘ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଆଜିର ଘାତ ବାର-ମେଷ ରାଶିର ଆଜିର ଘାତ ଚନ୍ଦ୍ର- ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର…

ସଚିନଙ୍କୁ ଶରଦ ପାଓ୍ଵାରଙ୍କ ଉପଦେଶ : ନିଜ କ୍ଷେତ୍ରଠୁ ଅଲଗା ବିଷୟରେ କହିବା ବେଳେ ସାବଧାନ ରୁହନ୍ତୁ

ମୁମ୍ବାଇ : କୃଷି ଆଇନ୍କୁ ପ୍ରତ୍ୟାହାର କରିବା ଦାବିରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଏହାକୁ ଦେଶରେ ମାହୋଲ ସରଗରମ ଥିବା ବେଳେ, ଚାଲିଛି ଟ୍ବିଟର ଓ୍ବାର । ଏହି ଟ୍ଵିଟ୍‌ ଓ୍ଵାରରେ କ୍ରିକେଟ୍‌ର ଏବଂ ଅଭିନେତା-ଅଭିନେତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଚାଷୀ ଆନ୍ଦୋଳନକୁ ସଚିନ…