Latest Odisha News

BREAKING NEWS

Yearly Archives

2021

ନିର୍ବାଚନ ପୂର୍ବରୁ ଉଷ୍ଣ ହେଉଛି ରାଜନୀତି; ପଶ୍ଚିମବଙ୍ଗ ଆସିବେ ମୋଦି, ରହିବେନି ମମତା

କୋଲକାତା: ପଶ୍ଚିମବଙ୍ଗରେ ଉଷ୍ଣ ହେଉଛି ରାଜନୀତିକ ପାଣିପାଗ । ଟିଏମସିକୁ ଚେକ୍ ଦେବାକୁ ବିଜେପି ପ୍ରସ୍ତୁତ କରିଛି ମାଷ୍ଟରପ୍ଲାନ୍ । ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ବିଜେପିର ୨ ଶୀର୍ଷ ନେତା, ତିନି ତିନୋଟି ସଭା । ଘାଇଲା ହେଲେଣି ମମତା । ପଶ୍ଚିମବଙ୍ଗରୁ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଦେଶରେ ଆଜି କରୋନା ନେଲା ୭୮ ଜୀବନ, ଦେଢ଼ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ଶହେ ତଳକୁ ଖସିଛି ଡେଥ୍ କେସ୍ । ସାରା ଦେଶରୁ ୭୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମହାମାରୀ ନେଲାଣି ୧ଲକ୍ଷ…

କାହିଁକି ଇଣ୍ଡୋନେସିଆ ସଡ଼କରେ ପ୍ରବାହିତ ହେଉଛି ଲାଲ୍‌ ଜଳ? କ’ଣ ରହିଛି ଏହା ପଛର କାରଣ

ଜାକର୍ତ୍ତା: ଇଣ୍ଡୋନେସିଆର ଏକ ଗାଁ ସଡ଼କରେ ରକ୍ତ ପରି ଲାଲ ପାଣି ପ୍ରବାହିତ ହେଉଥିବା ଦେଖି ସ୍ଥାନୀୟ ଲୋକଙ୍କ ହୋସ୍‌ ଉଡିଯାଇଛି। ତେବେ ଏହି ଫଟୋ ଏବେ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡିକରେ ଗାଁ ରାସ୍ତାରୁ ରକ୍ତ ପରି ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା।…

ଚେନ୍ନାଇ ଟେଷ୍ଟ: ପ୍ରଥମ ଇନିଂସରେ ଇଂଲଣ୍ଡ ୫୭୮ରେ ଅଲ୍ ଆଉଟ୍

ଚେନ୍ନାଇ: ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର ବିଶାଳ ସ୍କୋର । ପ୍ରଥମ ଇନିଂସରେ ଭ୍ରମଣକାରୀ ଟିମ୍ ୫୭୮ ରନରେ ଅଲ୍ ଆଉଟ୍ ହୋଇଛି । ଗତକାଲିର ଅସମାପ୍ତ ୮ ଓ୍ୱିକେଟରେ ୫୫୫ରନରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ଇଂଲିଶ ବାହିନୀ । ଜୋନ୍ ବେସଙ୍କୁ ଏଲବିଡବ୍ଲ୍ୟୁ କରି ନବମ ଓ୍ୱିକେଟ…

କୃଷକ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନକୁ ନେଇ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କୃଷକଙ୍କ ଆନ୍ଦୋଳନକୁ ଆନ୍ତର୍ଜାତୀୟ ସ୍ତରରେ ସମର୍ଥନକୁ ନେଇ ଭିନ୍ନ ଭିନ୍ନ ପ୍ରତିକିୟା ଦେଇଆସୁଛନ୍ତି। ନିକଟରେ ଆମେରିକାର ପପ୍ ଗାୟକ ରିହାନା କୃଷକମାନଙ୍କୁ ସମର୍ଥନ କରିଥିଲେ। ଏହା ପରେ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ତାଙ୍କୁ କ୍ରମାଗତ…

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଯୁବକଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଉଦ୍ଧାର ହୋଇଛି ମୃତଦେହ । ତେବେ ମୃତକ ଯୁବକଙ୍କର ପରିଚୟ ମିଳି ନାହିଁ । ଅନୁମାନ କରାଯାଉଛି ମୃତକ…

 କୋରାପୁଟ ଯିବେ ପୋଲିସ ଡିଜି ଅଭୟ, ୬ଜିଲ୍ଲାର ଏସପିଙ୍କ ସହ ସମୀକ୍ଷା ବୈଠକ

କୋରାପୁଟ: ଆଜି କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି ଅଭୟ । ସେଠାରେପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ୬ଟି ଜିଲ୍ଲାର ଏସ୍‌ପିଙ୍କ ସହ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବେ ପୋଲିସ ଡିଜି।…

ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ‘ଡେସପ୍ୟାଚ୍’ର ସୁଟିଂ ଆରମ୍ଭ

ନୂଆଦିଲ୍ଲୀ: ଅଭିନେତା ମନୋଜ ବାଜପେୟୀ ତାଙ୍କର ଆଗାମୀ ଫିଲ୍ମ 'ଡେସପ୍ୟାଚ୍' ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ କାନୁ ବେହଲ୍‌। ଫିଲ୍ମ ଡେସପ୍ୟାଚ୍ ହେଉଛି ଅପରାଧ ସାମ୍ବାଦିକତା ଜଗତରେ ଏକ ଅନୁସନ୍ଧାନକାରୀ ଥ୍ରୀଲର। ଏଥିରେ ମନୋଜ ବାଜପେୟୀ…

ଛୁଆଙ୍କ ଉପରେ ଖୁବଶୀଘ୍ର ପରୀକ୍ଷଣ ହୋଇପାରେ କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ୍

ନାଗପୁର: ପିଲାଙ୍କୁ ବିଦ୍ୟାଳୟ ପଠାଇବାକୁ ଡରୁଛନ୍ତି ଅଭିଭାବକ । ବିଶେଷକରି କରୋନା ସଂକ୍ରମଣକୁ ଦେଖି ଛୋଟଛୁଆଙ୍କୁ ପ୍ରାଥମିକ ବିଦ୍ୟାଳୟ ପଠାଇବାକୁ ଭୟଭୀତ ଅଛନ୍ତି । ଆଉ ୧୮ ବର୍ଷରୁ କମ୍ ବୟସ୍କଙ୍କ ଲାଗି କୋଭିଡ୍ ଭ୍ୟାକ୍ସିନ୍ କେବେ ଆସିବ ସେ ଅପେକ୍ଷାରେ ଅଛନ୍ତି ସମସ୍ତେ । ଖୁବଶୀଘ୍ର ଏହି…

ପ୍ରକୃତି ଓ ସଂସ୍କୃତିର ମିଳନ ସ୍ଥଳୀ ଅସ୍ତରଙ୍ଗର ଜାହାନିଆ ପୀଠ

ଭୁବନେଶ୍ୱର: ଅସ୍ତରଙ୍ଗର ଜାହାନିଆ ପୀଠ। ଯେଉଁଠି ମିଳନ ଘଟିଛି ପ୍ରକୃତି ଓ ସଂସ୍କୃତିର। ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ ୮୦ କିମି ଦୂରରେ ଥିବା ଜାହାନିଆ ପୀଠରେ ଭରି ରହିଛି ଅମାପ ପ୍ରାକୃତିକ ସୌନ୍ଦର୍ଯ୍ୟ। ଏଠାରେ ରହିଛି ସୁଫି ସନ୍ଥ ପିର ମୁକୋଦମ ଜାହାନିଆଙ୍କ ସମାଧୀସ୍ଥଳ ବା ଦର୍ଘା ।…