Latest Odisha News

BREAKING NEWS

Yearly Archives

2021

ଭିଜିଲାନ୍ସ ଜାଲରେ କନେଷ୍ଟବଳ, ଘରୁ ମିଳିଲା ୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁର ପୋଲିସର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ରେଡ ଚଳାଇଛି ଭିଜିଲାନ୍ସ । ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ।ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା…

ଆଜିଠୁ ସଂସଦର ଶୀତ ଅଧିବେଶନ, କୃଷି ଆଇନ ପ୍ରତ୍ୟାହାର ନେଇ ଆସିବ ବିଲ୍

ଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଡ଼ିସେମ୍ବର ୨୩ତାରିଖ ଯାଏଁ ଚାଲିବାକୁ ଥିବା ଏଥର ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ କରିବାକୁ ଯୋଜନା ରଖିଛନ୍ତି ସରକାର । ଅଧିବେଶନରେ ରହିଛି ୨୦ଟି କାର୍ଯ୍ୟ ଦିବସ । ଚଳିତ ଅଧିବେଶନ ଆରମ୍ଭରେ ତିନି କୃଷି ଆଇନ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅସ୍ତିତ୍ୱର ସଙ୍କଟ  ମୁଁ ବୋଲି ଯିଏ ସେ ସତରେ କିଏ ? କାହିଁକି ସେ ଯନ୍ତ୍ରଣାରେ ଅହରହ ଥାଏ ? ଯେତେଥର ଖୋଜିଛି , ଯେତେବେଳେ ଖୋଜିଛି , ଯେମିତି ବି ଖୋଜିଛି , ଯେଉଁ ଯେଉଁ ସ୍ଥାନରେ ତୁମ ସ୍ଥିତିକୁ ଅଣ୍ଡାଳିଛି ସେସବୁର ଆଧାର ହିଁ ମୋର ଯନ୍ତ୍ରଣା । ମୁଁ ଭୋଗୁଥିବା ଯନ୍ତ୍ରଣା ମୋ ପାଇଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆତ୍ମା ସ୍ୱରୂପ ଶ୍ରୀ ଜଗନ୍ନାଥ । ଆଜି ପର୍ଯ୍ୟନ୍ତ ଆମେ ଆଲୋଚନା କଲେ ମୁଖ୍ୟତଃ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ବିଷୟରେ । ଏଠି ଗୋଟିଏ ଭାଗବତ ଉକ୍ତି ମନେପଡୁଛି : "ସକଳ…

ମୁକ୍ତା ଯୋଜନାରେ ସାମିଲ ହେଲା ପାରାଦୀପ

ଜଗତସିଂହପୁର : ପାରାଦୀପ ସହରର ବିକାଶ ପାଇଁ ମୁକ୍ତା ଯୋଜନାରେ ୯ କୋଟି ୪ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ପ୍ରଥମ ଦଫାରେ ୧୯ଟି ଓ୍ବାର୍ଡ ମଧ୍ୟରୁ ୧୨ଟି ଓ୍ବାର୍ଡକୁ ସାମିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ସ୍ଥାନୀୟ ବିଜୁ ମେମୋରିଆଲ ଟ୍ରଷ୍ଟ…

ମହିଳାଙ୍କ ଜିଦ..ମୋ ପତି ଗାଇ ରୂପରେ ଫେରି ଆସିଛନ୍ତି !

ନୂଆଦିଲ୍ଲୀ: ପୁର୍ନଜନ୍ମ ନେଇ ବୈଜ୍ଞାନିକମାନେ ଏବେ ବି ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ଏହି ରହସ୍ୟମୟ ଦୁନିଆରେ ଏ ଭଳି କିଛି ଘଟଣା ଘଟୁଛି ଯାହା କି ଏଥିପ୍ରତି ବିଶ୍ୱାସ ସୃଷ୍ଟି କରିବା ପାଇଁ ବାଧ୍ୟ କରାଉଛି । କାମ୍ବୋଡିଆର କ୍ରେଟିଂ ଅଂଚଳରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି । ଜଣେ ୭୪…

ସୋସିଆଲ ମିଡିଆରେ ସମ୍ବିଧାନକୁ ଅପମାନ, ଭୀମ ସେନା ପକ୍ଷରୁ ଥାନାରେ ଏତଲା

ବରଗଡ଼ : ସୋସିଆଲ ମିଡିଆରେ ଜଣେ ମହିଳା ସମ୍ବିଧାନକୁ ଅପମାନିତ କରିବା ଭଳି ଘଟଣାକୁ କରାଯାଇଛି ତୀବ୍ର ବିରୋଧ । ଏନେଇ ଭୀମ ସେନା ପକ୍ଷରୁ ବରଗଡ଼ ଟାଉନ ଥାନା ଅଧିକାରୀଙ୍କ ନିକଟରେ ଏତଲା ଦିଆଯାଇଛି । ଏହାସହ ସଂପୃକ୍ତ ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ…

ଭାଇରାଲ ହେଉଛି କୋହଲି-ଅନୁଷ୍କାଙ୍କ ରୋମାଂଟିକ ଫଟୋ

ନୂଆଦିଲ୍ଲୀ: କ୍ରିକେଟ ପଡିଆରୁ କିଛି ଦିନ ବିଶ୍ରାମ ନେଇଥିବା ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ ପୁନର୍ବାର ଚର୍ଚ୍ଚାରେ । ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ଏକ ରୋମାଂଟିକ ଫଟୋ ଶେୟାର କରିଛନ୍ତି, ଯାହାକି ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ହ୍ରଦ…

ନାଗରିକଙ୍କ ହତ୍ୟାରେ ସାମିଲ ସମସ୍ତ ଆତଙ୍କବାଦୀଙ୍କୁ ମାରିଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀମାନେ ସାଧାରଣ ନାଗରିକଙ୍କ ବିଶ୍ୱାସ ଜିଣିବାରେ ସଫଳ ହୋଇଛନ୍ତି । ରିପୋର୍ଟ ମୁତାବକ ନିକଟରେ ସାଧାରଣ ନାଗରିକଙ୍କ ହତ୍ୟାରେ ସାମିଲ ସମସ୍ତ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଏନକାଂଉଟର କରିଛନ୍ତି । ଡିଜିପି ଦିଲବାଗ ସିଂଙ୍କ ମତରେ ଆମେ ଛୋଟ ଛୋଟ…

ତାଳଚେର-ବିମଳାଗଡ଼ ନୂଆ ରେଳ ପ୍ରକଳ୍ପ ଟନେଲର ବଡ ଧରଣର କାର୍ଯ୍ୟ ସମ୍ପାଦନରେ ପୂର୍ବତଟ ରେଳପଥର ମାଇଲ୍ ଖୁଣ୍ଟ

ଭୁବନେଶ୍ବର : ମାଇଲ ଖୁଣ୍ଟ ହାସଲ କରିଛି ପୂର୍ବତଟ ରେଳପଥ । ତାଳଚେର-ବିମଳାଗଡ଼ ନୂତନ ରେଳ ପ୍ରକଳ୍ପ ମଧ୍ୟରେ ଟନେଲର ବଡ ଧରଣର କାର୍ଯ୍ୟ ସମ୍ପାଦନରେ ପୂର୍ବତଟ ରେଳପଥକୁ ମିଳିଛି ଏକ ବଡ଼ ସଫଳତା । ଚାଲୁ ରହିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି…