ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା ର ପ୍ରଥମ ମାତ୍ରା କରୋନାଭାଇରସ୍ ସଂଚାରଣକୁ ପ୍ରାୟ ୬୭ ପ୍ରତିଶତ ହ୍ରାସ କରିପାରେ
ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭରସିଟିର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଦୁଇ-ଡୋଜ୍ ଅକ୍ସଫୋର୍ଡ / ଆଷ୍ଟ୍ରା ଜେନେକା ଟିକାରେ କରୋନାଭାଇରସ୍ ସଂଚାରଣ ମାତ୍ରା ପ୍ରାୟ ୬୭ ପ୍ରତିଶତ ହ୍ରାସ ହୋଇପାରେ ଏବଂ ମାରାତ୍ମକ ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବାରେ ଏହାର ଏକ ମହତ୍ବପୂର୍ଣ୍ଣ ପ୍ରଭାବ…