Latest Odisha News

BREAKING NEWS

Yearly Archives

2021

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୧ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ଘଣ୍ଟା ମଧ୍ୟରେ ୧୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିମଧ୍ୟରୁ…

ଭୀମସାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ଛୁଇଁଲା

ସମ୍ବଲପୁର:  ବୁର୍ଲା ଭୀମସାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ୫୯ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ପୂର୍ବରୁ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଆଉ ଜଣେ ଛାତ୍ର ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା…

ତନିଶା ମୁଖାର୍ଜୀ କରୋନା ପଜିଟିଭ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା ଅଭିନେତ୍ରୀ କାଜୋଲଙ୍କ ଭଉଣୀ ତନିଶା ମୁଖାର୍ଜୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ତନିଶା ସୋସିଆଲ ମିଡିଆରେ ସେୟାର କରିଥିଲେ। ତନିଶା ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ସେ ଏବେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ନିକଟରେ ତାଙ୍କ ବଡ଼…

ଇତିହାସରେ ପ୍ରଥମ; ଆଣ୍ଟାର୍ଟିକାରେ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ ଏକ ବାଣିଜ୍ୟିକ ଏୟାରବସ୍ ବିମାନ ସଫଳତାର ସହ ଆଣ୍ଟାର୍ଟିକାର ଏକ ବରଫାବୃତ୍ତ ରନୱେରେ ଅବତରଣ କରିଛି। ଏହା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ପ୍ରକାଶ ଥାଉକି, ସେହି ମାସରେ କମ୍ପାନୀର A340 ବିମାନ ବରଫ ଭର୍ତ୍ତି ରନୱେରେ ଅବତରଣ କରିଥିଲା, ସେବେଠାରୁ…

କର୍ଣ୍ଣାଟକ ଏସଡ଼ିଏମ୍ କଲେଜରେ କୋଭିଡ଼-୧୯ ସଂକ୍ରମିତ ସଂଖ୍ୟା ୩୦୬କୁ ବୃଦ୍ଧି

କର୍ଣ୍ଣାଟକ: କର୍ଣ୍ଣାଟକର ଧରୱାଡ଼ସ୍ଥିତ ଏସଡ଼ିଏମ୍ କଲେଜ ଅଫ୍ ମେଡ଼ିକାଲ ସାଇନ୍ସରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬କୁ ବୃଦ୍ଧି ପାଇଛି । କଲେଜ ପରିସରରେ ଥିବା ଦୁଇଟି ହଷ୍ଟେଲକୁ ସିଲ୍ କରିଦିଆଯାଇଛି । ସଂକ୍ରମିତ ଶିକ୍ଷାର୍ଥୀମାନେ ସେମାନଙ୍କ ହଷ୍ଟେଲ ରୁମରେ ଚିକିତ୍ସିତ ହେଉଛନ୍ତି । ଧରୱାଡ଼…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହା ହେବ ପ୍ରଧାନମନ୍ତ୍ରୀଙ୍କ ୮୩ତମ ମନ କି ବାତ୍ କାର୍ଯ୍ୟକ୍ରମ । ଏହା ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ନେଇ ପିଏମଓ କାର୍ଯ୍ୟାଳୟ ପକ୍ଷରୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:୧୮ ମୃତ, ୫ଗୁରୁତର ଆହତ

କୋଲକାତା: ପଶ୍ଚିମବଙ୍ଗର ନଦିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୮ଜଣଙ୍କ ମୃତ୍ୟୁ ହୋଇଛି । ୫ଜଣ ଗୁରୁତର ଆହତ ହୋଇଛନ୍ତି । ନଦିୟା ଜିଲ୍ଲାର ହଂସଖାଲି ଫୁଲବାଡ଼ିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ରାସ୍ତାକଡ଼ରେ ଠିଆ ହୋଇଥିବା…

ବଲାଙ୍ଗିରରେ ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ

ବଲାଙ୍ଗିର: ଏନକାଉଣ୍ଟରରେ ଗଡ଼ିଲା ନକ୍ସଲ ମୁଣ୍ଡ । ବଲାଙ୍ଗିର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ଗତକାଲି ରାତିରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲା । ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନିବାହାଲରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାବାହିନୀ ଗୁଳିରେ ଜଣେ…

ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ

ଭୁବନେଶ୍ୱର: ରାଜଧାନୀରୁ ସୁପାରୀ କିଲର ଗିରଫ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଜଣେ ସୁପାରୀ କିଲରକୁ ଗିରଫ କରିଛି କମିଶନରେଟ ପୋଲିସ । ତା ନିକଟରୁ ୨ଟି ପିସ୍ତଲ ଓ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତର ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡିଛି ।ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା…

୪ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀ ପ୍ରଦୂଷଣ

ନୂଆଦିଲ୍ଲୀ: ଗତ ଚାରି ବର୍ଷ ମଧ୍ୟରେ ଦିଲ୍ଲୀରେ ଚଳିତ ବର୍ଷର ନଭେମ୍ବର ସର୍ବାଧିକ ପ୍ରଦୂଷିତ ହୋଇଛି। ନଭେମ୍ବରରେ ଏପର୍ଯ୍ୟନ୍ତ PM 2.5 ହାରାହାରି ଗତ ଚାରି ବର୍ଷ ମଧ୍ୟରେ ସର୍ବାଧିକ। ୨୦୧୮ ବର୍ଷ ତୁଳନାରେ, ଚଳିତ ବର୍ଷ ନଭେମ୍ବରରେ ପ୍ରଦୂଷଣ ସ୍ତର ୨୦ ପ୍ରତିଶତ ଅଧିକ ଥିଲା। ଦିୱାଲି…