Latest Odisha News

BREAKING NEWS

Yearly Archives

2021

ପରଲୋକରେ ଜଣାଶୁଣା ଗୀତିକାର ତଥା ବାଦ୍ୟଶିଳ୍ପୀ କୃପାସିନ୍ଧୁ ଗୁରୁ

ସମ୍ବଲପୁର: ଜଣାଶୁଣା ଗୀତିକାର ତଥା ବାଦ୍ୟଶିଳ୍ପୀ କୃପାସିନ୍ଧୁ ଗୁରୁଙ୍କ ପରଲୋକ । ସମ୍ବଲପୁର କଳାପରିଷଦ ସହ ଜଡିତ ଥିଲେ କୃପାସିନ୍ଧୁ । ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ଗୀତିକାର ଥିଲେ । ସେ ଅନେକ ଜଣାଶୁଣା ସମ୍ବଲପୁରୀ ଗୀତ ରଚନା କରିଥିଲେ । ‘ଅସ୍ତରାଗ’ ଫିଲ୍ମର ‘ରାଧା ନାନୀ ଲହର…

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କିଙ୍ଗ କୋହଲି

ଚେପକ: ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨ଟି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଅଧିନାୟକ ଭାବେ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ରିକି ପଂଟିଙ୍କ ୪୧ ଶତକ ସହ ସେ ସମକକ୍ଷ ହୋଇଛନ୍ତି । ସେ ଏହି…

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜ୍ଵାଇଁ ଜାରେଡ କୁଶନର୍ ନୋବେଲ ଶାନ୍ତି ସମ୍ମାନ ପାଇଁ ମନୋନୀତ

ନୂଆଦିଲ୍ଲୀ: ହ୍ବାଇଟ୍‌ ହାଉସର ପୂର୍ବତନ ବରିଷ୍ଠ ଉପଦେଷ୍ଟା ତଥା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜୋଇଁ ଜାରେଡ କୁଶନର୍ ଏବଂ ତାଙ୍କ ଡେପୁଟି ଅଭି ବର୍କୋୱିଜ୍‌ଙ୍କୁ "ଅବ୍ରହାମ ଚୁକ୍ତିନାମା" ଭାବରେ ଜଣାଶୁଣା ଇସ୍ରାଏଲ୍ ଏବଂ ଆରବ ଦେଶଗୁଡିକ ମଧ୍ୟରେ ଚାରିଟି ସ୍ବାଭାବିକ…

ଭାରତୀୟ ସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଆଜି ଭାରତୀୟ ସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି । ୪୨ତମ ଭାଇସ୍ ଚିଫ୍ ଆର୍ମୀ ଭାବେ ଏହି ଦାୟିତ୍ୱ ନେଇଛନ୍ତି । ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ଏସ୍ କେ ସାଇନି ଏହି ଦାୟିତ୍ୱରେ ଥିଲେ । ପୂର୍ବରୁ ଲେଫ୍ଟନାଣ୍ଟ ମହାନ୍ତି…

ବୃଦ୍ଧାଙ୍କ ବେକରୁ ଲୁଟେରା ଝାମ୍ପି ନେଲେ ସୁନା ଚେନ୍‌

ବାଲିପାଟଣା: ବୃଦ୍ଧାଙ୍କ ବେକରୁ ଲୁଟେରା ଝାମ୍ପି ନେଇଛନ୍ତି ସୁନା ଚେନ୍‌ । ବାଲିଅନ୍ତା ଥାନା ବାଳକାଟିରେ ଘଟିଛି ଏହି ଘଟଣା । ବାଳକାଟି ଥାନାରେ ଲୁଟ୍‌ ଘଟଣା ନେଇ ମାମଲା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ବାଲିଅନ୍ତା ଥାନା ନବାଟି ଗାଁର ଅନୁପମା ମହାପାତ୍ର ଏବଂ ତାଙ୍କ ପୁଅ ପେନ୍‌ସନ୍‌…

ଶିଶୁ ପୁତ୍ରର ମୁଣ୍ଡବିହୀନ ଶରୀର ଉଦ୍ଧାର

ଯାଜପୁର: ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି ପୋଲିସ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚାଇନିପୁର ପଞ୍ଚାୟତ ବିଦ୍ୟାଧରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସୂଚନାଯୋଗ୍ୟ, ବିଦ୍ୟାଧରପୁର ଗାଁର ଅଶୋକ ତ୍ରିପାଠୀଙ୍କ ବାଡ଼ିରୁ ଦେଢ଼ ବର୍ଷ ଶିଶୁ ପୁତ୍ରର ମୁଣ୍ଡବିହୀନ…

ସିଙ୍ଘୁ ସୀମାରେ ଉତ୍ତେଜନା ଜାରି; ରାସ୍ତା‌ ଅବରୋଧ କରିବାକୁ ଧମକ ଦେଲେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ଉପରେ ବିରୋଧ ଜାରି ରହିଥିବାବେଳେ ହରିୟାଣାର କୃଷକମାନେ ମାନ୍ଦସୌରରେ ଟ୍ରେନ୍ ଅବରୋଧ କରିବାକୁ ଧମକ ଦେଇଛନ୍ତି। ଏ ନେଇ ଦିଲ୍ଲୀ ଏନସିଆରର ସିଙ୍ଘୁ ସୀମାରେ ଥିବା କୃଷକମାନେ ସୋମବାର ଚେତାବନୀ ଦେଇଛନ୍ତି। ଦିଲ୍ଲୀର ଏକ ପ୍ରମୁଖ ପ୍ରତିବାଦ ସ୍ଥାନ ସିଙ୍ଘୁ…

ବଜେଟ୍ ଘୋଷଣା ପରେ ସେୟାର ବଜାରରେ ଯୋରଦାର ବୃଦ୍ଧି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବା ପରେ ସେୟାର ବଜାରରେ ଯୋରଦାର ବୃଦ୍ଧି ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୧୬୫୦ ପଏଣ୍ଟରୁ ଅଧିକ ବଢି ୪୮,୦୦୦ ପଏଣ୍ଟରେ କାରବାର କରୁଛି । ସେଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ମଧ୍ୟ ୧୪,୦୦୦ ପଏଣ୍ଟ ପାର…

ଟ୍ରକ ଧକ୍କାରେ ଓଲଟିଲା ପିକଅପ ଭ୍ୟାନ, ୩ ଆହତ

ବ୍ରହ୍ମପୁର: ଜାତୀୟ ରାଜପଥ ୧୬ କନିସି ଛକରେ ସୋମବାର ଏକ ଟ୍ରକ ଓ ପିକଅପ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ସହ ୩ ଜଣ ଆହତ ହୋଇଛନ୍ତି ।  ଟ୍ରକ ଧକ୍କାରେ ପିକଅପଟି ରାସ୍ତା ମଝିରେ ଓଲଟି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆହତଙ୍କୁ…

ରାମଚନ୍ଦ୍ର ବେହେରା ପାଇଲେ ଚଳିତ ବର୍ଷର ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ

କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ କଟକର ସାରଳା ଭବନଠାରେ କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଡ. ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପଦ୍ମଭୂଷଣ ରମାକାନ୍ତ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି…