Latest Odisha News

BREAKING NEWS

Yearly Archives

2021

କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଛି କରୋନାର ନୂଆ ଭ୍ୟାରିଆଣ୍ଟ । କରୋନାର ନୂଆ ଭ୍ୟାରିଆଣ୍ଟର ମୁକାବିଲା କରିବାକୁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜରେ ସଂକ୍ରମଣ ଚେନକୁ ରୋକିବା ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍…

କରୋନା ନୂଆ ପ୍ରଜାତିର ନାଁକୁ ନେଇ ବଢୁଛି ବିବାଦ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ ଆଫ୍ରିକାରେ ମିଳୁଥିବା କରୋନାର ଏକ ନୂତନ ପ୍ରଜାତିର ନାମକରଣ କରାଯାଇଛି ଏବଂ ବର୍ତ୍ତମାନ ଏହାକୁ 'ଓମିକ୍ରନ୍' କୁହାଯିବ। ତେବେ ଏହି ନାମକରଣ ସହିତ ଏକ ବିବାଦ ଉପୁଜିଛି। ପ୍ରକୃତରେ, ମହାମାରୀ ଆରମ୍ଭରୁ, ହୁ ଚୀନ୍‌ର ଚାପରେ କାମ କରୁଥିବା ଅଭିଯୋଗ…

ବାହା ହେବେନି ଭିକି ଓ କାଟ୍ରିନା!

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହକୁ ଚର୍ଚ୍ଚା ଜୋର୍‌ ଧରିଛି। ଡିସେମ୍ବରରେ ବିବାହ ହେବା ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି। ଗତ କିଛି ସପ୍ତାହ ହେବ ଚର୍ଚ୍ଚାର ବିଷୟ ପାଲଟିଛି ଭିକି ଓ କ୍ୟାଟ୍‌ଙ୍କ…

ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଦିଲ୍ଲୀ: ସୋମବାରଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ସାଢ଼େ ୧୧ଟାରେ ବସିବ ଏହି ବୈଠକ । ବୈଠକରେ ନରେନ୍ଦ୍ର ମୋଦିଙ୍କ ସହିତ ବିରୋଧୀ ଦଳର ନେତାମାନେ ମଧ୍ୟ ସାମିଲ ହେବେ । ଶୀତକାଳୀନ ଅଧିବେଶନ ପାଇଁ ଏନଡ଼ିଏ ରଣନୀତି ପ୍ରସ୍ତୁତ…

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା

ଭୁବନେଶ୍ୱର: ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେ ଧୀରେ ବଙ୍ଗୋପସାଗରରେ ପ୍ରବେଶ କରିବ । ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରୁଛନ୍ତି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରେମଭକ୍ତିର ଠାକୁର ଶ୍ରୀଜଗନ୍ନାଥଙ୍କୁ ନିଜର ଇଷ୍ଟ ବୋଲି ସ୍ୱୀକାର କରିଥିବା ମହାତ୍ମା ଓ ଆଚାର୍ଯ୍ୟମାନେ ପ୍ରଥମେ କିନ୍ତୁ ଅନ୍ୟ ଉପାସନା ଧାରାରେ ନିଜ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।…

ଅନୁବାଦ ଗଳ୍ପ : ହଳେ ଛିଣ୍ଡା ଜୋତାର କାହାଣୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୪  ମୂଳ ପଞ୍ଜାବୀ : ଜ୍ଞାନୀ ଗୁରମୁଖ ସିଂହ ମୁସାଫିର  ସେତେବେଳକୁ ଜୋତା ହଳକ ଛିଣ୍ଡି ନ ଥାଏ । ବୈରାଗ ତାକୁ ପିନ୍ଧି ଯେଉଁଆଡ଼େ ଯାଏ, ତା’ ଜୋତା ହଳକୁ ଲୋକେ କଣେଇ କଣେଇ ଚାହାନ୍ତି । ଯେଉଁମାନେ ତାକୁ ଚିହ୍ନିଛନ୍ତି, ସେମାନେ ସେ…

ଶିଶୁ ଗଳ୍ପ : ମହତ କାମ

ଯାଜ୍ଞସେନୀ ହୋତା  ନା ଟା ତା'ର ବାପୁନୁ । ଗଛଲତା, ପଶୁପକ୍ଷୀ, କୀଟ ପତଙ୍ଗ , ସମସ୍ତଙ୍କୁ ଖୁବ୍ ଭଲପାଏ ସେ । ସବୁଦିନ ସ୍କୁଲ୍ ରୁ ଫେରି ,ବାଡିରେ ବୁଲି ବୁଲି ଗଛଲତାଙ୍କୁ ଲକ୍ଷ୍ୟ କରେ। ପକ୍ଷୀଙ୍କର କିଚିରି ମିଚିରି ସ୍ୱର ଶୁଣି ଖୁସିରେ କୁରୁଳି ଉଠେ। କୁଆ କୁକୁରଙ୍କୁ ଘରୁ ନେଇ ବିସ୍କୁଟ୍…

ଓମିକ୍ରନ ଭ୍ୟାରିଆଂଟ ଭୟ ବଢ଼ିଲା: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ ଭାରତୀୟଙ୍କ ରିପୋର୍ଟ ପଜିଟିଭ

ବେଙ୍ଗାଲୁର: କରୋନା ମହାମାରୀର ନୂତନ ଭ୍ୟାରିଆଂଟ ଓମିକ୍ରନର ଭୟ ଏବେ ସମସ୍ତଙ୍କୁ ଗ୍ରାସ କରିବା ଆରମ୍ଭ କରିଛି । ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୯୪ ଭାରତୀୟଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଏ ପର୍ଯ୍ୟନ୍ତ କର୍ଣ୍ଣାଟକର ୨ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଓମିକ୍ରାନ ଭ୍ୟାରିଆଂଟରେ…

ପ୍ରଥମାଷ୍ଟମୀରେ ଅଢେଇ ବର୍ଷର ଶିଶୁକନ୍ୟା ନିଖୋଜ !

ବାଲେଶ୍ୱର: ପ୍ରଥମାଷ୍ଟମୀ ପାଇଁ ଉତ୍ସବମୁଖର ଥିଲା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନିମା ଗାଁ । ହଠାତ୍ ଚହଳ ପଡିଥିଲା ଅଢେଇ ବର୍ଷର ଶିଶୁ ସାଇସ୍ମିତା ପ୍ରଧାନ ନିଖୋଜ ହୋଇଯାଇଛି । ଏହି ଘଟଣାକୁ ନେଇ ନିଖୋଜ ଶିଶୁକନ୍ୟାର ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ଅନ୍ୟପଟେ ସ୍ଥନୀୟ…