Latest Odisha News

BREAKING NEWS

Yearly Archives

2021

ଅଭିନେତ୍ରୀ ମଣି ଭଟ୍ଟାଚାର୍ଯ୍ୟ ଆହତ, ଫିଲ୍ମ ସୁଟିଂ ବେଳେ ଅସାମାଜିକ ବ୍ୟକ୍ତିଙ୍କ ପଥରମାଡ଼

ଜୌନପୁର: ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାର ଭୋଜପୁରୀ ଫିଲ୍ମ ‘ମେରା ଭାରତ ମହାନ’ର ସୁଟିଂ ସମୟରେ କିଛି ଅସାମାଜିକ ବ୍ୟକ୍ତି ପଥରମାଡ କରିଥିବାର ଜଣାପଡିଛି । ଏହି ପଥରମାଡରେ ଅଭିନେତ୍ରୀ ମଣି ଭଟ୍ଟାଚାର୍ଯ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲା ।…

ଖୁବ୍‌ ଶୀଘ୍ର OTT ପ୍ଲାଟଫର୍ମ ପାଇଁ ଜାରି ହେବ ନିର୍ଦ୍ଦେଶାବଳୀ; ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ: ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଟପ୍ (OTT) ପ୍ଲାଟଫର୍ମ ଉପରେ ନିର୍ଦ୍ଦେଶାବଳୀ ପ୍ରକାଶ କରିବ କାରଣ ଏଠାରେ ଉପଲବ୍ଧ କେତେକ ସିରିଏଲ୍ ବିରୋଧରେ ବହୁ ଅଭିଯୋଗ ଆସୁଛି ବୋଲି ରବିବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। "OTT ପ୍ଲାଟଫର୍ମରେ ଉପଲବ୍ଧ…

ଭିଭିଆଇପି ହେଲିକପ୍ଟର କିଣା ଘୋଟାଲାରେ ଅନୁପ କୁମାର ଗିରଫ 

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ ଅନୁପ କୁମାର ଗୁପ୍ତାଙ୍କୁ ଗିରଫ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ ହଜାର ୬ ଶହ କୋଟିର ଏହି ଘୋଟାଲାରେ ଇଣ୍ଡିଆ ଗେଟ୍‌ ବାସୁମତି ଚାଉଳର ଉତ୍ପାଦନ କର୍ତ୍ତା କେଆର୍‌ବିପି ଲିମିଟେଡ୍‌ର ସଂଯୁକ୍ତ ପ୍ରବନ୍ଧ ନିର୍ଦ୍ଦେଶକ…

୩୦ ବର୍ଷର ରେକର୍ଡ ଭାଙ୍ଗିଲା ଶ୍ରୀନଗର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୮.୮ ଡିଗ୍ରୀ ସେଲସିୟସ୍ ହୋଇଛି। ଯାହା ୧୯୯୧ ମସିହା ଜାନୁୟାରୀ ପର ଠାରୁ ଏକ ରେକର୍ଡ ସୃଷ୍ଟି କରିଛି। ଶ୍ରୀନଗରର ଆଇଏମଡି କାର୍ଯ୍ୟାଳୟର ପାଣିପାଗ ବିଜ୍ଞାନୀ…

ବରିଷ୍ଠ କିରାଣୀଙ୍କୁ ଚାକିରିରୁ ବହିଷ୍କୃତ କଲେ ଜିଲ୍ଲାପାଳ 

ମାଲକାନଗିରି: ବରିଷ୍ଠ କିରାଣୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲା ମଙ୍ଗଳ ବିଭାଗରେ ଗତ ୧୯୯୬ ମସିହାରେ ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି କିରାଣୀ ପରେ ପ୍ରମୋଶନ ପାଇ ବରିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିବା ଲକ୍ଷ୍ନୀପ୍ରିୟା ବେହେରାଙ୍କୁ…

ଭାରତରେ ପ୍ରସ୍ତୁତ ଟିକା ଦେଶ ପାଇଁ ଆତ୍ମ ଗର୍ବର ପ୍ରତୀକ; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦେଶର ବୈଜ୍ଞାନିକମାନଙ୍କୁ କରୋନାଭାଇରସ୍ ରୋଗ (କୋଭିଡ୍-୧୯) ବିରୋଧରେ ଦୁଇଟି ଟିକା ବିକଶିତ କରିଥିବାରୁ ପ୍ରଶଂସା କରିଛନ୍ତି। ରେଡିଓ କାର୍ଯ୍ୟକ୍ରମ 'ମନ କୀ ବାତ୍‌'ରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ…

ବଜେଟ୍ ଅଧିବେଶନ: ମହିଳା ସଂରକ୍ଷଣ ବିଲ୍ ପାସ୍ ଲାଗି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାସ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ସର୍ବଦଳୀୟ ବୈଠକ ପରେ ବିଜେଡି ଲୋକସଭା ସଦସ୍ୟ ପିନାକି ମିଶ୍ର ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ…

ଷ୍ଟାରସିପ୍ ରକେଟ ଲଞ୍ଚିଂ ବେଳେ ଲାଇସେନ୍ସର ଉଲଙ୍ଘନ କରିଛି ସ୍ପେସ୍ ଏକ୍ସ

ନୂଆଦିଲ୍ଲୀ:  ଲାଇସେନ୍ସର ଉଲ୍ଲଙ୍ଘନ କରି ଚର୍ଚ୍ଚାରେ ସ୍ପେସ୍ ଏକ୍ସ । ରିପୋର୍ଟ ଅନୁସାରେ, ସ୍ପେସ୍ ଏକ୍ସ ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଟେଷ୍ଟ୍ ଲାଇସେନ୍ସର ଉଲ୍ଲଙ୍ଘନ କରିଛି । ଏକ ରକେଟର ପରୀକ୍ଷଣ ବେଳେ କମ୍ପାନୀ ଏହି ଉଲ୍ଲଙ୍ଘନ କରିଛି । ଷ୍ଟାରସିପ୍ ରକେଟର ପରୀକ୍ଷଣ ବେଳେ ଏହା…

ମନ୍ କି ବାତ୍‌ରେ ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ମନ୍ କି ବାତରେ ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଗ୍ୟଶ୍ରୀ ସଫ୍ଟ ଷ୍ଟୋନ୍‌ରେ ପଟ୍ଟଚିତ୍ର କରିଥିବାରୁ ତାରିଫ କରିଛନ୍ତି ।  ପ୍ରଧାନମନ୍ତ୍ରୀ କହିଥିଲେ ଯଦିଓ ଭାଗ୍ୟଶ୍ରୀ ଇଞ୍ଜିନିୟରିଂ ଛାତ୍ରୀ,…

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଶଶିକଳା

ବେଙ୍ଗାଲୁରୁ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ବନ୍ଧୁ ଭି.କେ ଶଶିକଳାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। କରୋନା ସଂକ୍ରମିତ ହେତୁ ସେ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ସପ୍ତାହରେ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା।…