Latest Odisha News

BREAKING NEWS

Yearly Archives

2021

୧.୩ ଲକ୍ଷ କୋଟିରେ ୧୧୪ ଲଢ଼ୁଆ ବିମାନ କିଣିବାକୁ IAFର ପ୍ରସ୍ତୁତି

ନୂଆଦିଲ୍ଲୀ: ଆହୁରି ମଜ୍‌ଭୁତ ହେବ ଭାରତୀୟ ବାୟୁସେନା । ୧.୩ ଲକ୍ଷ କୋଟି ଟଙ୍କାର ୧୧୪ ଲଢ଼ୁଆ ବିମାନ କ୍ରୟ କରିବାକୁ ଯୋଜନା କରିଛି ଆଇଏଏଫ୍‌। ଆଗାମୀ ଏରୋ ଇଣ୍ଡିଆ ସମୟରେ ୮୩ ଏଲସିଏ ତେଜସ୍ ମାର୍କ ୧ଏ ବିମାନ କ୍ରୟ ଉପରେ ମୋହର ବାଜିବା ପରେ ଭାରତୀୟ ବାୟୁସେନା ଏବେ ମଲ୍ଟିରୋଲ୍‌ ଲଢ଼ୁଆ ବିମାନ…

୩୦ ବର୍ଷ ପୂରଣ କଲା ଫିଲ୍ମ ‘ହମ୍‌’; ଏବେ ବି ବିଗ୍‌ ବିଙ୍କ ଯାଦୁ ଦର୍ଶକଙ୍କ ହୃଦୟରେ ରହିଛି ସତେଜ

ନୂଆଦିଲ୍ଲୀ: ସୁପର୍‌ହିଟ୍‌ ହିନ୍ଦୀ 'ହମ୍‌'କୁ ୩୦ ବର୍ଷ ପୂରିଛି। ବହୁ ପ୍ରଶଂସିତ ସଂଗୀତ କାଷ୍ଟ ଚଳଚ୍ଚିତ୍ର ମଧ୍ୟରୁ ମୁକୁଲ ଆନନ୍ଦ ନିର୍ଦ୍ଦେଶକ ହମ୍ ୧୯୯୧ ରେ ମୁକ୍ତିଲାଭ କରିଥିଲା ​​ଏବଂ କେବଳ ଅଭିନୟ, କାହାଣୀ ନୁହେଁ ସୁପର-ହିଟ୍ ଗୀତ ପାଇଁ ମଧ୍ୟ ଏହା ଆଜି ବି ଦର୍ଶକଙ୍କ ହୃଦୟରେ ତାଜା…

କାହିଁକି ଅଚାନକ ମଞ୍ଚ ଉପରେ କାନ୍ଦି ପକାଇଲେ ଅଭିନେତ୍ରୀ ଡେଜି

ନୂଆଦିଲ୍ଲୀ: ଫିଲ୍ମ ଜୟ ହୋ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଡେଜି ଶାହା ଜଣେ ନୃତ୍ୟଶିଳ୍ପୀ। ସେ କୋରିଓଗ୍ରାଫର ଶାବିନା ଖାନଙ୍କ ଅଧୀନରେ ତାଲିମ ନେଇଥିଲେ ଏବଂ ବର୍ଷ ବର୍ଷ ଧରି ତାଙ୍କର ସହକାରୀ ଥିଲେ। ନିକଟରେ ଯେତେବେଳେ ଶାହା ଏକ ଇଭେଣ୍ଟ ଅନୁଗ୍ରହ କରିଥିଲେ, ସେତେବେଳେ ସେ…

ଖଡ଼ିଆଳ ପୁଲିସକୁ ସଫଳତା, ଚୋରି ହୋଇଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କଲା ପୁଲିସ, ୩ ଯୁବକ ଗିରଫ

ନୂଆପଡ଼ା: ଖଡ଼ିଆଳ ଏରିଗେସନ ଅଫିସରୁ ଚୋରି ହୋଇଥିବା ଜିନିଷ ଜବତ କରିବାରେ ସଫଳ ହୋଇଛି ଖଡ଼ିଆଳ ପୁଲିସ । ଏଥିସହିତ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗତ ୨୨ ତାରିଖରେ ଖଡ଼ିଆଳ ସ୍ଥିତ ଏରିଗେସନ୍ ଅଫିସରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି ହୋଇଥିଲା । ଏନେଇ ଗତ ୨୪ ତାରିଖରେ…

ଅକାମୀ ହାତ ବଳରେ ସାକ୍ଷୀଙ୍କୁ ହରାଇ ସୋନମ ହେଲେ ଜାତୀୟ ରେସଲିଂ ଚାମ୍ପିୟନ

ଚଣ୍ଡୀଗଡ: ଜାତୀୟ ରେସଲିଂ ଚାମ୍ପିୟନଶିପରେ ହରିୟାଣାର ୧୮ ବର୍ଷୀୟା ସୋନମ ମଲିକ ନୂତନ ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ସେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକଙ୍କୁ ପରାସ୍ତ କରିଥିଲେ । ଯେଉଁ ପାରାଲାଇଜଡ ହାତ ଯୋଗୁ ସେ ରେସଲିଂ ଛାଡିବେ ବୋଲି ଚିନ୍ତା କରୁଥିଲେ ସେଥିଯୋଗୁ ସେ ଏହି…

ଖାସ ଅନ୍ଦାଜରେ ପ୍ରୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଯୁବରାଜ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କର ଆଜି ୪୬ତମ ଜନ୍ମଦିନ । ସୋସିଆଲ୍ ମିଡ଼ିଆରେ ଜନ୍ମଦିନ ଅବସରରେ ପ୍ରୀତି ଜିଣ୍ଟାଙ୍କୁ ତାଙ୍କ ପ୍ରଶଂସକ ଓ ସେଲିବ୍ରିଟି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ପ୍ରୀତିଙ୍କ ନିକଟ ବନ୍ଧୁ ତଥା କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ପୂର୍ବତନ…

ଯାତ୍ରୀଙ୍କ ୨୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ ଫେରାଇ ଦେଲେ ଅଟୋ ଡ୍ରାଇଭର, ପୋଲିସ କଲେ ସମ୍ମାନିତ 

ଚେନ୍ନାଇ:ଚେନ୍ନାଇର ଜଣେ ଅଟୋ ଡ୍ରାଇଭର ସଚ୍ଚୋଟତର ପରିଚୟ ଦେଇଛନ୍ତି । ଅଟୋ ଡ୍ରାଇଭର ଶ୍ରବଣ କୁମାର ଜଣେ ଯାତ୍ରୀଙ୍କ ୨୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ୍ ଫେରାଇ ଦେଇଛନ୍ତି । ଶ୍ରବଣଙ୍କ ସଚ୍ଚୋଟତା ପାଇଁ ଚେନ୍ନାଇ ପୋଲିସ ତାଙ୍କୁ ସମ୍ମାନିତ କରିଛି । ପାଲ ବ୍ରାଇଟ୍ ନାମକ ଜଣେ ବ୍ୟକ୍ତି ନିଜର…

ମେସିଙ୍କ ସହ ୫୫୫ ମିଲିୟନ ୟୁରୋ ଚୁକ୍ତି କରିଛି ବାର୍ସିଲୋନା !

ବାର୍ସିଲୋନା : ମହାନ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ସହ ବାର୍ସିଲୋନା ୫୫୫ ମିଲିୟନ ୟୁରୋର ଚୁକ୍ତି କରିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । କ୍ଲବ କିମ୍ବା ମେସିଙ୍କ ପକ୍ଷରୁ ଏ ନେଇ କିଛି କୁହାଯାଇ ନାହିଁ । ସ୍ପେନିଶ ନ୍ୟୁଜପେପର ଇଲ ମୁଣ୍ଡୋ ପକ୍ଷରୁ ଏହି ଖବର ପ୍ରଥମେ ପ୍ରକାଶ ପାଇଥିଲା ।…

ଅନଶନ ନିଷ୍ପତିରୁ ଓହରିଲେ ଆନ୍ନା ହଜାରେ, ସାମାନରେ ସମାଲୋଚନା

ମୁମ୍ବାଇ: କୃଷି ଆଇନକୁ ବିରୋଧ କରି ସମାଜସେବୀ ଆନ୍ନା ହଜାରେ ଅନଶନରେ ବସିବେ ବୋଲି ଘୋଷଣା କରିଥିଲେ । ତେବେ ରବିବାର ସେ ଏହି ନିଷ୍ପତିରୁ ଓହରି ଯାଇଛନ୍ତି । ଦେବେନ୍ଦ୍ର ଫଡନାଭିସ ଓ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତି ବଦଳାଇଥିବା ଅନୁମାନ କରାଯାଉଛି ।…

ବଜେଟ୍ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସ୍ୱତନ୍ତ୍ର ଆଲୋଚନା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ରବିବାର ଦିନ ତାଙ୍କ ବାସଭବନରେ ସର୍ଦ୍ଦାର ବଲ୍ଲବଭାଇ ପଟେଲ ହଲରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଏକ ବୈଠକ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ…