Latest Odisha News

BREAKING NEWS

Yearly Archives

2021

ରାସ୍ତା କଡରେ ପଡିଛି ଗଞ୍ଜେଇ, ଗୋଟାଇବାରେ ବ୍ୟସ୍ତ ଲୋକେ

ସମ୍ବଲପୁର: ରାସ୍ତା କଡରେ ପଡିଛି ଗଞ୍ଜେଇ । ଲୋକେ ମଧ୍ୟ ଗଞ୍ଜେଇ ଗୋଟାଇବାରେ ବ୍ୟସ୍ତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଝାଂକରପାଲି ଅଂଚଳରେ । ସୂଚନାଅନୁସାରେ, ଝାଂକରପାଲିରୁ ହାଲିପାଲି ମଧ୍ୟରେ ଯାଇଥିବା ରାସ୍ତାକଡରେ କେହି ଜଣେ ଗଞ୍ଜେଇ ଫିଙ୍ଗି ଦେଇଛି । ସ୍ଥାନୀୟ ଲୋକେ ମଧ୍ୟ…

ଡକାୟତି ଯୋଜନା କରୁଥିବା ବେଳେ ୫ ଜଣକୁ ବାନ୍ଧିଲା ପୋଲିସ

କଟକ:ଡକାୟତି ଯୋଜନା ପଣ୍ଡ । ୫ ଜଣକୁ ବାନ୍ଧିଲା ପୋଲିସ। ଡକାୟତି ଯୋଜନା କରୁଥିବା ବେଳେ ବିଦ୍ୟାଧରପୁର ତେଲି ସାହି ଅଞ୍ଚଳରୁ ୫ ଜଣକୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ମାଛ ପରିବହନ କରୁଥିବା ଗାଡିକୁ ଡକାୟତି କରିବାକୁ ଯୋଜନା କରୁଥିଲେ ଡକାୟତ । ଡକାୟତଙ୍କ ନିକଟରୁ ଏକ…

ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଦୃଢ ବିରୋଧ କରିଛି ଆମେରିକା

ୱାଶିଂଟନ୍: ସାମ୍ବାଦିକ ଡାନିଏଲ ପର୍ଲସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓମାର ସଇଦ ଶେଖଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆମେରିକା ଦୃଢ ବିରୋଧ କରିଛି। ଆମେରିକାର ନ୍ୟାୟ ବିଭାଗ କହିଛି ଯେ ଡାନିଏଲ ପର୍ଲସ ହତ୍ୟାରେ ଉମର ଶେଖଙ୍କୁ ଉଦ୍ଧାର କରିବାକୁ ଦିଆ…

ବନ୍ଧୁକ ଛଡାଇ ସହଯୋଗୀଙ୍କୁ ଗୁଳି କଲେ ଯବାନ, ନିଜକୁ ଗୁଳି ମାରି ଗୁରୁତର

ମାଲକାନଗିରି: ଯବାନଙ୍କ ଉନ୍ମତକାଣ୍ଡ । ସହଯୋଗୀଙ୍କଠାରୁ ବନ୍ଧୁକ ଛଡାଇ ଆଣି ଦୁଇ ଜଣଙ୍କୁ ଗୁଳି କରି ନିଜକୁ ଗୁଳି ମାରି ଗୁରୁତର ହୋଇଛନ୍ତି ଯବାନ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ । ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ…

କବିତା : ମୁଁ ଜାଣେ

ବିଦ୍ୟୁତପ୍ରଭା ଗନ୍ତାୟତ ମୁଁ ଜାଣେ ଆଢୁଆଳେ ରହି କିଏ ଦୁଇ ନିରୀହ ପ୍ରେମୀଙ୍କୁ ଦୁଇ ସମ୍ପ୍ରଦାୟରେ ବାଣ୍ଟୁଛି ଦୁଇ ଗୋଷ୍ଠୀ ରେ ନାମିତ କରୁଛି ପୂଜା ଚାଙ୍ଗୁଡିରେ ସଜଡା ଫୁଲକୁ ଧର୍ମ ପଚାରୁଛି । ମୁଁ ଜାଣେ କେଉଁ ଦୁର୍ବୃତ୍ତ ମାନେ କଅଁଳ ବୟସର ଅଫୁଟା ଫୁଲକୁ ଦଳି ମକଚି…

ଜିଓ ବିଶ୍ୱ ସ୍ତରରେ ପଂଚମ ସୁଦୃଢ଼ ବ୍ରାଣ୍ଡ୍ ବିବେଚିତ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପ୍ରଥମ ଥର ପାଇଁ ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରି ବିଶ୍ୱର ପଂଚମ ସୁଦୃଢ଼ ବ୍ରାଣ୍ଡ୍‌ର ମାନ୍ୟତା (ଟାଇଟଲ୍‌) ହାସଲ କରିଛି । ଭାରତର ଏହି ଅଗ୍ରଣୀ ଟେଲିକମ୍ କଂପାନିର ବିଏସ୍‌ଆଇ ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଇଲାଇଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା…

ତ୍ରୟୋମାସିକ ପତ୍ରିକା ବୋଉର ବନ୍ଧୁ ମିଳନ

ଭୁବନେଶ୍ୱର : ଭୁବନେଶ୍ବର ୟୁନିଟ ୯ ସ୍ଥିତ ଜନକଲ୍ୟାଣ ଭବନରେ ତ୍ରୟୋମାସିକ ପତ୍ରିକା "ବୋଉ"ର ବନ୍ଧୁମିଳନ ଓ "ରାଷ୍ଟ୍ରର ପ୍ରଗତିରେ ମାତୃଶକ୍ତିର ଭୂମିକା" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବନମାଳୀ ସାମନ୍ତରାୟ, ସଂଜୟ କୁମାର ଚୌଧୁରୀ, ସମିତା ମହାରଣା,…

ରଶି ଲଗାଇ ଆତ୍ମହତ୍ୟା କଲେ ଜିଲ୍ଲା ଜଜ୍, ଝୁଲନ୍ତା ଅବସ୍ଥା ଉଦ୍ଧାର ହେଲା ମୃତଦେହ 

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅପର ଜିଲ୍ଲା ଜଜ୍-୯ ଯୋଗେଶ କୁମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବିଚାରପତିଙ୍କ ମୃତଦେହ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ପୂର୍ବରୁ ସେ କୌଣସି…

CRPF କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ମୃତ, ୨ ଗୁରୁତର

ରାୟପୁର: ସିଆରପିଏଫ୍ ଯବାନଙ୍କ ଉନ୍ମତ୍ତକାଣ୍ଡ । ସିଆରପିଏଫ୍ କ୍ୟାମ୍ପରେ ବଚସାରୁ ପରସ୍ପର ଉପରେ ଚଳାଇଲେ ଗୁଳି । ଜଣେ ଯବାନ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ହୋଇଛନ୍ତି ଦୁଇ ଜଣ ଯବନା । ଛତିଶଗଡ଼ ବସ୍ତର ଜିଲ୍ଲାରେ ଥିବା ସିଆରପିଏଫ୍ କ୍ୟାମ୍ପ ୧୪୧ ବାଟାଲିୟନରେ ଏହି ଘଟଣା ଘଟିଛି । ଦୁଇ…

ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ : ଭାରରେ ବୁହାହେଲେ ଗର୍ଭବତୀ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳା ଭାରରେ ବୁହା ହୋଇ ପହଞ୍ଚିଛନ୍ତି ମେଡିକାଲରେ । ସୂଚନାଅନୁସାରେ, କାଶୀପୁର ବ୍ଲକ୍ ସିରିପିଇ ପଞ୍ଚାୟତ ଅନ୍ତର୍ଗତ ବଣ୍ଡାଦୋରା ଗାଁର ଲକ୍ଷ୍ମୀ…