Latest Odisha News

BREAKING NEWS

Yearly Archives

2021

ବଦଳିଲା ଆଗ୍ରାର ମୋଗଲ ରୋଡ୍‌ର ନାଁ

ଆଗ୍ରା: ଆଗ୍ରାର ମୋଗଲ ରୋଡ୍ ଗୁରୁବାର ଦିନ ମହାରାଜା ଅଗ୍ରସେନ୍ ମାର୍ଗ ଭାବରେ ପୁନଃନାମିତ ହୋଇଛି। ରାସ୍ତାର ନାମ ପରିବର୍ତ୍ତନ ନିଷ୍ପତ୍ତି ନେଇ ଆଗ୍ରା ମେୟର କହିଛନ୍ତି ଯେ ଆଗାମୀ ପିଢି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଦ୍ୱାରା ଅନୁପ୍ରାଣିତ ହେବା ଉଚିତ। ସେ ଏହା ମଧ୍ୟ କହିଛନ୍ତି, "ଆଗ୍ରାର…

ଡେବ୍ୟୁ ଟେଷ୍ଟରେ ସେଞ୍ଚୁରୀ ମାରିଲେ ଶ୍ରେୟସ

କାନପୁର: ନ୍ୟୁଜିଲାଣ୍ଡ ଆଗରେ ପାଚେରୀ ହୋଇ ଠିଆ ହେଲେ ଶ୍ରେୟସ ଆୟାର । ପ୍ରଥମ ଟେଷ୍ଟରେ ମାରିଲେ ଶତକ । ଡେବ୍ୟୁ ମ୍ୟାଚରେ ସେଞ୍ଚୁରୀ ମାରିଛନ୍ତି ଶ୍ରେୟସ ଆୟାର୍ । ମାତ୍ର ୧୫୭ ବଲ୍ ଖେଳି ଟେଷ୍ଟ କ୍ୟାରିୟରରେ ପ୍ରଥମ ଶତକ ନିଜ ନାଁରେ କରିଛନ୍ତି । ଗତକାଲି ୭୫ ରନ୍ କି ନଟଆଉଟ୍ ଥିଲେ ଶ୍ରେୟସ ।…

ବାରିପଦା ITDA ସହକାରୀ ଯନ୍ତ୍ରୀଙ୍କ ଘରୁ ୪୧ ଲକ୍ଷ ଟଙ୍କା, ୬୫୯ ଗ୍ରାମ୍ ସୁନା ଜବତ

ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଥିବା ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ହିସାବ ଚାଲିଛି । ରେଡ୍ ବେଳେ ତାଙ୍କ ଘରୁ ଜବତ ହୋଇଛି ନଗଦ ୪୧ଲକ୍ଷ ୭୭ହଜାର ଟଙ୍କା । ଗତକାଲି ୧୩ ଲକ୍ଷ ୬୦ହଜାର ଟଙ୍କା ମିଳିଥିଲା । ୬୫୯ଗ୍ରାମ ସୁନା ଜବତ ହୋଇଛି…

ସକାଳୁ ଭୂକମ୍ପର ଝଟକା

ଦିଲ୍ଲୀ: ସକାଳୁ ଭୂକମ୍ପର ଝଟକା । ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ମିଆଁମାର ଓ ଭାରତ ସୀମାରେ ଆଜି ସକାଳୁ ଅନୁଭୂବ ହୋଇଥିଲା ଭୂକମ୍ପ ଝଟକା । ଏହି ଭୂକମ୍ପ ଝଟକା ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି । ଏଠାରେ ଭୂକମ୍ପର ରିକ୍ଟର…

ପର୍ଣ୍ଣୋଗ୍ରାଫି ମାମଲାରେ ରାଜ୍‌ଙ୍କୁ ଝଟ୍‌କା; ଜାମିନ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ଅଶ୍ଳୀଳ ଭିଡିଓ ନିର୍ମାଣ ଓ ପ୍ରସାରଣ ମାମଲାରେ ସମ୍ପୃକ୍ତ ଥିବ‌ା ରାଜଙ୍କ ଜାମିନ ଆବେଦନକୁ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜଙ୍କ ସହ ଅନ୍ୟ ୬…

ଏହି ୩ ଦେଶରୁ ଭାରତ ଫେରିଲେ ଏଣିକି ଯାଞ୍ଚ କଡ଼ାକଡ଼ି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ହାଇ ଆଲର୍ଟରେ ସାରା ବିଶ୍ୱ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ସତର୍କ କରାଇଛନ୍ତି । ଦକ୍ଷିଣ ଆଫ୍ରିକା,…

ନୃଶଂସ ବାପା; ହୋମୱାର୍କ ପାଇଁ ୮ ବର୍ଷର ପୁଅକୁ ଫ୍ୟାନ୍‌ରେ ଟାଙ୍ଗିଲେ

ଜୟପୁର: ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଜଣେ ନୃଶଂସ ବାପା ସ୍କୁଲ ହୋମୱାର୍କ ଶେଷ ନକରିବାର ଦଣ୍ଡ ସ୍ୱରୂପ ତାଙ୍କ ପୁଅକୁ ଏକ ଫ୍ୟାନରେ ଓଲଟାଇ ଝୁଲାଇଦେଇଥିବା ଘଟଣା ସାମ୍‌ନାକୁ ଆସିଛି। ନଭେମ୍ବର ୧୭ ରେ ବୁନ୍ଦି ଜିଲ୍ଲାର ଡାବି ଠାରେ ଏହି ଘଟଣା ଘଟିଥିଲା । ଭାଇରାଲ ଭିଡିଓରେ ଅଭିଯୁକ୍ତ ଜଣେ ୮…

ଘାତକ କରୋନାର ନୂଆ ଭାରିଆଣ୍ଟ: ଡେଲଟାଠୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ପୁଣି ଥରେ ସାରା ବିଶ୍ୱରେ ହଇଚଇ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ଏହାର ନାଁ ରହିଛି B.୧.୧.୫୨୯ । ଏହା ଦ୍ରୁତଗତରେ ବ୍ୟାପୁଛି । ଡେଲଟା ଭାରିଆଣ୍ଟଠାରୁ ଅଧିକ ମାରାତ୍ମକ । ଅଧିକ ସଂକ୍ରାମକ ବୋଲି କହୁଛନ୍ତି ବିଶେଷଜ୍ଞ ।…

ଚିନ୍ତା ବଢାଇଲାଣି କରୋନାର ନୂଆ ଷ୍ଟ୍ରେନ୍‌; ୬ଟି ଦେଶକୁ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ବ୍ରିଟେନ ଗୁରୁବାର ୬ଟି ଦେଶରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛି। କରୋନାର ନୂତନ ପ୍ରଜାତି ସାମ୍ନାକୁ ଆସିବା ପରେ ବ୍ରିଟେନ ଏହି ନିଷ୍ପତ୍ତି ନେଇଛି। ଯାହା ଡେଲଟା ଅପେକ୍ଷା ଅଧିକ ବିପଜ୍ଜନକ ଓ ମାରାତ୍ମକ ଅଟେ। ଦକ୍ଷିଣ ଆଫ୍ରିକାରେ ୩୦ରୁ ଅଧିକ ନୂତନ ମାମଲା ଦେଖିବାକୁ…

ଆଜିଠୁ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ(ଏସ୍.ଏ)-୧ ପରୀକ୍ଷା । ଏହା ୨୬ତାରିଖରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ । ଦିନକୁ ଦୁଇଟି ବିଷୟରେ ପରୀକ୍ଷା ହେବ । ପ୍ରତି ବିଷୟରେ ମୋଟ୍ ୪୦ ନମ୍ବର ପରୀକ୍ଷା କରାଯିବ…