Latest Odisha News

BREAKING NEWS

Yearly Archives

2021

ଲକ୍ଷ୍ମୀ ମନ୍ଦିରର ନାଟ ମଣ୍ଡପ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ଶ୍ରୀମନ୍ଦିରର ଅନ୍ୟତମ ନିର୍ମାତା ଚୋଡ଼ଗଙ୍ଗଦେବଙ୍କ ଶାସନ କାଳ ଦ୍ୱାଦଶ ଶତାବ୍ଦୀରେ ଶ୍ରୀକ୍ଷେତ୍ରକୁ ଆସିଥିଲେ ମହାନ୍ ସନ୍ଥ, ଶ୍ରୀବୈଷ୍ଣବ ଧର୍ମର ଅନ୍ୟତମ ପ୍ରବର୍ତ୍ତକ ତଥା ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥ. ସ୍ୱୟଂ ସତ, ଚିତ୍ତ, ଆନନ୍ଦ ସ୍ୱରୂପ ଶ୍ରୀଜଗନ୍ନାଥ ହେଉଛନ୍ତି ତତ୍ତ୍ୱତଃ ଅନନ୍ତ, ଅନାଦି, ଆଦିମୂଳ, ସେ ବି ଲୀଳାମୟ, ରହସ୍ୟମୟ ଓ ଗୁଢତତ୍ତ୍ୱମୟ. ସେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୩ ଶ୍ରୀମନ୍ତର ଇଚ୍ଛା ସିଗମଣ୍ଡ ଫ୍ରୟେଡଙ୍କ ମାଟି ଅଷ୍ଟ୍ରିଆରେ ରହି ଗବେଷଣା କରିବ .. ଡକ୍ଟର ବେଞ୍ଜାମିନ ରସ୍ ହୋଇଯିବକି ସେ... ସଂହିତା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞା ହେବ... 'ଦେବୀ ଭବନ'ର ଭାବି ଉତ୍ତରାଧିକାରୀ ଏ…

[ଭିଡିଓ] ଅବକାରୀ ଅଧିକାରୀ କହିଲେ, “ମଦୁଆ ସତ କୁହନ୍ତି”

ଭୁବନେଶ୍ୱର: ଭାରତରେ ମଦ ପିଉଥିବା ସମସ୍ତ ବ୍ୟକ୍ତି ସତ କୁହନ୍ତି । ସର୍ବସମ୍ମୁଖରେ ଗଣମାଧ୍ୟମରେ କିଛି ଏପରି ମନ୍ତବ୍ୟ ଦେଇ ଜଣେ ବରିଷ୍ଠ ଅବକାରୀ ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଖାଲି ଚର୍ଚ୍ଚା ନୁହେଁ ବରଂ ଅବକାରୀ ଅଧିକାରୀଙ୍କ ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ…

ଗର୍ଭବତୀଙ୍କ ସୁବିଧା ପାଇଁ କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ଘରୋଇ କ୍ଲିନିକ୍ ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏମଓୟୁ

ସୁନ୍ଦରଗଡ଼ : ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ । ଜିଲ୍ଲାର ସୀମାନ୍ତବର୍ତ୍ତି କୋଇଡ଼ା, ଲହୁଣୀପଡ଼ା ଓ ହେମଗିରି ବ୍ଲକର ଗର୍ଭବତୀ ମା’ମାନଙ୍କ ପାଖରେ ସୁବିଧାରେ ଏହି ସେବା ପହଞ୍ଚାଇବା ପାଇଁ ସୁନ୍ଦରଗଡ଼…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗୁପଟିଲ

ରାଂଚୀ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚ ଅବସରରେ ମାର୍ଟିନ ଗୁପଟିଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡକୁ ଆଜି ଭାଙ୍ଗି ଦେଇଛନ୍ତି । ଗୁପଟିଲ ୧୧୧ ଟି୨୦ ମ୍ୟାଚ ଖେଳି ୩୨୪୮ ରନ ସଂଗ୍ରହ କରିଛନ୍ତି ।…

କମେଣ୍ଟ ମରାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼

ବାଲେଶ୍ବର : ବାଲେଶ୍ବରରେ ଅଭାବନୀୟ ଘଟଣା । କମେଣ୍ଟ ମରାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼ ହୋଇଛି । ଭୁଜାଖିଆପୀର ଛକ ନିକଟରେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଛୁରାମାଡରେ ଯୁବକଙ୍କ ପିଠିରେ ଗଭୀର ଆଘାତ ଲାଗିଛି । ଆହତ ହୋଇଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ସୂଚନା…

ଗଜପତିରେ ୨୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଠ କଲା ଅବକାରୀ ବିଭାଗ

ଗଜପତି : ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ୍ କ୍ଲିନ୍ । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କଟମା ଗାଁରେ ଆଜି ପ୍ରାୟ ୨୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । ସୂଚନା ଅନୁସାରେ ୧୦୫ ଏକର ଜମିରେ ଗଞ୍ଜେଇ ସବୁ ଚାଷ କରାଯାଇଥିଲା । ଖବର ପାଇ ଆର…

ଏହି ଦିନ ରିଲିଜ ହେବ ରଣବୀରଙ୍କ ଆନିମଲ

ମୁମ୍ବାଇ:ରଣବୀର କାପୁର ଅଭିନୀତ ଆନିମଲ ଫିଲ୍ମର ରିଲିଜ ତାରିଖ ଆଜି ଘୋଷଣା କରାଯାଇଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଏହା ୧୧ ଅଗଷ୍ଟ ୨୦୨୩ରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ରଣବୀରଙ୍କ ବ୍ୟତୀତ ଏହିଚ୍ରାଇମ ଡ୍ରାମା ଫିଲ୍ମରେ ପରିଣିତ ଚୋପ୍ରା, ଅନୀଲ କାପୁର ଓ ବବି ଦେଓଲ ମଧ୍ୟ…

ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର

ସୋନପୁର : ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ ।ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଅନ୍ତଡା ଗାଁ ଠାରେ ଟ୍ରାକ୍ଟର ଓ ବାଇକ ମୁହାଁ ମୁହିଁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ହୋଇପଡିଛନ୍ତି ।ମୃତକ ଜଣକ ହେଲେ ଶିବା ସୁନା । …