Latest Odisha News

BREAKING NEWS

Yearly Archives

2021

ଭୁବନେଶ୍ବର ତମାଣ୍ଡୋରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଜୋରଦାର ହେଲା ଅପରେସନ ହ୍ବାଇଟ୍ ସ୍ପାଇଡର । ପୁଣି ଜବତ ହୋଇଛି ଧଳା ଜହର । ତମାଣ୍ଡୋ ଅଞ୍ଚଳରେ ବ୍ରାଉନସୁଗାର କାରାବାର ବେଳେ ୩ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ଅଭିଯୁକ୍ତଙ୍କ ପାଖରୁ ୧୦୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି…

ଗୁରୁଣ୍ଡି ଗୋପାଳଙ୍କ ହାତ ଭାଙ୍ଗିଗଲା: କାନ୍ଦି, ବୋବେଇ ଡାକ୍ତରଖାନା ନେଇ ପ୍ଲାଷ୍ଟର କରିବାକୁ ଜିଦ କଲେ ପୂଜାରୀ…

ଆଗ୍ରା: ଭଗବାନ ଓ ଭକ୍ତଙ୍କ ମଧ୍ୟରେ ସବୁବେଳେ ନିବୀଡ ସମ୍ପର୍କ ରହିଥାଏ ତାହା ଆଜି ପୁନର୍ବାର ପ୍ରମାଣିତ ହୋଇଛି । ଆଗ୍ରାର ଏକ ମନ୍ଦିରର ପୂଜାରୀ ଲେଖ ସିଂ ତାଙ୍କ ପ୍ରିୟ ଭଗବାନ ଲଡ୍ଡୁ ଗୋପାଳ(ଗୁରୁଣ୍ଡି ଗୋପାଳ)ଙ୍କୁ ପୂଜା ପାଇଁ ସ୍ନାନ କରୁଥିବା ବେଳେ ହାତରୁ ଖସି ଯାଇଥିଲେ । ଲଡ୍ଡୁ ଗୋପାଳଙ୍କ…

ବିଧାନସଭାରେ ଭୋ ଭୋ ହୋଇ କାନ୍ଦିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁ ସଭାରେ କାନ୍ଦିଲେ । ସଭାରେ ଭୋ ଭୋ ହୋଇ କାନ୍ଦିବା ସହ ତାଙ୍କୁ ନେଇ କୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ବୋଲି କହିଛନ୍ତି । ୱାଇଏସଆର କଂଗ୍ରେସ ଦଳର ସଦସ୍ୟମାନେ ତାଙ୍କୁ…

[ଭିଡ଼ିଓ] ଦେଶ ଦେଶରେ ମଜବୁତ ହେବ ସମ୍ପର୍କ: ଯୁବ ଯାଦୁଗର ସାରାଂଶଙ୍କ ମ୍ୟାଜିକ୍

କଟକ : ଦେଶ ଦେଶ ମଧ୍ୟରେ ସମ୍ପର୍କର ସେତୁ ପାଲଟିବ ମ୍ୟାଜିକ୍ । ଏବେ ବି ଭାରତ ଓ ଇଣ୍ଡେ।ନେସିଆ ସମ୍ପର୍କ ମଜବୁତ ଥିବା ବେଳେ ଏହି ସମ୍ପର୍କକୁ ଆହୁରି ଯୋଡିବାକୁ ପ୍ରୟାସ ହୋଇଛି । ଆଉ ଏହି ପ୍ରୟାସ କରିଛନ୍ତି କଟକର ଜଣେ ଯୁବକ ସାରାଂଶ ଦାସ । ବିଭିନ୍ନ ଦେଶ ବୁଲି ବୁଲି ସାରାଂଶ  ଯାଦୁ ବିଦ୍ୟା…

କାଲି ଅନୁଗୁଳ ଓ ଢେଙ୍କାନାଳରେ BSKY ସ୍ମାର୍ଟ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲି ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ଅନୁଗୁଳ ଓ ଢେଙ୍କାନାଳରେ ବାଣ୍ଟିବେ ବିଏସକେଓ୍ବାଇ ସ୍ବାର୍ଟ ହେଲଥ କାର୍ଡ । ପ୍ରଥମେ ଅନୁଗୁଳ ଜିଲ୍ଲା ଗସ୍ତ କରିବେ ମୁଖ୍ରମନ୍ତ୍ରୀ । ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ…

ସବୁ ଫର୍ମାଟରୁ ଅବସର ନେଲେ ମିଷ୍ଟର ୩୬୦ ଡିଗ୍ରୀ

ଡର୍ବାନ: ଦକ୍ଷିଣ ଆଫ୍ରିକା ତଥା ବିଶ୍ୱର ଲୋକପ୍ରିୟ କ୍ରିକେଟ ଖେଳାଳି ଏବି ଡିଭିଲର୍ସ ଆଜି ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୧୮ରୁ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ମିଷ୍ଟର ୩୬୦ ଡିଗ୍ରର ଭାବେ ପରିଚିତ ଏହି ବ୍ୟାଟ୍ସମ୍ୟାନ ଆଗକୁ ଆଉ ଫ୍ରାଂଚାଇଜ କ୍ରିକେଟ ବି ଖେଳିବେ…

ମମିତା ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମମିତା ମେହେର ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ନୈତିକତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଆଜି ବିଜେପି ରାଜ୍ୟ…

[ଭିଡିଓ] ଚାଲାକ ହାତୀର ଚକିତକର କାରନାମା

ଭୁବନେଶ୍ୱର: ସାଧାରଣତଃ ହାତୀ ବୁଦ୍ଧିଆ ଓ ସମ୍ବେଦନଶୀଳ ଜନ୍ତୁ ଭାବେ ପରିଗଣିତ । ସେମାନଙ୍କ ନିକଟରେ ବିଚକ୍ଷଣ ସ୍ମୃତିଶକ୍ତି ରହିଛି । ସୋସିଆଲ ମିଡିଆରେ ଗୋଟିଏ ହାତୀର କାରନାମା ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭଡିଓରେ ଗୋଟିଏ ହାତୀ ମଣିଷଙ୍କୁ ନକଲ କରି ଲୁହାର ବାଡ ଡେଇଁବାରେ…

ସୁନ୍ଦରଗଡ ଜିଲ୍ଲା ଖଣି ପ୍ରଭାବିତ ଅଂଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପ୍ରବେଶିକା ପରୀକ୍ଷା କୋଚିଂ ବ୍ୟବସ୍ଥା

ସୁନ୍ଦରଗଡ: ପ୍ରବେଶିକା ପରୀକ୍ଷା ହେଉ ଅବା ଚାକିରୀ ପାଇଁ ଇଣ୍ଟରଭ୍ୟୁ । ସଫଳତା ହାସଲ କରିବା ଲାଗି ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ରହୁଥିବା ସ୍ୱଚ୍ଛଳ ପରିବାରର ଛାତ୍ରଛାତ୍ରୀଙ୍କ ପାଖରେ ଅଧିକ ସୁଯୋଗ ରହିଥାଏ । ଅଧିକାଂଶ କ୍ଷେତ୍ରରେ ଗ୍ରାମାଂଚଳରେ ରହୁଥିବା ଗରିବ ତଥା ମେଧାବୀ…

ଭାରତ ଓ ଚୀନ୍ ସମ୍ପର୍କକୁ ନେଇଁ ମୁହଁ ଖୋଲିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟ ଶଙ୍କର । ଏଲଏସିରେ ଦେଢ ବର୍ଷ ହେବା ଚାଲିଥିବା ଅଶାନ୍ତ ବାତାବରଣକୁ ନେଇ ଉଭୟ ଦେଶ ସେନା ସ୍ତରୀୟ ବାର୍ତ୍ତାକୁ ନେଇ ସହମତି ଦେଇଛନ୍ତି । ଏହା ୧୪ ସ୍ତରୀୟ ବାର୍ତ୍ତାହେବ ଯେଉଁଥିରେ…